ସାମଗ୍ରୀ:୧କପ୍ ସୁଜି୨ଟା ଆଳୁ୧ଟା ପିଆଜ୪ଟା କଞ୍ଚାଲଙ୍କାକିଛି ଧନିଆଁପତ୍ରଛାଣିବା ପାଇଁ ତେଲଦରକାର ମୁଟାବକ ଲୁଣପ୍ରସ୍ତୁତି:ସୁଜିକୁ ୧କପ୍ ପାଣି ଦେଇ ଅଧଘଣ୍ଟା ଭିଜାଇ ରଖ |ଆଳୁ ସିଝାଇ ସେଥିରେ ଲୁଣ ଦେଇ ଚକଟ |କଟା ପିଆଜ ,ଲଙ୍କା,ଅଦା,ଧନିଆପତ୍ର ଚକଟା ସାଙ୍ଗରେ ମିଶାଇ ଭଲ ଭାବରେ ଚକଟି ନିଅ |ତେଲ ଗରମ ହେଲେ ଛୋଟ ଛୋଟ ବରା ସାଇଜ୍ ର ଛାଣିବେ|
Author: krishna
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାଯ୍ୟ କରିବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ସହକର୍ମୀଙ୍କ ଜରିଆରେ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। ପ୍ରତୀକ୍ଷିତ କରିଥିବା ବନ୍ଧୁଟି ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ।ଆଜି ଆର୍ଥିକ ଉନ୍ନତି, ସାମାଜିକ ସମ୍ମାନ ହେତୁକ ଦିନଟି ଉପଭୋଗ୍ୟ ରହିବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରି ଉପକୃତ ହେବେ । ତୃତୀୟ ଭାବକୁ ଶୁକ୍ରଙ୍କ ଦୃଷ୍ଟି କଳା, କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପ୍ରଦାନ କରିପାରେ ।କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହୋଇପାରନ୍ତି।ରାଶିକୁ ରବି ଓ ବୁଧ ଅବଲୋକନ କରୁଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କେତେକ କାମରେ ଅନିଚ୍ଛା ପ୍ରକାଶ କରିପାରନ୍ତି। ସହକର୍ମୀ ଭର୍ଷାନ୍ଦିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି। ରଣଭାର, କଚେରି…
Prema Barsa is one of the Best song by Sourin Bhatt, Pamela Jain .This Odia ringtone is uploaded under category Odia Ringtones. This ringtone is identified by Sourin Bhatt, Pamela Jain. Download Prema Barsa Re Ringtone Download Prema Barsa and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Prema Barsa Download this ringtone and set as your ringtone, let…
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Durgesha Nandini By Bankima Chandra Chattopadhyaya From Odishashop
ପ୍ରିୟଜନଙ୍କ ସହ ଧାର୍ମିକ କ୍ଷେତ୍ରକୁ ଯାତ୍ରା ପ୍ରୀତିପ୍ରଦ ରହିବ। ଭଲ ସମ୍ପର୍କ ଥିବା ବନ୍ଧୁଙ୍କୁ ନୂଆ ପରିବେଶରେ ଦେଖି ଖୁସି ହୋଇଯିବେ। ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଅଥବା କୌଣସି ନୂଆ ଯୋଜନା ସକାଶେ ମନ ବଳାଇବେ। ଆଲୋଚନା ପରିସର କିମ୍ବା ସଭାସମିତିରେ ନିଜ ମତକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି।