Author: liza

Jhumur Jhumur is one of the dance song by Mantu Chhuria This odia ringtone is uploaded under category Odia Ringtones. This ringtone is identified by Jhumur Jhumur Mantu Chhuria .  Download jhumur Jhumur Ringtone Download Jhumur Jhumur and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Jhumur Jhumur Download this ringtone and set as your ringtone, let this ringtone take…

Read More

ସାମଗ୍ରୀ :ସାମଗ୍ରୀ : ମଟର -୧ କପ୍‌ ଆଳୁ – ୨ଟା ଧନିଆଗୁଣ୍ଡ -୧ ଟେବୁଲ୍‌ ଚାମଚ . ଲଙ୍କାଗୁଣ୍ଡ – ୧/୨ ଚା ଚାମଚ଼ . ପରିମାଣ ଲୁଣ ଓ ହଳଦୀ ଗରମମସଲା ଗୁଣ୍ଡ -୧/ ୨ ଚା ଚାମଚ଼ ଟମାଟୋ – ୧ଟା ତେଲ -୧ ଟେବୁଲ୍‌ ଚାମଚ ପ୍ରଣାଳୀ : ଆଳୁ ଚୋପା ଛଡ଼ାଇ ଛୋଟ ଛୋଟ ଡୁମୁଡୁମୁ କାଟ । ଟମାଟୋ ଅଲଗା କାଟି ରଖ । କରେଇରେ ତେଲ ଗରମ କରି ଆଳୁ ଭାଜ । ଲୁଣ, ହଳଦୀ ଦିଅ | ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମମସଲା ଗୁଣ୍ଡ ଦେଇ ଅଳ୍ଳ ଭାଜି ୧ କପ୍‌ ପାଣି ଦିଅ । ସେଥିରେ ମଟର ଓ ଟମାଟୋ କଟା ଦେଇ ଦେବ । ମଟର ଆଳୁ ସିଝିଗଲେ ଓ ପାଣି ଶୁଖିଲେ ତରକାରି ଓହ୍ଲାଇ ଦେବ ।

Read More

Jibanare Jibana is one of the dance song by Humane Sagar This odia ringtone is uploaded under category Odia Ringtones. This ringtone is identified by Jibanare Jibana Humane Sagar. Download JEEBANARE JEEBANA Ringtone Download Jibanare Jibana and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Jibanare Jibana Download this ringtone and set as your ringtone, let this ringtone take you…

Read More

ସାମଗ୍ରୀ : ଅରୁଆଚାଉଳ -୨ କପ୍‌ ନଡ଼ିଆ -୧ ଟା – . ଚିନି-୧କପ୍ ଖାଇବା ସୋଢା -୧/ ୨ ଚା ଚାମଚ ଦୁଧ – ୧ କିଲୋ ରିଫାଇନ୍‌ ତେଲ ପ୍ରଣାଳୀ : ଅରୁଆଚାଉଳ ଧୋଇ ଭିଜାଇ ନିଅ । ନଡ଼ିଆ କୋରି ନିଅ । ନଡ଼ିଆ ଓ ଅରୁଆ ଚାଉଳ ବାଟି ନିଅ । ନଡ଼ିଆ ଚାଉଳ ବଟାରେ ୧ / ୨କପ୍‌ ଚିନି, ଲୁଣ, ପାଣି ଓ ଖାଇବା ସୋଢ଼ା ମିଶାଇ ଦିଅ । ଏହି ଆଣ ଚକୁଳି ଆଣ ପରି ହେବ । ତାୱା ଗରମ କରି ରିଫାଇନ୍‌ ତେଲ କିମ୍ବା ଘିଅ ଏକ ଟେବୁଲ୍‌ ଚାମଟ଼ ଦିଅ । ସେଥ୍‌ରେ ୨ ବଡ଼ ଚାମଟଚ଼ ଚିତଉ ଆଣ ଦିଅ । ଢାଙ୍କି ଦିଅ । ପିଠା କମ୍‌ ନିଆଁରେ ରଖିବ । ପାଞ୍ଚମିନିଟ୍‌ ପରେ ଢାଙ୍କୁଣୀ ଖୋଲି ଦେଖୁବ ପିଠା ହୋଇଯାଇଥିଲେ୍ ଉପରେ ଫାଟି…

