Author: Subhashree

କାର୍ଯ୍ୟରେ ସଫଳତା ଲାଭ କରବେ । ମନ ପ୍ରସନ୍ନ ରହିବ । ଧର୍ମ ବିଶ୍ୱାସୀ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ମେଳାପୀ ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ସ୍ନେହ ରହିବ ।  ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ । କେତେକ ଘଟଣାରେ ନିରବ ଦ୍ରଷ୍ଟା ହେବେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧରୁଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିବ ।  ସୁଖ-ସନ୍ତୋଷର ଭାଗିଦାରୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ରୋଜଗାର ଆଶାନୁରୂପ ହୋଇପାରେ । ସରକାରୀ ଓ ବନ୍ଧୁ ସହାୟତା ମିଳିପାରେ । ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । ନିଜ ପ୍ରଭାବର ସଦୁପଯୋଗ କରବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ…

Read More