Author: liza

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. Odia Sms ତୋତେ ମୁଁ କହୁଛି ହେ ମାନବ ମଣିଷ ହେବାକୁ ଶିଖଭଲମନ୍ଦ ନିଜେ ବିଚାର କରିଣ ଦୁନିଆଁକୁ ବାରେ ଦେଖ | Tote mu kahuchhi he manaba manisha hebaku shikhabhalamanda nijera karina duniaku bare dekha Odia Sms ମଣିଷ ହୋଇଲେ ମଣିଷର ଦିଲ୍ କ୍ଷଣକେ ପାରିବୁ ଜିଣିଅମଣିଷ ହେଲେ ଘୃଣା ପାତ୍ର ହେବୁ ସବୁରି ଆଖିରେ ପୁଣି | ମଣିଷ ହୋଇଲେ ମଣିଷର ଦିଲ୍ କ୍ଷଣକେ ପାରିବୁ ଜିଣିଅମଣିଷ ହେଲେ ଘୃଣା ପାତ୍ର ହେବୁ ସବୁରି ଆଖିରେ ପୁଣି |…

Read More

ସାମଗ୍ରୀ: ରୋହି ବା ଇଲିସି ମାଛର ବଡ ପିସ୍ -୪ଟି ପିଆଜ ବଟା -୧ ଚାମଚ ଅଦା ବଟା -୧/୨ ଚାମଚ ରସୁଣ ବଟା -୧/୨ ଚାମଚ ଗୋଟା ଗରମ ମସଲା – (ଲବଙ୍ଗ -୩ଟି , ଡାଲଚିନି -୧/୨ ଇଞ୍ଚ , ) ଅଳେଇଚ -୩ଟି ତେଜପତ୍ର -୨ଟି ସୋରିଷ -୧ ଚାମଚ (ଗୁଣ୍ଡ) ଜିରା -୧/୨ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ କରୀ ମସଲା -୧ ଚାମଚ ଚିନି -୧\୨ ଚାମଚ ଦହି -୧ ଟେବୁଲ୍-ଚାମଚ କିମ୍ବା ଟମାଟୋ ପ୍ୟୁରୀ , ୨ ଟେବୁଲ୍-ଚାମଚ , ଆଳୁ-୧ଟି , (ଚାରିଫାଳ କଟା/ଭଜା ତେଲ (ସୋରିଷ) , ୧ ଟେବୁଲ୍-ଚାମଚ ପ୍ରଣାଳୀ: ମାଛ ଧୋଇ ହଳଦୀ-ଲୁଣ ଗୋଳାଇ ତେଲରେ ହାଲ୍‌କା ଭାଜି ରଖନ୍ତୁ | ପ୍ୟାନ୍‌ରେ ତେଲ ଗରମ କରି ଚିନି ପକାଇ ମିଶାନ୍ତୁ | ତେଜପତ୍ର ପକାନ୍ତୁ | ୧ ମିନିଟ୍ ପରେ ପିଆଜ…

Read More

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. Odia Sms ପ୍ରିତୀର ଖେଳଟା ନୁହଁଇ ଏପରି ତା ପାଇଁ ସମୟ ଅଛି ବିଚିରାସ୍ତାରେ ମୋ ପ୍ରେମ ସାଥିରେ ତୁମେ ହାତ ଦେଲ ଯାଚି Pritir Khelata Nuhain Epari Ta Pain Samaya AchiBichi Rastare Mo Prema Sathire Tume Hata Dela Jachi ଜିନ୍‌ ପେନ୍ତ ସାଙ୍ଗେ ସତ୍ ଗାଉନ୍ ଦିଶୁଛି ଭାରି ଫିଟ୍ ମୁରୁକିଅନାଇ ଚାହିଁଲେ ଗୋରୀ ତୁ ହୋଇଯିବ ଟୋକା ହିଟ୍ Jin Paint Shitrt Short Gaun Dishuchi Vari PhitMuruki Anai Chahinle tu Hoijiba Toka…

Read More

Maunabati    is one of the dance song by Babushaan Mohanty  .This odia ringtone is uploaded under category Odia Ringtones. This ringtone is identified by Maunabati Babushaan Mohanty .  Download Mauna bati Dhanjaya Ringtone  Download Maunabati  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Maunabati Besa  Download this ringtone and set as your ringtone, let this ringtone take you…

Read More

ସାମଗ୍ରୀ : ବୁଟ ଡାଲି – ୨ କପ୍ ବଡ ପିଆଜ- ୨ ଟି (ସରୁକଟା) କଞ୍ଚାଲଙ୍କା କଟା – ୩-୪ ଟିର ଲୁଣ- ସ୍ୱାଦାନୁସାରେ ଜିରା (ଗୋଟା)-ଅଳ୍ପ ତେଲ- ଛାଣିବାକୁ ପ୍ରଣାଳୀ: ଡାଲିକୁ ୪-୫ ଘଣ୍ଟା ବତୁତାଇ ପାଣି ନଦେଇ ଦରବଟା (ବେଶୀ ଚିକ୍‌କଣ କରିବେନି ) କରି ରଖନ୍ତୁ | ଲଙ୍କା,ପିଆଜ ,ଲୁଣ ,ଜିରା ମିଶାଇଦିଅନ୍ତୁ | ଛୋଟ ଚେପ୍‌ଟା ଆକାରରେ ଗଢି ଗରମ ତେଲରେ ମଧ୍ୟମ ଆଞ୍ଚରେ ଲାଲ୍ ବାଦାମୀ କରି ଭାଜନ୍ତୁ | ଗରମାଗରମ ଜଳଖିଆ ଚଟଣି ସହ ପରଶନ୍ତୁ |