Read More

ସାମଗ୍ରୀ : ଅରୁଆଚାଉଳ -୨ କପ୍‌ ନଡ଼ିଆ -୧ ଟା – . ଚିନି-୧କପ୍ ଖାଇବା ସୋଢା -୧/ ୨ ଚା ଚାମଚ ଦୁଧ – ୧ କିଲୋ ରିଫାଇନ୍‌ ତେଲ ପ୍ରଣାଳୀ : ଅରୁଆଚାଉଳ ଧୋଇ ଭିଜାଇ ନିଅ । ନଡ଼ିଆ କୋରି ନିଅ । ନଡ଼ିଆ ଓ ଅରୁଆ ଚାଉଳ ବାଟି ନିଅ । ନଡ଼ିଆ ଚାଉଳ ବଟାରେ ୧ / ୨କପ୍‌ ଚିନି, ଲୁଣ, ପାଣି ଓ ଖାଇବା ସୋଢ଼ା ମିଶାଇ ଦିଅ । ଏହି ଆଣ ଚକୁଳି ଆଣ ପରି ହେବ । ତାୱା ଗରମ କରି ରିଫାଇନ୍‌ ତେଲ କିମ୍ବା ଘିଅ ଏକ ଟେବୁଲ୍‌ ଚାମଟ଼ ଦିଅ । ସେଥ୍‌ରେ ୨ ବଡ଼ ଚାମଟଚ଼ ଚିତଉ ଆଣ ଦିଅ । ଢାଙ୍କି ଦିଅ । ପିଠା କମ୍‌ ନିଆଁରେ ରଖିବ । ପାଞ୍ଚମିନିଟ୍‌ ପରେ ଢାଙ୍କୁଣୀ ଖୋଲି ଦେଖୁବ ପିଠା ହୋଇଯାଇଥିଲେ୍ ଉପରେ ଫାଟି…

Read More

First Time Aji Kain Mana is one of the dance song by Humane Sagar This odia ringtone is uploaded under category Odia Ringtones. This ringtone is identified by First Time Aji Kain ManaHumane Sagar . Download first time aji kain mana Ringtone Download First Time Aji Kain Mana and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download First Time…

Read More

ସାମଗ୍ରୀ : ମଇଦା -ତିନି କପ୍‌ ନଡ଼ିଆ -ଫାଳେ ଚିନି – ଦୁଇ ଟେବୁଲ ଚାମଚ ମିଲ୍‌କ ପାଉଡର – ଦୁଇ ଟେବୁଲ ଚାମଚ ଗୁଜୁରାତି -ଚାରିଟା ଛାଣିବାପାଇଁ ତେଲ 21 ନଡ଼ିଆ କୋରି ନିଅ । ସେଥ୍‌ରେ ମିଲ୍‌କ ପାଉଡର, ଚିନି ଓ ଗୁଜୁରାତି କୁଣ୍ଡ ପକାଇ କରେଇରେ ରଖି ଅଳ୍ପ ଅଳ୍ପ ଭଜା ଭଜା କରି ନିଅ । ଏହାଜୁ ଦଶ ଭାଗ କରିନିଅ । ମଇଦାରେ ଦୁଇ ଟେବୁଲ ଚାମଚ ରିଫାଇନ୍‌ ତେଲ ଓ ଟିକେ ଲୁଣ ଦେଇ ଭଲଭାବରେ ମିଶାଇ ଚକଟି ନିଅ । ଏହାକୁ ଦଶ ଭାଗ କର । ମଇଦା ଗୁଳାରେ ଛୋଟ ଛୋଟ ଲୁଚି ବେଲି ନିଅ । ସେଥିରେ ଗୋଟିଏ ଭାଗ ନଡ଼ିଆ ପୂର ଦେଇ ଲୁଚିକୁ ଅର୍ଦ୍ଧଚନ୍ଦ୍ରପରି ଭାଙ୍ଗି ନିଅ । ସାଇଡ୍‌ରେ ଅଳ୍ପ ପାଣି ଦେଇ ଚାପି ଚାପି ଦିଅ । ଇଚ୍ଛା ହେଲେ ଚାପି ଚାପି…

