Author: Subhashree

ପ୍ରେମ ଜନିତ କାର୍ଯ୍ୟରେ ଦିନ ବିତାଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ହୃଷ୍ଟମନା ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ କଟାଇପାରନ୍ତି । ଧର୍ମାତ୍ମା ପ୍ରବାସ ପ୍ରିୟ ଓ ବିଦ୍ୱାନ ବ୍ୟକ୍ତିଭାବେ ପରିଗଣିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗୃହରେ ପ୍ରିୟ ଲୋକଙ୍କ ସମାଗମ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ପଡ଼ୋଶୀଙ୍କ ପାଇଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ସୃଷ୍ଟି ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ଚଳିବେ । ଆତ୍ମୀୟ ଲୋକ ବିରୁଦ୍ଧାଚରଣ…

Read More

ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟ ମୁଖ, ଯୁବତୀପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ ପୀଡ଼ା ଅନୁଭବ କରିବେ । ମୁଣ୍ଡରେ ଆଘାତ ଲାଗି ପାରେ । ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଦୀର୍ଘ ଦିନର ଆଶା ପୂରଣ ହେବ । ପରିଶ୍ରମର ମୂଲ୍ୟ ମିଳିବ । ଶାସ୍ତ୍ରଜ୍ଞ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ରାଜପୂଜା ମିଳିବା ଆଶାକରାଯାଏ । ଆୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଅଛି । ପାରିବାରିକ ସୁଖ ଅବ୍ୟାହତ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ…

Read More

 ବିଭିନ୍ନ ଦିଗରୁ ଅସୁବିଧା ଉପୁଜି ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ହଜି ଯାଇଥିବା ଦ୍ରବ୍ୟ ମିଳିବାର ସୂଚନା ମିଳୋଛି । ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳିବ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଅଧୀନ ହେବେ । ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି । ମନରେ ଗର୍ବଭାବ ଉଦ୍ରେକ ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଶତ୍ରୁତାରୁ ଉଧୁରି ଯିବେ ।…

Read More

ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । ଧର୍ମ ରକ୍ଷା କରିପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ । ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାର ସୁଯୋଗ ଅଛି । ଶତ୍ରୁ ଆପଣାଛାଏଁ ଅପସରି ଯିବ । ଦୀର୍ଘଦିନର ଆଶା ପୂରଣ ହେବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ରୋଜଗାର ଆଶାନୁରୂପ ହୋଇପାରେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ନିରବ ଚିନ୍ତନ ଦ୍ୱାରା ସଦ୍‌ବୁଦ୍ଧି ଉଦୟ ହେବ । ପାରିବାରିକ ସୁଖ ମିଳିବ । ନାନା ବିଭବରେ ମଣ୍ଡିତ ହେବେ । ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ । କଳହ ଠାରୁ ଦୂରେଇ ରହିବାକୁ ପଡ଼ିବ । ଦିନଟି ସମସ୍ୟା ବହୁଳ ହୋଇପାରେ…

Read More

ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ପ୍ରତିଶୋଧ ପରାୟଣ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି । ପରୀକ୍ଷାରେ ସଫଳତା ଲାଭ କରିବେ । ଦାମ୍ଭିକତା ପ୍ରଦର୍ଶନ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।  ବିଭିନ୍ନ ସ୍ତରରୁ ଅର୍ଥ ସଂଗ୍ରହ କରିବେ । ପରଚର୍ଚ୍ଚା କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ । ପତ୍ନୀ ସୁନ୍ଦର ଓ ସୁଶୀଳା ହୋଇପାରନ୍ତି । କ୍ଳାନ୍ତିର ଅବସାନ ଘଟିବ । ପରିଶ୍ରମର ମୂଲ୍ୟ ମିଳିବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱ…

Read More

ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ମନୋବଳ ଦୃଢ଼ ରହିବ । ବୁଦ୍ଧି ଚାଳନା କରି କାର୍ଯ୍ୟର ପୂର୍ଣ୍ଣାଙ୍ଗ କରିପାରନ୍ତି । ଭଦ୍ରବ୍ୟବହାର ଆପଣଙ୍କୁ କରିପାରେ । ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତି ପାଦନ କରିବେ । ଧନବାନ୍ ହେବେ । ଧୈର୍ଯ୍ୟର ପୁରସ୍କାର ମିଳିବ । ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ । ବିନୀତ ସ୍ୱଭାବର ହେବେ । ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି । ପତ୍ନୀଙ୍କ ଧନର ସହାୟତା ପାଇ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ କାବ୍ୟ କର୍ତ୍ତା ହୋଇପାରନ୍ତି ।  ସୁଶୀଳ ହେବେ । ଶୁଦ୍ଧ ସ୍ୱଭାବର ହେବେ । ଜନ ବଲ୍ଲଭ ହୋଇପାରନ୍ତି । ପୁଣ୍ୟବାନ ହେବ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିବାକୁ ମନ ବଳାଇବେ । ଯାନବାହନ ସୁଖ ମିଳିପାରେ । ସୁଖଭୋଗ କରିବେ । ପ୍ରଦୂଷଣ ମୁକ୍ତ ଗୃହରେ ରହିବେ । କ୍ଳାନ୍ତିର ଅବସାନ ଘଟିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ…

