Author: krishna

ସାମଗ୍ରୀ:ଅଧ କିଲୋ ଜହ୍ନି୧ଟେବୁଲ ଚାମଚ ସୋରିଷଅଧକପ୍ ନଡିଆ କୋରା୬ଟା କଞ୍ଚାଲଙ୍କା୨ଟେବୁଲ୍ ଚାମଚ ତେଲଦରକାର ମୁତାବକ ଲୁଣ ଓ ହଳଦୀପ୍ରସ୍ତୁତ:ଜହ୍ନି ଚୋପା କୋରି ଦେଇ ଗୋଲ ଗୋଲ କରି କାଟିବ |କଡାଇରେ ତେଲ ଦେଇ ଜହ୍ନି କଟା ପକାଅ |ଲୁଣ ଓ ହଳଦୀ ପକାଇ ଭାଜି ଜହ୍ନିରୁ ପାଣିମରିଗଲେ ସେଥିରେ ସୋରିଷ ବଟା ନଡିଆ କୋରା ଓ ଚିରା କଞ୍ଚାଲଙ୍କା ପକାଇ ଭଲ ଭାବରେ ଭଜା ଭଜା କରି ଓହ୍ଲାଅ |

Read More

ବିନୟାବନତ ଭାବସମ୍ପନ୍ନ ହେବେ |ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ |ପ୍ରଥିତ ଓ ପ୍ରତାପସମ୍ପନ୍ନ ହେବେ |ଦ୍ବିଜାନୁରକ୍ତ ହୋଇପାରନ୍ତି |ଦୃଢ ପୌରୁଷର ଅଧିକାରୀ ହେବେ |ବହୁଧନ ଓ ଗୁଣଜ୍ଞ ହେବେ |ଦାନଧର୍ମର ବ୍ରତ ଆଚରଣ କରିପାରନ୍ତି |ଅଭାବ ସିଦ୍ଧି ପାଇଁ ସତ୍ୟର ମାର୍ଗ ଅନୁସରଣ କରିପାରନ୍ତି |ଏକ ସୁପୁତ୍ର ଓ ଧର୍ମପ୍ରାଣା ସହଧର୍ମିଣୀଯୁକ୍ତ ହେବେ |ଧନୀ ଓ ଜ୍ଞାନୀ ହେବେ |ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି |ଭ୍ରମଣ ବ୍ୟର୍ଥ ହୋଇପାରେ |ସର୍ବସୁଖ ମିଳିପାରେ |ପତ୍ନୀ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି |ଅଶାନ୍ତିର ଶିକାର ହୋଇପାରନ୍ତି |ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ |ସମ୍ମାନ ହାନିକାରକ ମଧୁବ୍ୟୁହକୁ ପରିତ୍ୟାଗ କରିବା ବିବେକୀ ବ୍ୟକ୍ତିଙ୍କ ଧ୍ୟୟ ହେବା ବାଞ୍ଛନୀୟ |ସମ୍ୱେଦନା ସହିତ ଯୋଡି ହେଲେ ସେବା ସାର୍ଥକ ହେବ |ମହିଳାମାନଙ୍କର ଗୃହସ୍ଥଧର୍ମ ସର୍ବୋତ୍କୃଷ୍ଟ ହେବ |ଅଜାତ ଶତ୍ରୃ ହେବେ |ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ |ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି |ଋଣ ଗ୍ରହୀତାମାନଙ୍କୁ…

Read More

Abhisapta Premika is one of the dance song by Humane Sagar.This Odia ringtone is uploaded under category Odia Ringtones. This ringtone is identified by Humane Sagar. Download Abhisapta Premika Ringtone Download Abhisapta Premika and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Abhisapta Premika Download this ringtone and set as your ringtone, let this ringtone take…

Read More

Are you looking for Odia  Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. new odia Sms ମୋ ଉପରେ ତୁମେ ବିଶ୍ୱାସ ରଖିବତୁମକୁ ମୋ ରାଣଆନମନା ତୁମେ ନ ହେବ ସୁନ୍ଦରୀତୁମକୁ ମୋ ନିବେଦନ Mo upare tume bushwasa rakhibaTumaku mo ranaAnamana tume naheba sundareeTumaku mo nibedana odia latest sms ଆଖି ଆଗେ ମୋର ନାଚି ଯେ ଉଠୁଛିତୁମରି ଲାବଣ୍ୟ କନ୍ତି କନକ ବରନାମୋ ପ୍ରୀତି ସୁଷମା ତୁମକୁ ଝୁରିଛି ନିତି Akhi age mora nachi je uthuchhiTumari labanya kanti kanaka baranaMo preeti sushama tumaku jhurichhi niti. odia…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short Story Jarthata cikista Odia Short Story Jathartha Chikista Odia Book Achalayatana

