Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
ପ୍ରେମ ପାଠ ମୁହିଁ କେବେ ପଢ଼ି ନାହିଁ ଏ ବେ ତ ପଢ଼ୁଛି ନୁଆ
ଏଡ଼ିକି ନିର୍ବୋଧ ଅଟେ ମୁଁ ଅବୋଧ ସତେ କିବା ବଣଭୁଆ ।
Prema patha muhni kebe padhi nahni e be ta padhuchhi nua
ediki nirbodha ate mu abodha sate kabi banabhua
କରି ଅନୁମାନ ମନକୁ ମନ୍ଥନ ଯତନରେ ଚିଠି ଲେଖିଲ
ତୁମ ଟେବୁଲର ଟାଇପ ମେସିନ ସନ୍ଧିରେ ତାହାକୁ ଥୋଇଲି ।
kari anumana manaku mantana jatanare chithi lekhila
tuma tebulara taip mesin sandhire
ଆମ ଜୀବନର ଚଲାପଥରେ କି ହୋଇବ କୁସୁମ ବରଷା
ଫୁଲ ନ ବର୍ଷିଲେ କଣ୍ଟା ଫରୁଟିବନି ରହିଛି ଏତିକି ଭରସା ।
Ama jeebana chalapathare ki hoiba kusuma barasha
phula na barshile kanta pharutibani rahichhi etiki bharasha
ସେଦିନ ଏକଲା ଦେଖ ମୋତେ ଦେଇଥିଲ ଗୋଟିଏ ଚୁମା
ସେଇଦିନୁ କରେଣ୍ଟ ମାରିଲା ପରି ଲାଗୁଛି ଶୋଇପାରୁନି ମୁଁ ଜମା ।
Sedina ekala dekha mote deithila gotie chuma seidinu
karenta matila pari laguchhi shoiparunahi mu jama