Author: Subhashree

ଇଚ୍ଛା ବିରୁଦ୍ଧରେ ମୋହବତ୍‌ରେ ପଡ଼ି କାର୍ଯ୍ୟ କରିବେ । ପରଚର୍ଚ୍ଚା କରିପାରନ୍ତି । କର୍ମକ୍ଷେତ୍ରକୁ ଶାନ୍ତିମୟ କରିପାରନ୍ତି । ବିଭିନ୍ନସ୍ତରରୁ ସାହାଯ୍ୟ ମିଳିବ । ସନ୍ତାନ-ସନ୍ତତି ଲାଭର ସୂଚନା ମିଳୁଛି । ପରଧନରେ ଧନୀ ହେବା ଆଶା କରାଯାଏ । ପରିବାରରେ ବିଶୃଙ୍ଖଳା ଘଟିପାରେ । ଧର୍ମ ପ୍ରିୟ ହେବେ । ପାଣ୍ଡିତ୍ୟ ପ୍ରମାଣ ଦେବେ । ଶିଳ୍ପ ପାରଦର୍ଶୀ ହୋଇପାରନ୍ତି । ହାସ୍ୟ ମୁଖ ହେବେ । ଯୁବତୀ ପ୍ରିୟ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ହେବେ । ପରିବାରର ଲୋକେ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସକଳ ଗୁଣ ଯୁକ୍ତ ଓ ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଖର୍ଚ୍ଚ ପରମାଣ ବୃଦ୍ଧି ପାଇବ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ବିଦ୍ୟାର୍ଥୀମାନେ ଆନନ୍ଦ ଅନୁଭବ…

Read More

ବାଧାବିଘ୍ନ ଥାଇ ମଧ୍ୟ ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ରମନ୍ତ୍ରାଦି ବିଦ୍ୟାପ୍ରତି ରୁଚି ରହିବ । ବ୍ୟବସାୟ ଠିକ୍ ଚାଲିବ । କାର୍ଯ୍ୟ ଦକ୍ଷତା ଯୋଗଁ ସମ୍ମାନିତ ହେବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁଖୀ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ଧନଲାଭର ସୂଚନା ମିଳୁଛି । ମନୋବଳ ଦୃଢ଼ ରହିବ । ମନ ପ୍ରସନ୍ନ ରହିବ । ଆସ୍ତିକସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ଭାବଅତୁଟ ରହିବ । ଘାତଚନ୍ଦ୍ର ଭୋଗ ହେତୁ ଖୁବ୍ ସତର୍କରେ ଚଳିବାକୁ ପଡ଼ିବ । ଅର୍ଥାଭାବ…

Read More

ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ । କଳହଠାରୁ ଦୂରେଇ ରହିବାକୁ ଚେଷ୍ଟ କରିପାରନ୍ତି । ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆୟ ବୃଦ୍ଧି କରିବେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । କୃଷି କର୍ମକାରୀ ହେବେ । ଯାନବାହନ ସୁଖ ମିଳିବ । ପରିବେଶରୁ ଲାଭବାନ୍ ହେବେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ବନ୍ଧୁପ୍ରାପ୍ତି ସହ ଯାନବାହନ ଲାଭ ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ଆନନ୍ଦ ଉପଭୋଗ କରିବେ । ଗୁଣଜ୍ଞ ଓ ସୁଖୀ ହୋଇପାରନ୍ତି । ଶତ୍ରୁମାନେ ଅପଦସ୍ତ ହୋଇ ପଛକୁ ଫେରି ଯିବେ । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ସଫଳତା ମଳିବ । ସମାଜ ସେବା ପ୍ରତି ମନ ବଳାଇବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଚାକିରି କ୍ଷେତ୍ରରେ ପ୍ରଶଂସନୀୟ ହେବେ । ଶ୍ରୀଚନ୍ଦ୍ର…

Read More

ବ୍ୟବସାୟକୁ ବଢ଼ାଇବା ପାଇଁ ଅଧିକ ଅର୍ଥ ବିନିଯୋଗ କରିବେ । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସୁଖ ମିଳିବ । ମହାନ୍ ବ୍ୟକ୍ତିତ୍ୱର ପରିଚୟ ଦେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମ ଉପରେ ଗୁରୁତ୍ୱ ଦେବେ । ଉତ୍ସବାଦିରେ ଆପ୍ୟାୟିତ ହୋଇପାରନ୍ତି । ମନୋବଳ ଦୃଢ଼ ରହିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ ।ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ପୀଡ଼ା ଭୋଗ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଗୁରୁଜନଙ୍କ ପାଇଁ ଚିନ୍ତିତ ହେବେ । କାର୍ଯ୍ୟର ସଫଳତା ପାଇବାକୁ ହେଲେ ତରବର ନହୋଇ ଅପେକ୍ଷା କରିବାକୁ ପଡ଼ିବ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହୋଇପାରନ୍ତି । ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ ।…