Read More

ସାମଗ୍ରୀ:୧ ଟା କଦଳୀ ଭଣ୍ଡା୬ଟା କଞ୍ଚାଲଙ୍କା୩ସେ.ମି ଅଦା୧ଚାମଚ କଳା ଜିରାଦରକାର ମୁତାବକ ଲୁଣ ଓ ହଳଦିପ୍ରସ୍ତୁତ: ବୁଟଡାଲି ଭିଜାଇ ବାଟି ନିଅ |ତାୱାରେ ଚକୁଳିପିଠା ପରି କରି ଭାଜି ନେଇ ଓହ୍ଲାଇ ନିଅ |କଦଳି ଭଣ୍ଡା ୪/୫ ଘଣ୍ଟା ପାଣିରେ ଭେଦାଇ ରଖିବେ |ସେଥିରୁ ଛାଣିନେଇ ଲୁଣ ହଳଦୀ ଦେଇ ସିଝାଇ ନେଇ ଚିପୁଡି ରଖ |କଞ୍ଚାଲଙ୍କା ଓ ଅଦା ବାଟି ରଖ |ତେଲ ଗରମ କରି କଳାଜିରା ଦେଇ,ଭଣ୍ଡାସିଝା ଦେଇ ଭାଜ |ଡାଲି ବରାକୁ ଏଥିରେ ଝୁରୂଝୁରୂ କରି ପକାଅ |ଏକ କପ୍ ପାଣି ,ଚିନି ଓ ଅଦା ବଟା ଦେଇ ୨ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦିଅ |

Read More

Subhanallah is one of the dance song by Debesh & Diptirekha.This Odia ringtone is uploaded under category Odia Ringtones. This ringtone is identified byDebesh & Diptirekha. Download Subharlal Ringtone Download Subhanallaha and set it according to your requirements like mobile ringtone, message tone or notification alert ringtone. This ringtone is suitable for all kinds of Mobile phones including Android Phones, iPhones, Samsung Mobile Phones, LG mobiles, Nokia Phones, Sony Phones, Motorola Phones, etc. Above provided Download Ringtone Button is the direct link to download Subhanallaha Download this ringtone and set as your ringtone, let this ringtone take you to your favorite…

Read More

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. new Odia Sms ମୁଁ ଜାଣି ନାହି କି ମୁଁ ତୁମକୁକେଉଁ ପ୍ରକାର ଭଲ ପାଉଛି କିନ୍ତୁଏତିକି ଜାଣିଛିକି ମୁଁମୋ ଜୀବନ ଠାରୁ ଅଧିକ ଭଲ ପାଉଛି | Mun jani nahni ki mun tumakuKeun prakara bhala pauchhi kintuEtiki janichhiki muMo jeebana tharu adhika bhala pauchhi. new Odia Sms ଯଦି ଜଣେ ବ୍ୟକ୍ତି କ୍ରୋଧିତ ହୁଅନ୍ତି ଏବଂସେହି ବ୍ୟକ୍ତି ଆପଣଙ୍କୁ ଭେଟିବାକୁ ଆସନ୍ତିତେବେ ତାଙ୍କୁ କେବେବି ହରାନ୍ତୁ ନାହିଁକାରଣ ସେହି ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି | Jadi…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia short story Krushnabatara odia short story krushnabatara Odia short story Krushnabatara Odia Book …Ebam Bhasa Meghara Akasha By Dr. Basudev Sahoo From OdishaShop

Read More

ଭବିଷ୍ୟତ ପାଇଁ ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି |ମିଳୁଥିବା କ୍ଷମତାର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ |ବିବାଦୀୟ ଘଟଣାରେ ବିଜୟୀ ହେବେ |କାର୍ଯ୍ୟରେ ସଫଳତା ମିଳିବ |ଅର୍ଥ ଟାଣୁଟୁଣ ରହିବ ଏବଂ ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡିବ |ପାରିବାରିକ ଅଶାନ୍ତି ଦେଖା ଦେଇପାରେ |ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି |ଯଜ୍ଞ ପାଇଁ ସରକାରୀ ଅନୁଦାନ କରିପାରନ୍ତି ।ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ |ସମ୍ମାନିତ ହେବେ |ବନ୍ଧୁମିଳନ ଘଟିପାରେ |ଆଜି ଦିନ ଭିତରେ ଯାହା ଘଟଣା ଘଟିବ ,ତାହା ସୁଖବୋଧ ହେବ |ସଫଳତା ମିଳିବ |ରୁଚିକର ଭୋଜନ ମିଳିପାରେ।ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ |ମନସ୍କାମନା ପୂରଣ ହେବ ୤ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ |ଋଣ ପରିଶୋଧ କରି ଆଶ୍ବସ୍ତ ହେବେ |ଶୁଭକାର୍ଯ୍ୟ କରଣୀୟ |ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି | ମନସ୍କାମନା ପୂରଣ ହେବ |ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ଦାମ୍ପତ୍ୟ…

Read More