Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ତୁମେ ପ୍ରିୟତ୍ତମ ମୋ ହୃଦୟଚନ୍ଦନ ମୁଁ ତବ ପାଦର ରେଣୁ ସଦା ଚାହିଁଥାଏ ପାଦୁକା କରିଣ ମଥାରେ ବୋଳନ୍ତି ତେଣୁ
Tume priyattama mo drudayachandana mu taba padara renu sada chahitha paduka karina mathare bolanti tenu

ଯଦି ବାଗ୍ୟେଥାଏ ତୁମ ପାଶେ ଯାଇ ତୁମକୁ ସାକ୍ଷାତ କରି ମୋ ମନ ବେଦନା ତୁମକୁ ଜଣାଇ ଆସିବି ତୁରରନ୍ତ ଫରି
Jadi bagyathae tuma pashe jai tumaku sakshyata kari mo mana bedana tumaku janai asibi turaranta phari

ତୁମକୁ ଝୁରୁଛି ଦିବସ ରଜନୀ ତୁମର ସେ ରୂପକାନ୍ତି ଅତୀତ ଭାବନା ଅତୀତ କଳ୍ପନା ଯାଗିଉଠି ମନେ ପ୍ରୀତି
Tumaku jhuruchhi dibasa rajanee tumara se rupakanti atita bhabana ateeta kalpana jagiuthi mane priti