Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଦୁନିଆଁ କେବେଟି ନ କହିବ ଭଲ କଳଙ୍କ ଚରିତ୍ର ଯାହାର ସମସ୍ତେ ଯେ ଛି ଛାକର କରିବେ କେହି ନ କରିବେ ଆଦର
Dunia kebebi na kariba bhala kalanka charitra samaste je chhi chhakara kiribe kehi na karibe adara

ଆଖି ଚାହାଣୀରେ ମନ ତଳ ଭାଷା ଫୁଟି ଉଠେ ଫୁଲ ପରି ଦରଦୀ ମନ ତ ବୁଝେ ସେଇ କଥା ସବୁ ଅନୁଭବ କରି
Akhi chahaneere mana tala bhasha phuti uthe pari daradee mana ta bujhe sei katha sabu anubha kari

ସବୁକଥା ତୋତେ ଜଣାଇ ସସ୍ମୀତା ବେଳୁ ଯେ ଦିଏ ଜଣାଇ ଆଖିରୁ ଲୋତକ ନ ଢାଳିବ କେବେ କହୁଛି ମୁଁ ରାଣ ଦେଇ
Sabukatha tote janai sasmita belu je die janai akhiru lotaka na dhaliba kebe kahuchhi mu rana dei

ଭଲ ହୋଇ ଯେବେ ଫେରିବୁ ଘରକୁ ମୋ ସାଥେ ଲାଗିବୁ ଯେବେ ମୋ ଓଟିରେ ତୋତେ ଅପରେସନ କରି ପଠାଇଣ ଦେବି କେବେ
bhala hoi jebe pheribu gharaku mo sathe lagibu jeebe mo otire tote aparesana kari pathaina debi keb

ଗୋଲପ ଫୁଲର ଶେଜକୁ ସଜାଇ କେହି ବଡ ହୋଇନାହିଁ ଦୁଃଖକୁ ଯେ ସାଥି କରିଯାଇଅଛି ସୁଖ ତୁଆ ତାହା ପାଇଁ
Golapa phula shejaku kehi bada hoinahi dukha je sathi karijaiachhi sukha tua taha pai