Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
ସରଗର ଫୁଟେ ପାରିଜାତ ସିନା ପଦ୍ମ ଫୁଟେ ମରତରେ
ଛଦ୍ମ ମନ ନେଇ ପ୍ରେମ କରୁଥିଲେ ମନ୍ଦ ଫୁଲ ମିଳିପାରେ
Sagara phute parijata sina padma phute maratare
chadma mana nei prema karuthile manda phula milipare
ଗାଆଁ ମେଲଣରେ ସେଦିନ ହୋଇଲା ଆମର ପ୍ରଥମ
ଦେଖା ଆଖି ଛଟକରେ କହିଗଲ ସବୁ୍ବୁଝି ଗଲି ସବୁ ଲେଖା
Gaa melanare sedina hoila amara prathama dekha
dekhi chhatakare kahigala sabu bujhigala sabu lekha
ସରଗର ଫୁଟେ ପାରିଜାତ ସିନା ପଦ୍ମ ଫୁଟେ ମରତରେ
ଛଦ୍ମ ମନ ନେଇ ପ୍ରେମ କରୁଥିଲେ ମନ୍ଦ ଫୁଲ ମିଳିପାରେ
Sagara phute parijata sina padma phute maratare
chadma mana nei prema karuthile manda phula milipare
କଲେଜ ଡ୍ରାମାରୁ ପରିଚୟ ସୃଷ୍ଟି ମୁଁ ଥିଲି ତୁମର ନାୟିକା
ଅଭିନୟ ସିନା ଥିଲା ଦି ଦିନର ସେଇଠାରୁ ହେଲି ପ୍ରେମିକା
Kaleja dramaku parichaya srushthi mu thili tumara nayika
abhinaya sina thila di dinara sitharu heli premika
ଲାଉ ଫଳିଥିଲା ଲାଉ ଗଛେ ଦେଖି ଆଖି ରହିଗଲା ଲାଖି
ଲାଉ ତଳେ ଲେମ୍ବୁଗଛ ଦେଖି ଆଶ୍ଚର୍ଯ୍ୟ ହୋଇଲା ଆଖି
Lau phaLithila lau gachhe dekhi dekhi rahigala
lau tale lembugachha dekhi ashcrjya hoila akhi
ପ୍ରେମର ଗଣିତ କେତେ ଯେ ଜଟିଳ ଜମା ହୁଏ ନାହିଁ ବୁଝି
ପ୍ରେମର ଭୂଗୋଳ ନିହାତି ସରଳ ଅବୁଝା ତ ନାହିଁ କିଛି
Premara ganita kete je jatila jama hue nahi bujhi
premara bhugola nihati sarala abujha ta nahi kichhi