Author: liza

 Pardesia Raja is one of the dance song by Humane Sagar,Asima Panda This Odia ringtone is uploaded under category Odia Ringtones. This ringtone is identified by Humane Sagar,Asima Panda Download Pardesia Raja Ringtone Download Pardesia Raja and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Pardesia Raja Download this ringtone and set as your ringtone, let this ringtone take…

Read More

ସାମଗ୍ରୀ:୧ କପ୍ ମୁଗ ଡାଲି୨ କପ୍ ସଜନା ପତ୍ର୬ପାଖୁଡା ରସୁଣ୪ଟା ଶୁଖିଲା ଲଙ୍କା୧ ଚାମଚ ଫୁଟଣ୧ ଟେବୁଲ ଚାମଚ ତେଲପ୍ରସ୍ତୁତି:ଦରକାର ମୁତାବକ ଲୁଣ ଓ ହଳଦୀ ଦେଇ ସିଝାନ୍ତି |ଏହା ଟାଣ ସିଝା ରହିବ |ଅଳ୍ପ ପାଣି ଥିବ ଡାଲି ଓହ୍ଲାଇ ଦେବ |କରାଇରେ ତେଲ ଦେଇ ଲଙ୍କା ଓ ଫୁଟଣ ଦେଇ ରସୁଣ ଛେଚି ପକାଇ ସଜନା ପତ୍ର ଦେଇ ଭାଜ |ଶାଗକୁ ଟିକେ ସନ୍ତଳିଦେଇ ସେଥିରେ ଡାଲି ସିଝା ପକାଅ |ଏହା ଗରମଗରମ ଖାଇଲେ ଖୁବ୍ ଭଲ ଲାଗେ |

Read More

Papuli is one of the dance song by Humane Sagar AND Jyotirmayee Nayak This Odia ringtone is uploaded under category Odia Ringtones. This ringtone is identified by Humane Sagar AND Jyotirmayee Nayak . Download Papuli Ringtone Download Papuli and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Papuli Download this ringtone and set as your ringtone, let this ringtone take…

Read More

ସାମଗ୍ରୀ: ୨କପ୍ ସୋଳାଡାଲିଛୋଟ କଂସାରେ କଂସାଏ ପରିବା କଟା(କଖାରୁ,କଦଳୀ,ଖଡା,ଆଳୁ,ବାଇଗଣ,ବଡି କିମ୍ବା ଘରେ ଯାହା ପରିବା ଥିବ ୤୬ଟା କଞ୍ଚାଲଙ୍କା୧ଟା ଶୁଖିଲା ଲଙ୍କା୧ ଚାମଚ ଫୁଟଣଛୋଟ ଖଣ୍ଡେ ଅଦା୧ଟେବୁଲ୍ ଚାମଚ ତେଲ୧ଚାମଚ ଜିରାଗୁଣ୍ଡଦରକାର ମୁତାବକ ଲୁଣ ଓ ହଳଦୀ | ପ୍ରସ୍ତୁତି: ଡାଲି କଟା ପରିବା:ଲୁଣ ଓ ହଳଦୀ ଦେଇ ସିଝାଅ |ଡାଲି ଓ ପରିବା ସିଝିଗଲେ ଓହ୍ଲାଇ ରଖ |ସେଥିରେ କଞ୍ଚାଲଙ୍କା ଚିରିକରି ପକାଅ |ତେଲରେ ଲଙ୍କା,ଫୁଟଣ ଦେଇ ଡାଲି ବଘାରି ଦିଅ |ଅଦା ବଟା ଓ ଜିରାଗୁଣ୍ଡ ଦେଇ ଓହ୍ଲାଇ ନିଅ |

Read More

Ore Sajani is one of the dance song by Jitu & Ankita RaniThis Odia ringtone is uploaded under category Odia Ringtones. This ringtone is identified by Jitu & Ankita Rani. Download Ore Sajani Ringtone Download Ore Sajani and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Ore Sajani Download this ringtone and set as your ringtone, let this ringtone…

Read More

ସାମଗ୍ରୀ:ଏକପାଆ ବୁଟଫାଳେ ପଣସ କଠାଫାଳେ ନଡିଆ୬ ଟା ଶୁଖିଲା ଲଙ୍କାଏକ ପୁଟ ତେନ୍ତୁଳିଅଧ ଚାମଚ ସୋରିଷ୧ ଚାମଚ ହେଙ୍ଗୁଗୋଟେ ଡେମ୍ଫ ଭୁରୁସୁଙ୍ଗା ପତ୍ରଦରକାର ମୁତାବକ ଲୁଣ ପ୍ରସ୍ତୁତ:ବୁଟ ରାତିରୁ ଭିଜାଇ ରଖିବ ୤ସକାଳୁ ତାହା ଧୋଇ ସିଝାଇବ |ଏଥିରେ ହଳଦୀ ପଡିବନି |ଏହା ସିଝିଗଲେ ସେଥିରେ ପଣସକଠା ଛୋଟ ଛୋଟ କାଟି ପକାଇବ |ଶୁଖିଲା ଲଙ୍କା ଅଧ ଚାମଚ ତେଲରେ ଭାଜିନବ |ତେନ୍ତୁଳିରୁ ମଞ୍ଜି ବାହାର କରି ନେବ ଲଙ୍କା ଓ ଫାଳେ ନଡିଆ ସାଙ୍ଗରେ ଖୁବ୍ ଭଲଭାବରେ ବାଟି ନେବ |ବୁଟ ଓ ପଣସକଠା ସିଝିଗଲେ ସେଥିରେ ଏହି ବଟା ମସଲା ପକାଇ ଟିକେ ଫୁଟାଇ ଓହ୍ଲାଇଦେବ |କଡାଇରେ ତେଲ ଗରମ କରି ସୋରିଷ ଫୁଟାଇବ ୤ସୋରିଷ ଫୁଟିଲେ ଭୁରୁସୁଙ୍ଗାପତ୍ର ଓ ହେଙ୍ଗୁ ଦେଇଦେବ |ସେଥିରେ ଡାଲିକୁ ପକାଇ ଟିକେ ଫୁଟାଇ ନେଇ ଓହ୍ଲାଇବ |ଏହା ପାଣିଆ ହେବ |