Read More

ଧୈର୍ଯ୍ୟ ରଖି ନ ପାରିଲେ କ୍ଷତି ସହି ପାରନ୍ତି । ସମ୍ମାନିତ ହେବା ଆଶାକରାଯାଏ । ବିଭିନ୍ନ ସ୍ତରରୁ ସାହଯ୍ୟ ପାଇ ଆର୍ଥିକ ସ୍ଥିତିକୁ ଅଧିକ ଉନ୍ନତି କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଜନ ସମର୍ଥନ ମିଳିବ । ବନ୍ଧୁମେଳରେ ଆନନ୍ଦ ଅନୁଭବ କରବେ । ଇଚ୍ଛାଧୀନ କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । କାବ୍ୟକର୍ତ୍ତା ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଯାନାଦି କ୍ରୟ କରିବାର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ମନରେ ସେବା ଭାବନା ଜାଗ୍ରତ ହୋଇପାରେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁକୁ ନିରସ୍ତ୍ର କରି ବିଦା କରିଦେବେ । ମାନସିକ ଶାନ୍ତି ଫେରି ପାଇବେ । ଆଶ୍ୱସ୍ତି ମିଳିବ । ଯାତ୍ରା କ୍ଳେଶକର ହୋଇପାରେ…

Read More

ମାନସିକ ସ୍ତରରେ ମନଭାବ ଶାନ୍ତ ରହିବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ପ୍ରସନ୍ନତା ଲାଭ କରିବେ । ଆସ୍ତିକ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବେ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃସ୍ନେହ ରହିବ । ଆଶାବାଦୀ ହୋଇପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିବେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟମୁଖୀ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହେବେ । ନୂଆ ବନ୍ଧୁ ଜୁଟିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପ୍ରତାରଣାର…

Read More

ଗୃହ କାର୍ଯ୍ୟରେ ନିୟୋଜିତ ହେବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିପାରେ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କାର୍ଯ୍ୟର ସଫଳତା ପାଇବେ । ବାଧା, ବିଘ୍ନ ଥାଇ ବି କାର୍ଯ୍ୟ କରି ଚାଲିବେ । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସ୍ୱଚ୍ଛତା ଆସିବ । ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଯାନବାହନ ସୁଖ ମିଳିବାର ସୁଯୋଗ ରହିଛି । ବନ୍ଧୁ ପ୍ରାପ୍ତିର ସମୟ ଉପସ୍ଥିତ । ସୁଖ-ସମ୍ଭୋଗ ରହିଛି । ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ । କାର୍ଯ୍ୟରେ ଧନ୍ଦି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅପୂ୍ର୍ବ ସଫଳତା ମିଳିବ । ସମାଜ ସେବାରେ ମନ ବଳାଇବେ । ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ ।…

Read More

ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଆଶାବାଦୀ ହେବେ ।ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ଶିଳ୍ପୋଦ୍ୟୋଗୀ ହେବେ ।ଚଞ୍ଚଳ ଚେଷ୍ଟିତ ହେବେ । ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ । ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପାରିବାରିକ ସୁଖ ବୃଦ୍ଧି ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ରୋହିଣୀ ନକ୍ଷତ୍ରର ସାମାନ୍ୟ ଶୁଭ । ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟ ଶେଷ କରିବା ପାଇଁ ଉପାୟ ଚିନ୍ତା କରିବେ । ବ୍ୟୟ ବୃଦ୍ଧି ସମାନ୍ତରାଳରେ ଗତି କରିବ । ଭାଗ୍ୟବାନ୍ ହେବେ । ପୁନର୍ବସ ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଳ୍ପ ସୁଖ ଆଶା କରାଯାଏ । ପୁଷ୍ୟା…

Read More

ଭ୍ରାତୃ ବିବାଦ ସୃଷ୍ଟି ହୋଇପାରେ । ଆଳସ୍ୟ ପରାୟଣ ହୋଇପାରନ୍ତି । ସୌଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସମ୍ମାନିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ତତ୍‌ଜନିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ରୋଜଗାର ଆଶାନୁରୂପ ହେବ । ଚିନ୍ତାଧାରା ମହତ୍ ହେବ । ବନ୍ଧୁ ସହାୟତା ପାଇଁ ଚେଷ୍ଟା କରବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ଦେବ ଦର୍ଶନ ପାଇ ଖୁସି ହୋଇପାରନ୍ତି । ସୁସ୍ଥ ନିରାମୟ ଜୀବନଯାପନ କରବେ । ଯଶସ୍ୱୀ ହେବେ । ଲୋକପ୍ରିୟତା…

Read More

ଅତିଥି ସତ୍କାର ପାଇଁ ବ୍ୟସ୍ତ ରହିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ନାନା ବିଭବରେ ମଣ୍ଡିତ ହେବେ । ଧର୍ମରକ୍ତ ହେବେ । କାମିନୀ-କାଞ୍ଚନ ସହ ରାଜଭୋଗ କରିବେ । ମୂଲ୍ୟବାନ ଭୂଷଣାଦି କ୍ରୟ କରିପାରନ୍ତି । ଅଳ୍ପ ସୁଖ ଭୋଗ କରିପାରନ୍ତି । ପତ୍ନୀଙ୍କ ବିଳାସ ବ୍ୟସନ ପାଇଁ ଅର୍ଥ ବ୍ୟୟ କରିବେ । କାମଦେବ ଆପଣଙ୍କୁ ପରାଜିତ କରିପାରନ୍ତି । କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି । ବିନୀତ ସ୍ୱଭାବର ହୋଇପାରନ୍ତି । ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ । ଆୟ ପରିମାଣ ବୃଦ୍ଧି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ସୁବକ୍ତା ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଜ୍ଞବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ନିରୀହ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ ।…

Read More