Author: liza

ସାମଗ୍ରୀ:୨କପ୍ ସୋଲା ଡାଲି୧ଟା ପିଆଜ୮ ଫାଖୁଡା ରସୁଣ୮ଟା କଞ୍ଚାଲଙ୍କା୨ଟା ତେଜପତ୍ର୨ଖଣ୍ଡ ଡାଲଚିନିଛୋଟ ଖଣ୍ଡେ ଅଦା୧ ଚାମଚ ଜିରା୨ଟା ଶୁଖିଲା ଳଙ୍କା୨ ଟା ଲବଙ୍ଗ ୧ ଟେବୁଲ୍ ଚାମଚ ଘିଅ୨ ଟା ଲବଙ୍ଗଆବଶ୍ୟକ ମୁତାବକ ଳୁଣ ଓ ହଳଦୀ ପ୍ରସ୍ତୁତ:ଲୁଣ ,ହଳଦୀ ଦେଇ ଡାଲି ସିଝାଅ |ସେଥିରେ ପିଆଜ ,ରସୁଣ,ଅଦା ଓ କଞ୍ଚାଳଙ୍କା କଟା ପକାଅ |ତେଜପତ୍ର,ଡାଲଚିନି,ଗୁଜୁରାତି ଓ ଳବଙ୍ଗ ବି ପକାଅ |ସବୁ ଏକା ସାଙ୍ଗରେ ସିଝାଅ |ସିଝିଗଲେ ଓହ୍ଲାଇ ରଖ |କଡାଇରେ ଘିଅ ଦେଇ ଲଙ୍କା ଜିରା ଫୁଟାଇ ଢାଳି ବଘାରି ଦିଅ |

Read More

୧- ଫ୍ରାଏଡ୍ ରାଇସ୍ ସାମଗ୍ରୀ: ୨କପ୍ ଅରୁଆ ଚାଉଳ୨ଟା ଗାଜର୨କପ୍ ମଟର୨୯ ଟା ବିନ୍୨ଟା ଆଳୁ୨ଟା ପିଆଜ୧୦ ଟା କାଜୁ୧୦ ଟା କିସମିସ୍୧ କପ୍ ରିଫାଇନ୍ ତେଲ ଦରକାର ମୁତାବକ ଲୁଣ ପ୍ରସ୍ତୁତ: ଅରୁଆ ଚାଉଳ ଝରଝର ଭାତ କରି ଥାଳିରେ ଖେଳାଇ ରଖିବ |ଗାଜରକୁ ପତଳା ପତଳା ତେରେଛା କରି କାଟି ରଖିବ | ବିନ୍ କୁ ମଧ୍ୟ ପତଳା ତେରେଛା କାଟିବ ଅଧ କପ୍ ତେଲ କଢାଇରେ ନେଇ ପ୍ରଥମେ କାଜୁ ଛାଣି ନେବେ|ତା’ପରେ ଆଳୁକୁ ପତଳା ଶିଙ୍ଗର ଛିପ୍ସ୍ ପରି କାଟି ଛାଣି ନେବେ |ସେଇ କଢାଇରେ ମଟର ଦେଇ ଅଧ କପ୍ ପାଣି ଦେଇ ଢାଙ୍କୁଣୀ ଦେଇ ସିଝାଇ ନିଅ |ମଟର ସିଝିଗଲେ କଡାଇକୁ ଧୋଇ ନେଇ ସେଥିରେ ଅନ୍ୟ ବଳିଥିବା ରିଫାଇନ୍ ତେଲ ଗରମ କରି ପିଆଜକୁ ଭାଜ |ପିଆଜ ଲାଲ୍ ହେଲେ ସେଥିରେ ଭାତ ପକାଇ ଭାଜ |ଭାତରେ ଲୁଣ ଦିଅ |ଭାତକୁ…

Read More

Gori manija   is one of the dance song by Aseema Panda and Mantu Churia This Odia ringtone is uploaded under category Odia Ringtones. This ringtone is identified by Aseema Panda and Mantu Churia . Download GORI MANIJA Ringtone  Download Gori manija  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Gori manija  Download this ringtone and set…

Read More

Feel My Dil is one of the dance song by Humane Sagar & Ananya Sritam Nanda This Odia ringtone is uploaded under category Odia Ringtones. This ringtone is identified by Humane Sagar & Ananya Sritam Nanda .  Download Feel My Dil Ringtone  Download  Feel My Dil and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Feel My Dil Download this…

