Odia Rashiphala

ଅଶ୍ୱୀନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଅଧିକ ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନଜକି ୁ ନିୟୋ୍ଜିତ କରିବେ । ଅର୍ଥପ୍ରାପ୍ତିର ସୂଚନା…

ପ୍ରଭାବଶାଳୀ ହେବେ । ସତ୍ୟ ସନାତନ ଧର୍ମୀ ହେବେ । ଯଶସ୍ୱୀ ହେବେ । ବିଭିନ୍ନ ସତ୍ରରୁ ଅର୍ଥ ପ୍ରାପ୍ତ ହେବ । ସୁତ ସୌଖ୍ୟଯକ୍ତୁ ହେବେ…

ସ୍ୱାଭିମାନୀ ହୋଇଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସହଯୋଗ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଉଦ୍ୟାନ କାର୍ଯ୍ୟରେ ପାରଙ୍ଗମ ହେବେ…

ଧନଲାଭରେ କୌଣସି ବାଧାବିଘ୍ନ ଉପୁଜିବାର ପ୍ରଶ୍ନ ଉଠୁନାହିଁ । ଅସସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ବାଧାବିଘ୍ନର ସମ୍ମୁଖୀନ ହୋଇପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଯାନ-ବାହନରେ…

ସମାଜ ସେବାରେ ନିୟୋଜିତ କରିପାରନ୍ତି । ଶାନ୍ତି ଓ ଧର୍ଯ୍ୟବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । କୃଷି ବିଜ୍ଞାନୀ ହେବେ । ସପତ୍ନୀକ ଦ୍ୱିଜ…

ଦିନିଟି ସୁଖମୟ ହେବ । ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହେବେ । ବନ୍ଧୁ ମିଳନ ଘଟିବ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣହେବେ ।…

ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ।…

ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି । ଆକସ୍ମିକ ଧନଲାଭ ହେବ । କର୍ମଚଞ୍ଚଳ ରହିବେ । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ତେଜସ୍ୱୀ ହେବେ…

ସନ୍ତାନ ଲାଭର ସୂଚନା ମିଳୁଛି । ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ମନରେ…

ସରଳ ଓ ନିରାଡ଼ମ୍ବର ଜୀବନ-ଯାପନ କରିବେ । ଦାନାଦି କର୍ମରେ ଦୀକ୍ଷିତ ହୋଇ ଜୀବନକୁ ମଧୁମୟ କରିପାରନ୍ତି । ଶ୍ରମ ସାର୍ଥକ ହେବ । ଗୃହ ପରିବେଶ…