
ଭଗବାନ ସବୁଠାରେ ରହିପାରିବେ ନାହିଁ,
ତେଣୁ ସେ ମାଆ ସୃଷ୍ଟି କଲେ |
Bhagaban Sabuthare Rahiparibe Nahin,
Tenu Se Maa Srusthi Kale.

ଭାଗ୍ୟବାନ୍ ଅଟନ୍ତି ସେହିମାନେ, ଯେଉଁମାନଙ୍କ ମୁଣ୍ଡ ଉପରେ ବାପାଙ୍କର ହାତ ଥାଏ |
Bhagyaban Atanti Sehimane,Jeunmananka
Munda Upare Bapankara Hata Thae.

ଦୁନିଆରେ ମା’ର ପ୍ରେମଠାରୁ ବଡ଼ କିଛି ନାହିଁ |
Duniare Maa Ra Prema
Tharu Bada Kichi Nahin.

ଜଣେ ଭଲ ପିତା ହେଉଛନ୍ତି ଆମ ସମାଜର
ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ମଧ୍ୟରୁ ଅନ୍ୟତମ |
Jane Bhala Pita Heuchhanti Ama Samajara
Sabutharu Mulyaban Sampatti Madhyaru Anyatama.

ଯିଏ ନିଜର ଦୁଃଖକୁ ଲୁଚେଇ ନିଜ ସନ୍ତାନର
ସବୁ ଇଚ୍ଛାକୁ ପୂରଣ କରନ୍ତି ସେ ହେଉଛନ୍ତି ବାପା |
Jie Nijara Dukhaku Luchei Nija Santanara Sabu
Ichhaku Purana Karanti Se Heuchanti Bapa.