Read More

ସାମଗ୍ରୀ:୧ କପ୍ ଗୋଟା ମୁଗଦେଢ କପ୍ ଅରୁଆ ଚାଉଳଅଧ କପ୍ ରିଫାଇନ୍ ତେଲ୧ ଟେବୁଲ୍ ଚାମଚ ଘିଅ୪ ଟା ଗୁଜୁରାତି ୮ଟା ଲବଙ୍ଗ୪ଟା ତେଜପତ୍ରଟିକେ ଅଦାଅଧ କପ୍ ଚିନିପରିମାଣ ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ:ମୁଗକୁ ସନ୍ଧ୍ୟାରେ ଭେଦାଇ ରାତିରେ କନାରେ ବାନ୍ଧି ଦେଲେ ସକାଳୁ ଗଜା ହୋଇଯିବ |ସକାଳୁ ପଲଉ କରିପାରିବେ |ଡେକ୍ ଚିରେ ତେଲ ଦେଇ ଅଧା ଗରମ ମସଲା ଖଣ୍ଡ ସବୁ ଓ ତେଜପତ୍ର ଦେଇ ମୁଗ ଓ ଚାଉଳକୁ ଭାଜିବେ |ଅଳ୍ପ ଭାଜି ୫ କପ୍ ପାଣି ଦେବେ |ଅଦା ଛୋଟ ଛୋଟ କାଟିଦିଏ ଚାଉଳ ଓ ଡାଲି ସିଝି ଗଲେ ଚିନି ଦେଇ ଗୋଲାଇ ଦିଅ |ବଳିଥିବା ଅଧା ଗରମ ମସଲା ଗୁଣ୍ଡ କରି ତା’ଉପରେ ଦେଇ ମିଶାଇ ଦିଅ ୤ଘିଅ ଦେଇ ଗୋଳାଇ ଦିଅ |ଘିଅ ଦେଇ ଗୋଳାଇ ଢାଙ୍କୁଣୀ ଦେଇଦିଅ |ଡେକ୍ ଚିରେ କଲେ ଏଥିରେ ୬କପ୍ ପାଣି ଦେଇ ପାରନ୍ତି|ପ୍ରେସର…

Read More

Dilre Dia Indira Abasa is one of the dance song by Humane Sagar This Odia ringtone is uploaded under category Odia Ringtones. This ringtone is identified by Humane Sagar . Download Dil re Dia Indira Abasa Ringtone  Download Dilre Dia Indira Abasa and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download  Dilre Dia Indira Abasa Download this ringtone and…

Read More

ସାମଗ୍ରୀ:୧ କପ୍ ହରଡ ଡାଲି୧ କପ୍ ଅରୁଆ ଚାଉଳ୨ ଟେବୁଲ ଚାମଚ ଘିଅ୧ ଟେବୁଲ ଚାମଚ ଜିରା୪ଟା ତେଜପତ୍ର୪ଟା ଶୁଖିଲା ଲଙ୍କାଅଧ ଚାମଚ ଲଙ୍କାଗୁଣ୍ଡଅଧ ଚାମଚ ହେଙ୍ଗୁପରିମାଣ ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ:୮କପ୍ ପାଣି ଡେକ୍ ଚିରେ ବସାଇବ ୤ହରଡ ଡାଲି ଅଧା ସିଝି ଆସିଲାବେଳକୁ ଚାଉଳ ପକାଇବ |ଲୁଣ ଓ ହଳଦୀ ପକାଇବ |ତେଜପତ୍ର ପକାଇବ |ଭାତ ଓ ଡାଲି ପୂରା ସିଝିଯିବ |ଖିରି ପରି ଟିକେ ମିଶି ମିଶି ଯିବ,ଏପରି ସମୟରେ ଏହାକୁ ଓହ୍ଲାଇ ନେବେ |ଘିଅ ଗରମ କରି ଲଙ୍କା ଭାଙ୍ଗି ଭାଙ୍ଗି ପକାଇବେ |ଜିରା ଓ ହେଙ୍ଗୁ ପକାଇବେ |ଲଙ୍କାଗୁଣ୍ଡ ପକାଇ ଏହି ଘିଅକୁ ଖେଚୁଡି ଉପରେ ଢାଳିଦେବେ |ଏହା ଗରମ ଗରମ ଖାଇବେ |ଚଟଣୀ ଯେ କୌଣସି ଭଜା କିମ୍ବା ଏହି ବହିରେ ଆଚାର ଥିବା ତିଆରି କରି ତା ସହିତ ଖାଇବେ |