ଆପଣ ଯେତେ ଭଲ କାମ କଲେ ମଧ୍ଯ ଘରର ସଦସ୍ୟମାନେ ପୂର୍ଣ୍ଣତଃ ସନ୍ତୁଷ୍ଟ ହୋଇପାରିବେ ନାହିଁ। କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କାମ ହାସଲ କରିବେ। କୌଣସି ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଇପାରନ୍ତି। ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।ବନ୍ଧୁଙ୍କ ପରାମର୍ଶରେ ପୂର୍ବ ଯୋଜନା ଅନୁଯାୟୀ କର୍ମରେ ଆଂଶିକ ସଫଳତା ପାଇବେ। ପୁରାତନ ରୋଗର ପୀଡ଼ା କର୍ମକ୍ଷେତ୍ରକୁ ନିରୁତ୍ସାହିତ କରିବ। ବ୍ୟବସାୟ ଓ ପରିବହନ ଲାଗି ଦିନଟି ଭଲ କିନ୍ତୁ ଭୁଲ୍ ବୁଝାମଣା ନ ହେଲାଭଳି କାମ କରିବା ଭଲ।ପାରିବାରିକ, ରାଜନୈତିକ, ସାଂସ୍କୃତିକ ଓ ସାମାଜିକ…
ସାମଗ୍ରୀ:ଗୋଟିଏ ଛୋଟ ନଡିଆଅଧକପ୍ ଅରୁଆ ଚାଉଳ୧ଚାମଚ ଜିରା୮ଟା କଞ୍ଚାଲଙ୍କାଛାଣିବା ପାଇଁ ତେଲଦରକାର ମୁତାବକ ଲୁଣପ୍ରସ୍ତୁତି:ନଡିଆ ଭାଙ୍ଗି କୋରିନିଅ |ଚାଉଳ ୧ଘଣ୍ଟା ଭିଜାଇ ରଖ |ଭିଜା ଚାଉଳ ନଡିଆ କୋରା ,ଜିରା,କଞ୍ଚାଲଙ୍କା ଭଲ ଭାବରେ ବାଟିନିଅ |ତେଲ ଗରମ ହେଲେ ଛୋଟ ଛୋଟ ଚେପ୍ଟା ବରା ଛାଣିନିଅ |
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Divya Shabari By Dr. Bhagabat Behera From OdishaShop
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Dina Jae Chinha Rahe By Bibhuti Pattnaik From OdishaShop
ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରା ସଫଳ ହେବ ଏବଂ ମୂଲ୍ୟବାନ୍ ଜିନିଷ କ୍ରୟ କରିବାକୁ ଚାହିଁବେ । ପାରିବାରିକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ କାମକୁ ତ୍ବରାନ୍ବିତ କରିବ। କଠିନଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ସଙ୍ଗୀତ, ଚଳଚ୍ଚିତ୍ର, ପ୍ରଶାସନ, ସଭାସମିତିର ଆଲୋଚନା କ୍ଷେତ୍ରରେ ଉପକୃତ ହେବେ ।ମଙ୍ଗଳଗ୍ରହ ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ପାଇଁ ଅନୁପ୍ରେରିତ କରିପାରନ୍ତି। ଗୃହସୀମା, ଗାଡି ମୋଟର, ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢ଼ିପାରେ। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍ସନ୍ ଦୂର ହେବ ।କଳା ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। ବନ୍ଧୁଙ୍କ ନିକଟରେ ମନକଥା କହିବା ପରେ ମନସ୍ତାପ କରିବେ। ଶନିଙ୍କ ଭାଗ୍ୟସ୍ଥିତି ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରଣା ଯୋଗାଇବ।ଚତୁର୍ଥକେନ୍ଦ୍ରସ୍ଥ…
ସାମଗ୍ରୀ:୨୫୦ଗ୍ରାମ୍ ଧନିଆପତ୍ରଅଧକପ୍ ଚାଉଳ୧କପ୍ ବୁଟଡାଲି୬ଟା କଞ୍ଚାଲଙ୍କାପରିମାଣ ମୁତାବକ ଲୁଣଛାଣିବା ପାଇଁ ତେଲ ପ୍ରସ୍ତୁତି:ଅରୁଆ ଚାଉଳ ଓ ବୁଟଡାଲି ୪ଘଣ୍ଟା ଭିଜାଇ ନେଇ ଚିକ୍ଣ କରି ବାଟି ନିଅ |ଧନିଆପତ୍ର ଓ କଞ୍ଚାଲଙ୍କା ଚୁନେଇ କାଟିନିଅ |ଡାଲି ଚାଊଳ ବଟାରେ ଧନିଆପତ୍ର ,କଞ୍ଚାଲଙ୍କା ୪ଟା ଓ ଲୁଣ ଦେଇ ଭଲ ଭାବରେ ଫେଣ୍ଠି ଦିଅ |ତେଲ ଗରମ କରି ଛୋଟ ଛୋଟ ପକୋଡି ଛାଣିନିଅ |