Read More

Maa Dasabhuja is one of the dance song by ASEEMA PANDA This Odia ringtone is uploaded under category Odia Ringtones. This ringtone is identified by ASEEMA PANDA . Download Maa Dasabhuja Ringtone Download Maa Dasabhuja and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Maa Dasabhuja Download this ringtone and set as your ringtone, let this ringtone take you…

Read More

Kandibaku luha nahi re aau is one of the dance song by Humane Sagar This Odia ringtone is uploaded under category Odia Ringtones. This ringtone is identified by Humane Sagar . Download Kandibaku Luha Nahin Re Aau Ringtone DownloadKandibaku luha nahi re aau and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Kandibaku luha nahi re aau Download this…

Read More

ସାମଗ୍ରୀ:୨କପ୍ ସୋଲା ଡାଲି୧ଟା ପିଆଜ୮ ଫାଖୁଡା ରସୁଣ୮ଟା କଞ୍ଚାଲଙ୍କା୨ଟା ତେଜପତ୍ର୨ଖଣ୍ଡ ଡାଲଚିନିଛୋଟ ଖଣ୍ଡେ ଅଦା୧ ଚାମଚ ଜିରା୨ଟା ଶୁଖିଲା ଳଙ୍କା୨ ଟା ଲବଙ୍ଗ ୧ ଟେବୁଲ୍ ଚାମଚ ଘିଅ୨ ଟା ଲବଙ୍ଗଆବଶ୍ୟକ ମୁତାବକ ଳୁଣ ଓ ହଳଦୀ ପ୍ରସ୍ତୁତ:ଲୁଣ ,ହଳଦୀ ଦେଇ ଡାଲି ସିଝାଅ |ସେଥିରେ ପିଆଜ ,ରସୁଣ,ଅଦା ଓ କଞ୍ଚାଳଙ୍କା କଟା ପକାଅ |ତେଜପତ୍ର,ଡାଲଚିନି,ଗୁଜୁରାତି ଓ ଳବଙ୍ଗ ବି ପକାଅ |ସବୁ ଏକା ସାଙ୍ଗରେ ସିଝାଅ |ସିଝିଗଲେ ଓହ୍ଲାଇ ରଖ |କଡାଇରେ ଘିଅ ଦେଇ ଲଙ୍କା ଜିରା ଫୁଟାଇ ଢାଳି ବଘାରି ଦିଅ |

Read More

୧- ଫ୍ରାଏଡ୍ ରାଇସ୍ ସାମଗ୍ରୀ: ୨କପ୍ ଅରୁଆ ଚାଉଳ୨ଟା ଗାଜର୨କପ୍ ମଟର୨୯ ଟା ବିନ୍୨ଟା ଆଳୁ୨ଟା ପିଆଜ୧୦ ଟା କାଜୁ୧୦ ଟା କିସମିସ୍୧ କପ୍ ରିଫାଇନ୍ ତେଲ ଦରକାର ମୁତାବକ ଲୁଣ ପ୍ରସ୍ତୁତ: ଅରୁଆ ଚାଉଳ ଝରଝର ଭାତ କରି ଥାଳିରେ ଖେଳାଇ ରଖିବ |ଗାଜରକୁ ପତଳା ପତଳା ତେରେଛା କରି କାଟି ରଖିବ | ବିନ୍ କୁ ମଧ୍ୟ ପତଳା ତେରେଛା କାଟିବ ଅଧ କପ୍ ତେଲ କଢାଇରେ ନେଇ ପ୍ରଥମେ କାଜୁ ଛାଣି ନେବେ|ତା’ପରେ ଆଳୁକୁ ପତଳା ଶିଙ୍ଗର ଛିପ୍ସ୍ ପରି କାଟି ଛାଣି ନେବେ |ସେଇ କଢାଇରେ ମଟର ଦେଇ ଅଧ କପ୍ ପାଣି ଦେଇ ଢାଙ୍କୁଣୀ ଦେଇ ସିଝାଇ ନିଅ |ମଟର ସିଝିଗଲେ କଡାଇକୁ ଧୋଇ ନେଇ ସେଥିରେ ଅନ୍ୟ ବଳିଥିବା ରିଫାଇନ୍ ତେଲ ଗରମ କରି ପିଆଜକୁ ଭାଜ |ପିଆଜ ଲାଲ୍ ହେଲେ ସେଥିରେ ଭାତ ପକାଇ ଭାଜ |ଭାତରେ ଲୁଣ ଦିଅ |ଭାତକୁ…

Read More