Read More

ବଳବାନ୍ ଶତ୍ରୁକୁ ମକାବିଲା କରିବେ । ବଦଖର୍ଚ୍ଚ ହେବା ଆଶା କରାଯାଏ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ନିଜର ଦାବି ଉପସ୍ଥାପିତ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ସୁଖ ମିଳିବ । ମନରେ ଆନନ୍ଦ ଜାତ ହେବା ଲାଗି ରହିଥିବା ବାଦବିବାଦର ସୁସମାଧାନ ହୋଇପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ସୁଖୀ ହୋଇପାରନ୍ତି । ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ବୁଦ୍ଧିମାନ୍‌ ହେବେ । ଉଚ୍ଚଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଧାର୍ମିକ ପ୍ରବୃତ୍ତିର ହେବେ ।…

Read More

ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁମାନେ କାର୍ଯ୍ୟରେ ବାଧା ଉପୁଯାଇ ପାରନ୍ତି; ମାତ୍ର ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ଚେଷ୍ଟିତ ହେବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ସରଳ ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । ବ୍ୟକ୍ତି ବିଶେଷ ଭାବେ ଆଦରଣୀୟ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷି କର୍ମକାରୀ ହେବେ । ବୁଦ୍ଧିମାନ୍ ହେବେ । ଯାନବାହାନସୁଖ ମିଳିବ ।  ଦାୟିତ୍ୱବାନ୍ ହେବେ । ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଧାର୍ମିକ ବ୍ୟକ୍ତିଭାବେ ପୂଜ୍ୟ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃସ୍ନେହ ମିଳିବ ।  ଯେତେ ନିର୍ଯାତନା ମିଳିଲେ ବି ସବୁ ସହି ଯିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ…

Read More

 ଆଶା କରୁଥିବା ସାହାଯ୍ୟ ମିଳିବ । ଆତ୍ମ ସଂଯମୀ ହୋଇପାରନ୍ତି । ପରର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ । ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନରେ ଦିନଟି ଅତିବାହିତ ହେବ । ଅର୍ଥ ସଂଚୟ କରିବେ । ପାରିବାରିକ ଶାନ୍ତି ଫେରି ପାଇବେ । ମନରେ ଥିବା ଈର୍ଷା ଭାବର ଅବସାନ ଘଟିବ । ଅପାର ଗୁଣର ଅଧିକାରୀ ହେବେ । ସୁଖ ମିଳିବ । କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ପ୍ରତିଯୋଗିତାର ଶ୍ରେୟ ଆପଣଙ୍କୁ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ସ୍ୱାସ୍ଥ୍ୟ ପାଇଁ ବିଶ୍ରାମର ଆବଶ୍ୟକ ରହିଛି । ସୁଖ-ସମୃଦ୍ଧିପୂର୍ଣ୍ଣର ଆଶା ଫଳବତୀ ହେବ । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ସର୍ବାଙ୍ଗୀଣ ଉନ୍ନତି ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ । ଲବ୍ଧପ୍ରତିଷ୍ଠା ଲାଭ କରିପାରନ୍ତି । ରୁଚିକର…

Read More

ଦିନସାରା ଖୁସିରେ ଚଳିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ଦେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷି କର୍ମରେ ନିୟୋଜିତ ହେବେ । ଯାନବାହନ ସୁଖ ମିଳିବ । ମାନ-ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ସାଧନା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । କଫଜନିତ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଧୈର୍ଯ୍ୟର ଆବଶ୍ୟକତା ରହିଛି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ପତ୍ନୀଙ୍କ ସହିତ ବିଳାସ ବ୍ୟସନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବନ୍ଧୁମେଳରେ ଦିନଟି ଅତିବାହିତ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ଉପାର୍ଜନର ପରିମାଣ ଯଥେଷ୍ଟ…

Read More