Read More

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ସ୍ୱର୍ଗୀୟ ପ୍ରେମରୁ ପାରିଜାତ ସୃଷ୍ଟି ଶୋଭାପାଏ ଦେବଗଗଳେପ୍ରେମକ ଯେଲୋକ ଭାବେ ଖାମଖିଆଲ ମରେ ଯେ ସେହି ଅକାଳେ Swargiya Premaru Parijata Srusti Shobhapae DebagalePremaka Jeloka Bhabe Khamkhial Mare Je Sehi Akale ମଦୁଆ ଭାଡୁଆ ପ୍ରେମକୁ ବୁଝନ୍ତି ଅୟସର ସାମଜରିମଦ ମାଂସ ସାଥେ ପ୍ରେମକୁ ତୁଳନା କରିଥାନ୍ତି Madua Bhadua Premaku Bujhanti Ayasara SamajariMada Mansa Sathe Premaku Tulana Karithanti Se Bajar ଏପରି ଶିକ୍ଷା ମୁଁ ଦେଇଅଛି ତାଙ୍କୁ ପାଦ ତାଙ୍କ ଛୋଟା କରିଯେତେ ଦିନ ଯାଏ ବଞ୍ଚି…

Read More

 Mate Prema Prema Basuchi   is one of the dance song by Humane Sagar & Laxmipriya  .This odia ringtone is uploaded under category Odia Ringtones. This ringtone is identified by  Mate Prema Prema Basuchi Humane Sagar & Laxmipriya  . Download Mate Prema Prema Basuchhi Ringtone Download Mate Prema Prema Basuchi and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Mate…

Read More

ସାମଗ୍ରୀ: ଗୋଲ୍ ପାଉଁରୁଟି – ୨ ଟି ବଟର୍-୨ ଛୋଟ ଚାମଚ ଅମୁଲ୍ ଚିଜ୍ କୋରା -୧ ଟେବୁଲ୍-ଚାମଚ ଗୋଲ୍‌କଟା ପିଆଜ-୮ ସ୍ଲାଇସ୍ ଗୋଲ୍‌କଟା କାକୁଡି -୬ ସ୍ଲାଇସ୍ ଗୋଲ୍‌କଟା ଟମାଟୋ-୪ ସ୍ଲାଇସ୍ ଲେଟ୍ୟୁସ୍ ( ସାଲାଡ୍ ପତ୍ର) -୨-୩ ଟି ଟମାଟୋ ସସ୍ – ସ୍ୱାଦାନୁସାରେ ଚିଲି ସସ୍- ସ୍ୱାଦାନୁସାରେ ପ୍ରଣାଳୀ: ଗୋଲ୍ ପାଉଁରୁଟିକୁ ଗୋଲାକାରରେ ମଝିରୁ ଦୁଇଫାଳ କରନ୍ତୁ | ମଝିକଟାରେ ,ଉପରେ ,ତଳେ ଭଲକରି ବଟର୍ ଲଗାନ୍ତୁ | ଦୁଇପଟ ହାଲ୍‌କା ସେକିଦିଅନ୍ତୁ | ମଝିରେ ସ୍ଲାଇସ୍ ପରିବା ଓ ସାଲାଡ୍ ପତ୍ର ରଖି ସସ୍ ପକାନ୍ତୁ | ଚିଜ୍‌ର ସ୍ଲାଇସ୍ ଦେଇପାରିବେ ଅଥବା ଚିକ୍ କୋରା ପକାଇ ଉପର ଅଂଶ ଲଗାଇ ଟୁଥ୍‌ପିକ୍ ଲଗାଇ ସେଟ୍ କରିଦିଅନ୍ତୁ | ତାୱାରେ ଟିକେ ସେକି ବା ମାଇକ୍ରୋୱେବ୍‌ରେ ୩ ମିନିଟ୍ ମାଇକ୍ରୋ କରି କାଢି ଖାଆନ୍ତୁ |

Read More

Kebhe Ayela   is one of the dance song by Shantanu Sahu & Shital sahu   .This odia ringtone is uploaded under category Odia Ringtones. This ringtone is identified by Kebhe Ayela Shantanu Sahu & Shital sahu .  Download Kebhe Ayela Ringtone  Download Kebhe Ayela   and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Kebhe Ayela  Besa  Download this ringtone and…

Read More

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ବଉଳ ଗଛର ଛାଇ ତଳେ ତୁମେ ବସିଥିଲ ସଖୀ ମେଳେଲୁଚିଲୁଚି ମୁହିଁ ଦେଖିଲି ତାପରେ ଆତଗଲ ପୁଚି ଖେଳେ Baula Gachara Chai Tale Tume Basithila SakhI MeleLuchi Luchi Muhin Dekhili Ta Pare Atagala Puchi Khele ମନ ଦର୍ପଣରେ ପ୍ରତି ମୁହୂର୍ତ୍ତର୍ ଦେଖୁଛି ତୁମରି ମୁହଁ ଯେତେଦେଖୁଥିଲେ ନୂଆ ଦିଶୁଥାଇ ତୁମେ କି ନିଜର ନୁହେଁ Mana Darpanar Prati Muhurtare Dekhuchi Tumari MuhanJete Dekhuthile Nua Dishuthai Tume Ki Nijara Nuhen ସୁନାର ହରିଣୀ ଚାଲି ନ…

Read More