Read More

Bhala Pauchi Mu Kaen is one of the dance song by Sourav Mohanty & Shubhradeepa Mohanty This odia ringtone is uploaded under category Odia Ringtones. This ringtone is identified by Bhala Pauchi Mu Kaen Sourav Mohanty & Shubhradeepa Mohanty. Download Bhala Mu Pauchi Ringtone Download Bhala Pauchi Mu Kaen and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Bhala…

Read More

ସାମଗ୍ରୀ : ଶାଗୁ -୧ କପ୍‌ . ଚୀନାବାଦାମ -ମୁଠାଏ ଅଦା-ଅଧ ଇଞ୍ଚ କଞ୍ଚାଲଙ୍କା- ୪ ଟା ଧନିଆପତ୍ର କିଛି ପରିମାଣ ଅନୁସାରେ ଲୁଣ ପାଣି -ଏକ କପ୍‌ କାଗେଜିଲେମ୍ବୁ – ଫାଳେ ପ୍ରଣାଳୀ : ଶୁଖିଲା କରେଇରେ ଚୀନାବାଦାମ ଭାଜି ଚୋପା ଛଡ଼ାଇ ଅଧା ଅଧା ଛେଚିକି ରଖ । ଶାଗୁକୁ ୧ କପ୍‌ ପାଣିରେ ଅଧଘଣ୍ଟା ଭିଜାଇ ରଖ । ଶାଗୁ ଭିଜିଯିବ ଓ ପାଣି ରହିବନି | ଅଦା, କଞ୍ଚାଲଙ୍କା ଓ ଧନିଆପତ୍ର ଚୂନାଚୂନା କାଟି ଶାଗୁରେ ମିଶାଅ । ସେଥିରେ ଲୁଣ ବାଦାମଗୁଣ୍ଡ ଲେମ୍ବୁରସ ମିଶାଇ ଖାଇବ । ଇଚ୍ଛା ହେଲେ ନଡ଼ିଆ କୋରା ଓ କଞ୍ଚାଲଙ୍କା କଟା ବି ମିଶାଇ ଖାଇପାରିବ । ମିଠା ଖାଇବା ଲୋକମାନେ ନଡ଼ିଆ କୋରା, ଛେନା, କଦଳୀ, ଚିନି, କ୍ଷୀର ଶାଗୁଭିଜାରେ ଚକ ଟି ଖାଇପାରନ୍ତି ।

Read More

ସାମଗ୍ରୀ : ମୋଟା ଚୂଡ଼ା -୨ କପ୍‌ ଚୀନା ବାଦାମ – ୧୫ଟା ବୂଟଡାଲି – ୧ ଚା ଚାମଚ ବିରିଡାଲି -୧ ଚା ଚାମଚ ଜିରା ଅଧା ଚା ଚାମଚ କଞ୍ଚାଲଙ୍କା ଦୁଇଟା ଅଦା ଟିକେ ରିଫାଇନ୍‌ ତେଲ ଏକ ଟେବୁଲ ଚାମଚ ପରିମାଣ ଅନୁସାରେ ଲୁଣ, ହଳଦୀ ଭୃସଂଗ ପତ୍ର ଦୁଇ ଡେମ୍ଫ କାଗେଳିଲେମ୍ବ ଫାଳେ ପ୍ରଣାଳୀ : ଚୂଡ଼ା ଧୋଇ ରଖ । କରେଇରେ ତେଲ ଗରମ କର । ସେଥ୍‌ରେ ଚୀନାବାଦାମ ଟିକେ ଭାଜି ନେଇ ବୁଟଡାଲି ଓ ବିରିଡାଲି ପକାଅ । ଜିରା ଫୁଟାଅ । ଭୃସଂଗ ପତ୍ର ଦିଅ । ସେଥିରେ ଧୁଆ ଚୂଡ଼ା, ଲୁଣ, ହଳଦୀ ଦିଅ | କଞ୍ଚାଲଙ୍କା ଓ ଅଦାକଟା ଦେଇ ଭଲଭାବରେ ମିଶାମିଶି କରି ଓହ୍ଲାଇବ । ଉପରେ କାଗେଜିଲେମ୍ବୁ ରସ ଦେଇ.ମିଶାମିଶି କରି ଖାଇବାକୁ ଦେବ ।

Read More