Read More

ସାମଗ୍ରୀ:୧ କପ୍ ଅରୁଆ ଚାଉଳ୧ ଟା ବାଇଗଣଖଣ୍ଡେ ଛୋଟ କଖାରୁ୩ ସେ.ମି ଅଦା୬ଟା କଞ୍ଚା ଲଙ୍କା୨ ଟା ଶୁଖିଲା ଲଙ୍କା୨ ଟା ତେଜପତ୍ର୧ ଟେବୁଲ ଚାମଚ ଫୁଟଣ୨ ଟେବୁଲ ଚାମଚ ତେଲହେଙ୍ଗୁ ଟିକେ ପରିମାଣ ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ:ଯାହା ପରିବା ଘରେ ଥିବ ସବୁ ପରିବା ପକାଇ ପାରିବେ |ଡାଲି ଓ ଚାଉଳ ମିଶି ୨ କପ୍ ହେଲେ ପରିବା କଟା ଛୋଟ କଂସାରେ କଂସାଏ ଦେବେ |ପ୍ରଥମେ ଡାଲିକୁ ଭଲ ଭାବରେ ଭାଜି ନେବେ |ଭଜା ମୂଗଡାଲି ଓ ଚାଉଳ ମିଶାଇ ଧୋଇ ରଖିବେ |ଗୋଟିଏ ଡେକଚିରେ ୮ କପ୍ ପାଣି ଦେଇ ଲୁଣ ,ହଳଦୀ ଓ ତେଜପତ୍ର ପକାଇବେ |ଡାଲି,ଚାଉଳ ଧୋଇ ସେଥିରେ ପକାଇବେ |ଡାଲି, ଚାଉଳ ଅଧା ସିଝିଲା ବେଳକୁ ସେଥିରେ ପରିବା ପକାଇବେ |ପରିବା ସିଝି ସିଝି ସେଥିରେ ମିଶିଯିବ |ସେଥିରେ ଅଦାଛେଚା ଓ କଞ୍ଚାଲଙ୍କା ଚିରି ପକାଇବେ |ଏହା ଖିରି ପରି…

Read More

ସାମଗ୍ରୀ:୫ କପ୍ ଅରୁଆ ଚାଉଳ୧ ଟା ବଡ କାଗେଜିଲେମ୍ବୁ୨ ଟା ବୁଟ ଡାଲି ସାଇଜର ହେଙ୍ଗୁ୧/୪ ଚାମଚ ମେଥି ପାଉଡରଅଧକପ ବାଦାମତେଲ୫ ଚାମଚ ବୁଟଡାଲି୧୦ ଟା ଶୁଖିଲା ଲଙ୍କା୧/୪ ଚାମଚ ସୋରିଷ୨ ଡେମ୍ଫ ଭୁସୁଙ୍ଗା ପତ୍ରଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ:କାଗେଜିଲେମ୍ବୁ ରସ ବାହାରକରି ଋଖ |ଯେତିକି ରସ ସେତିକି ସେଥିରେ ପାଣି ମିଶାଇ ଛାଣି ରଖ |କଢାଇରେ ତେଲ ଗରମ କରି ସେଥିରେ ସୋରିଷ ପକାଅ,ସୋରିଷ ଫୁଟିଲେ ସେଥିରେ ବୁଟ ଡାଲି ଓ ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରି ପକାଇବ |ସେ ସବୁ ଲାଲ ହୋଇ ଆସିଲେ ସେଥିରେ ହେଙ୍ଗୁଖଣ୍ଡ,ହଳଦୀ ପାଉଡର,ମେଥି ପାଉଡର,ଲୁଣ ଓ ଭୂରୁସୁଙ୍ଗା ପତ୍ର ପକାଇବ |ଏ ସମସ୍ତଙ୍କୁ ଭାଜିଦେଇ ସେଥିରେ ଭାତ ପକାଇବେ|ଭାତକୁ ଭାଜୁଥିବ,ଭାତର ପାଣି ଅଂଶ ମରି ଭାତ ଗୋଟି ଗୋଟି ହୋଇଗଲେ କଡାଇ କୁ ତଳକୁ ଓହ୍ଲାଇ ଆଣି ସେଥିରେ କାଗେଜି ରସକୁ ପକାଇ ଭଲ ଭାବରେ ଗୋଳାଇ ଦେବେ…

Read More

Dil Bhitare Helani Mora Shon Shon is one of the dance song by Diptirekha Padhi & Shasank Sekhar This Odia ringtone is uploaded under category Odia Ringtones. This ringtone is identified by Diptirekha Padhi & Shasank Sekhar.  Download Dil Bhitare Helani Mora Shon Shon Ringtone  Download  Dil Bhitare Helani Mora Shon Shon and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link…

Read More