ବିରୋଧୀମାନଙ୍କ ମୁଖ ବନ୍ଦ କରିପାରନ୍ତି । ଧନରତ୍ନ ଲାଭର ସୂଚନା ମିଳୁଛି । ମହାନ୍ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଉଚ୍ଚାସନରେ ଅସୀନ ହୋଇପାରନ୍ତି । ବିବେକାନୁମୋଦିତ କାର୍ଯ୍ୟକରି ଆତ୍ମସନ୍ତୋଷ ଲାଭ କରିବେ । ସତ୍ୟର ପୂଜାରୀ ହେବେ । ନିଃସର୍ଗ ସୁଖର ଅଧିକାରୀ ହେବେ । ସାମାଜିକ ସ୍ତରରେ ପ୍ରାଧାନ୍ୟ ରହିବ । ସମସ୍ତ କଳ୍ମଷ ଦୂର ହେବ । ଭୋଗପ୍ରିୟ ହୋଇପାରନ୍ତି । ସୁବକ୍ତା ଭାବେ ଖ୍ୟାତି ଅର୍ଜନ ସହ ଶୌର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି । ଉପକାରୀଙ୍କ ନିକଟରେ କୃତଜ୍ଞ ହେବେ । ଶାସ୍ତ୍ର ପ୍ରତି ଅନୁରକ୍ତି ଓ ବୁଦ୍ଧିମାନ୍ ହେବେ । କୁମିତ୍ରମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ । ଯାନବାହନ ଚଳାଚଳରେ ସତର୍କ ରହିବେ । ଜଳଯାତ୍ରା ନିଷଦ୍ଧି । ସରକାରୀ ସ୍ତରରୁ କିଛି ଅର୍ଥ ମିଳିପାରେ । ମାନସିକ ଅଶାନ୍ତି ଦୂର ହୋଇପାରେ । ବହୁ ସୁମିତ୍ରଙ୍କ ସାନ୍ନିନ୍ଧ୍ୟ ପାଇବେ ।…
Author: Subhashree
Hi Everyone, How are you doing. Today we are publishing another odia short story. You can find other small stories in our Odia Short Story portal. Hope you wil enjoy this Odia short story and will share with your friends and family. Please feedback with us in comment section. https://www.odishashop.com/product/odia-puja-book-padma-purana-from-odishashop/
ଈପ୍ସିତ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ଅର୍ଥପ୍ରାପ୍ତି ଓ ସମ୍ମାନିତ ହେବେ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ଦ ଚିତ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ବ୍ୟବସାୟ ଲାଭଜନକ ହେବ । ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ । ଭାଗ୍ୟଶାଳୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୋଇପାରନ୍ତି । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍,ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳତା ଅନୁଭବ କଲେ ବି ପାପଗ୍ରହ ରାହୁଙ୍କ ପ୍ରଭାବରୁ ବାଣିଜ୍ୟ କାରବାର ଲାଭଜନକ ହେବ । ବସ୍ତ୍ର-କାଞ୍ଚନ ପ୍ରାପ୍ତିର ସୂଚନା ମିଳୁଛି…
ସତ୍ ଉପାୟରେ ଧନ ଅର୍ଜନ କରିବେ । ନିରୀହ ସ୍ୱଭାବର ହେବେ । ଭାଷା ମାର୍ଜିତ ଓ ମଧୁର ହେବ । ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି । ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ଗୁଣବାନ୍ ସୁବିମଳ କୀର୍ତ୍ତିର ଅଧିକାରୀ ହେବେ । ବିଜୟୀ ହେବେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଉପଯୁକ୍ତ ପରାମର୍ଶଦାତା ହେବେ । ସୁକୃତସମ୍ପନ୍ନ ଓ ସକଳ ଶାସ୍ତ୍ରଜ୍ଞ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବେ । ପୁତ୍ର ସୁଖ ମିଳିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଦିନଟି ଶୁଭମୟ ହେବ । ସୁସ୍ୱାଦୁ ଭୋଜନ ମିଳିବ । ଶତ୍ରୁତାର…
Hello Everyone, Today we are publishing another odia short story. You can find other small stories in our Odia Short Story portal. Hope you wil enjoy this Odia short story and will share with your friends and family. Please feedback with us in comment section. https://www.odishashop.com/product/odia-puja-book-mahabishnu-purana-from-odishashop/
ପରିବାରର ମୁଖ୍ୟ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ । ଭାଗ୍ୟଶାଳୀ ହେବେ । ଭୋଗୀ ଓ ବିଳାସୀ ହେବେ । ସାରାଦିନ ସୁଖସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଧର୍ମ ଧ୍ୱଜାଧାରୀ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟରୁ ଲାଭ ପାଇବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସତର୍କ ହେବେ । ବନ୍ଧୁଙ୍କଠାରୁ ସହାୟତା ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ । ଅନାବଶ୍ୟକ…
Hi Everyone, How are you doing. Today we are publishing another odia short story. You can find other small stories in our Odia Short Story portal. Hope you wil enjoy this Odia short story and will share with your friends and family. Please feedback with us in comment section. https://www.odishashop.com/product/odia-puja-book-kartika-mahatmya-from-odisha-shop/
ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ ପୂର୍ବକ ଧର୍ମ ଅର୍ଜନ କରିପାରନ୍ତି । ଏତଦ୍ବ୍ୟତୀତ ପଶୁପାଳନ ଲାଭଜନକ ହେବ । ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅସୁସ୍ଥତା ଅନୁଭବ କଲେ ବି ହାସ୍ୟପ୍ରିୟ ହୋଇପାରନ୍ତି । ପ୍ରେମ ଓ ପ୍ରୀତିପନ୍ନ ହୋଇପାରନ୍ତି । ଶୁଭକାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ପତ୍ନୀ ସୁଶ୍ରୀ, ଧନଯୁକ୍ତା, ରୂପବତୀ, ଗୁଣୀ, ବିନୟୀ ଓ ନୂତନ ବେଶଧାରୀ ହୋଇପାରନ୍ତି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ଅବିବାହିତଙ୍କ ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ଗୃହସ୍ଥ ଜୀବନ ସୁଖମୟ ହେବ । ବ୍ରାହ୍ମଣ, ରାଜା, ସରକାର ଓ ମହାଜନଙ୍କ ସହିତ ଶତ୍ରୁଭାବ ସୃଷ୍ଟି ହେବ । ଅବଶେଷରେ ଶତ୍ରୁ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତି ଫେରିପାଇବେ । ସନ୍ତାନମାନେ…
Hello Everyone, Today we are publishing another odia short story. You can find other small stories in our Odia Short Story portal. Hope you wil enjoy this Odia short story and will share with your friends and family. Please feedback with us in comment section. https://www.odishashop.com/product/odia-puja-book-garuda-purana-from-odisha-shop/
Hi Everyone, How are you doing. Today we are publishing another odia short story. You can find other small stories in our Odia Short Story portal. Hope you wil enjoy this Odia short story and will share with your friends and family. Please feedback with us in comment section. https://www.odishashop.com/product/odia-puja-book-ganga-mahatmya-from-odisha-shop/