Odia Rashiphala

ଅର୍ଥର ପ୍ରାଚୁର୍ଯ୍ୟ ଥାଇ ବି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି |ଚକ୍ଷୁରେ ସାମାନ୍ୟ ପୀଡା ଉପୁଜିପାରେ |ସୁସ୍ଥ ରହିବେ |ଶତ୍ରୁ ବିନାଶକାରୀ ହେବେ |ଚାକିରିରେ ସୁନାମ ଅର୍ଜନ…

ନୃପତୂଲ୍ୟ ସମ୍ମାନାସ୍ବଦ ହେବେ । ସୁଗୁଣସମ୍ପନ୍ନ ହୋଇପାରନ୍ତି ।ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଚତୁର ହେବେ। ଧନଯୁକ୍ତ ହେବେ |ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର…

ଅଧ୍ୟାପନା ପୂର୍ବ ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପରନ୍ତି ।ନିଷ୍ଠା ଓ ଅଧ୍ୟବସାୟ ବଳରେ ଶୀର୍ଷାସନ ଲାଭ କରିବେ |ପତିବ୍ରତାଙ୍କ ବ୍ରତ ପୂରଣ କରିପାରନ୍ତି । ଆକସ୍ମିକ ଅର୍ଥ…

କର୍ମଚଞ୍ଚଳ ରହିବେ |କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ |ଆକସ୍ମିକ ଧନଲାଭର ସୂଚନା ମିଳୁଛି |ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ|ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ…

କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ |ଉପୁଜିଥିବା ସମସ୍ୟାର ସୁସମାଧାନ ହୋଇପାରେ |ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ |ଭାଇଙ୍କ ମଧ୍ୟରେ…

ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଉଦାରଚେତା ହେବେ |ଦାନଧର୍ମରେ ଦୀକ୍ଷିତ ହେବେ |ସୁସ୍ଥ ଓ ନିରାମୟ ରହିବେ |କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ…

କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପଇବ |କାର୍ଯ୍ୟରେ ସଫଳତା ଲାଭ କରିବେ |ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ |ଅଶାନ୍ତି ଦୁର ହେବ |ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି…

ପୁରୁଷାର୍ଥ ତଥା ନିୟମିତ ଉଦ୍‌ଯୋଗ ଓ ଅଭ୍ୟାସ ଦ୍ବାରା ଉପୁଜିଥିବା ଆଳସ୍ୟ ରୂପକ ଶତ୍ରୁକୁ ପରାହତ କରି ପାରିବେ |ପତ୍ନୀଙ୍କର ବିରକ୍ତି ଭାବ ଆସିପାରେ |ଗୃହରେ ଶାନ୍ତି…

ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ |ସ୍ବତନ୍ତ୍ର ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି |ବୈଦେଶିକ ମୁଦ୍ରା ଅର୍ଜନ କରିବାରେ ପାରଙ୍ଗମ ହେବେ |ସୁସ୍ଥ ଓ ନିରାମୟ ରହିବେ |ବାଣିଜ୍ୟ କାରବାରରୁ…

ଧନବାନ୍ ହେବେ |ଗୁଣଜ୍ଞ ହୋଇପାରନ୍ତି |ଉପାର୍ଜନକାରୀ ହେବେ |ବଳିଷ୍ଠ ଓ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ହୋଇପାରନ୍ତି |ଲୋକପୂଜ୍ୟ ହେବେ |ପରସେବକ ହୋଇପାରନ୍ତି |ଧନଶାଳୀ ହେବେ |ଗୁଣ ଓ ମିତ୍ରହୀନ…