Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ସୋୟାବିନ୍‌ ମିସଲ୍‌/Soyabin misle recipe
    Odia Curry Recipe

    ସୋୟାବିନ୍‌ ମିସଲ୍‌/Soyabin misle recipe

    Suchitra PBy Suchitra POctober 31, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    soyabin misle recipe
    soyabin misle recipe
    Share
    Facebook Twitter LinkedIn Pinterest Email
    soyabin misle recipe
    soyabin misle recipe

    ସାମଗ୍ରୀ :
    ସୋୟାବିନ୍‌ ମଞ୍ଜି–ଅଧାଗିନା
    ଗଜାମୁଗ- ୨ ବଡ଼ ଚାମଚ
    କଦୁକସ୍‌କରା ଅଦା – ୧ ଚାମଚ
    କଟା ଲଙ୍କା -୨ଟି
    ରସୁଣ ଛେଚା -୩ କୋଲି
    ହଳଦି- ୧/୪ଚାମଚ
    ଗରମ ମସଲା- ୧/୨ ଚାମଚ
    ରାଇ-୧ ଚାମଚ
    ଲୁଣ–ସ୍ୱାଦାନୁସାରେ
    ଟମାଟୋ ( ମଞ୍ଜ କାଢ଼ି କଟା ହୋଇଥବା)- ୧ଟି
    ଲେମ୍ବୁରସ— ୧ ଚାମଚ
    ରିଫାଇନ୍‌- ୧ ଚାମଚ

    ପ୍ରଣାଳୀ :
    ରାତିସାରା ସୋୟାବିନ୍‌କୁ ବତୁରାଇ ରଖନ୍ତୁ । ସକାଳୁ ଗୋଟିଏ ସିଟି ମଧ୍ୟମ ଆଞ୍ଚରେ ମାରି ପାଣି କାଢ଼ି ରଖନ୍ତୁ । `ପ୍ୟାନ୍‌ରେ ତେଲ ପକାଇ ରାଇ ପକାଇ ଫୁଟିଲେ ଅଦା, ରସୁଣ, ଲଙ୍କା ପକାଇ ୧ ମିନିଟ୍‌ ଭାଜନ୍ତୁ । ହଳଦିଗୁଣ୍ଡ ପକାଇ ଗଜାମୁଗ ମିଶାନ୍ତୁ ଓ ୨ ବଡ଼ ଚାମଚ ପାଣି ଦେଇ ମୁଗ ନରମିବାଯାଏଁ ସିଝାନ୍ତୁ । ସିଝିଗଲେ ସୋୟାବିନ୍‌ ପକାଇ ପାଣି ମାରିନିଅନ୍ତୁ । ଟମାଟୋ, ପିଆଜ ଓ ଲେମ୍ବୂରସ ଦେଇ ଗୋଳାଇ ଉପରୁ ଚଟଣି ପକାଇ ସର୍ଭ କରନ୍ତୁ । ଏହାକୁ ଖାଲି, ରୁଟି ସହ କିମ୍ବା ଚକୁଳି ସହ ଖିଆଯାଇପାରେ ।

    Odia Recipe Soyabean Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.