Author: krishna

ଆଜି ଦ୍ବିଜା ନକ୍ଷତ୍ରର ପାରିବାରିକ ସୁଖ, ସମୃଦ୍ଧିଜନିତ ଖୁସି ରହିବା ସାଙ୍ଗକୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଟି ଦ୍ବାରା କାମ ହାସଲ ସହ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବୋ ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବାରୁ ଆଶ୍ଵସ୍ତି ଲାଭ କରିବେ।ସାମାଜିକ ସ୍ତରରେ ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି।କୃର୍ତ୍ତିକା ନକ୍ଷତ୍ର ସାମାଜିକ ସ୍ତରରେ ସମ୍ମାନିତ ହେବେ, କିନ୍ତୁ ନିଜ ଲୋକଙ୍କ ପରୋକ୍ଷ ସମାଲୋଚନାରୁ ମୁକୁଳି ପାରିବେ ନାହିଁ। ଆଶା କରିନଥିବା କ୍ଷେତ୍ରରୁ ସହସା ଧନପ୍ରାପ୍ତି ହୋଇପାରେ। ଅପରାହ୍ନେ କିଛି ଜିନିଷ ହଜାଇବା କାରଣରୁ ମାନିକ ଅଶାନ୍ତି ଅନୁଭବ କରିବେ।ଆତ୍ମୀୟଙ୍କ ପ୍ରତି ଅନୁରାଗ ବଢ଼ିବ ଓ ତାଙ୍କ କଥାରେ ହିଁ ଚାଲିବେ।ଆର୍ଦ୍ରା ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ତ ଭଲହେବେ। ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିବା ପ୍ରତିକ୍ଷିତ ଖବରଟି ଶୁଣି ଖୁସି ହେବେ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ,…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short Story Puraskara Odia Book Chhabira Manisha By Dr. Bibhuti Pattnaik From OdishaShop

Read More

Prema Aji Satapara Dhoka Mo Nijara is one of the Sad song by Humane Sagar. .This Odia ringtone is uploaded under category Odia Ringtones. This ringtone is identified by Humane Sagar.. Download Prema Aji Satapara Dhoka Mo Nijara Ringtone Download Prema Aji Satapara Dhoka Mo Nijara and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Prema Aji Satapara Dhoka Mo…

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.

Read More

ଆଜି ଅନୁକୂଳ ଗ୍ରହସ୍ଥିତିରୁ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ବିକ ପରିସ୍ଥିତି ଅନେକାଂଶରେ ଭଲ ରହିବ।ଉତ୍ସବାନୁଷ୍ପାନ, ସଙ୍ଗୀତ, କ୍ରୀଡ଼ା, ଚଳଚିତ୍ର କ୍ଷେତ୍ରରେ ବନ୍ଧୁ ମିଳନ ହେତୁ ମନ ଖୁସି ରହିବ। ଭୁଲ୍‌ ବୁଝାମଣରୁ ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତି ସୁଧାରି ନେବେ। ଆଜିର ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟରେ କ୍ଷତିରେ ପଡ଼ିପାରନ୍ତି।ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ସୃଷ୍ଟି ସହ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହ ମତଭେଦ ଘଟିପାରେ। ସଭାସମିତି, ରାଜନୀତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ଣତ୍ତି ନେବେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ବାଣିଜ୍ୟ,ବ୍ୟବସାୟ, ପରିବହନ ଓ ପ୍ରତିଯୋଗିତାରେ ସଫଳତା ହାସଲ କରିବେ ।ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଶୁକ୍ର ଅବସ୍ଥାନ କରିଥିବାରୁ ଭୋଗବିଳାସ ସାଙ୍ଗକୁ ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଶିକ୍ଷା, ସାହିତ୍ୟ, ସନ୍ତାନହେତୁକ ସମସ୍ୟାର ସମାଧାନ ହୋଇଯିବ। ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ରରେ ଉନ୍ନତି ସାଙ୍ଗକୁ ବନ୍ଧୁ ମିଳନରୁ ଆନନ୍ଦିତ ରହିବେ ।ଯାନବାହନ ଚାଳନାରେ ସମସ୍ୟା ଭିତରକୁ…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia ShortStory Mahabeer Odia Book Chemmeen By Sivasankar Pillai From OdishaShop

Read More

KASTURI is one of the dance song by Human Sagar & Sital .This Odia ringtone is uploaded under category Odia Ringtones. This ringtone is identified by Human Sagar & Sital. Download KASTURI Ringtone Download KASTURI and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download KASTURI Download this ringtone and set as your ringtone, let this ringtone take you to…

Read More

Friendship is one of the most beautiful things. Friends inspire us, support us, help us to grow, make us feel valued and loved. Friendship can be described as a flower that must be consistently watered and maintained in order to grow and grow well. Though social networks has played important roles in providing the opportunity for friends to connect, the best way to maintain cordial relationship with your friends is to send a cool message as you think of them. On this page we present you a wide collection of nice friendship quotes and friendship messages that will help to express your…

Read More

ସାମଗ୍ରି:ଫାଳେ ବନ୍ଧାକୋବି୧କପ୍ ବେସନଅଧ ଚାମଚ ବେକିଂ ପାଉଡରଗୋଟିଏ ପିଆଜ୮ଟା କଞ୍ଚାଲଙ୍କାଦେଢ ସେ.ମି ଅଦାକିଛି ଧନିଆପତ୍ର୧ଟେବୁଲ୍ ଚାମଚ ପୋସ୍ତକ ପରିମାଣ ମୁତାବକ ଲୁଣଛାଣିବା ପାଇଁ ତେଲ ପ୍ରସ୍ତୁତି:ବନ୍ଧାକୋବି ଖୁବ୍ ପତଳା ଓ ଲମ୍ବା ଚୁନେଇ କାଟି ଦେବେ |ପିଆଜ ବି ସେମିତି ପତଳା ଲମ୍ବା କାଟିବେ |ଲଙ୍କା,ଅଦା କାଟିବେ |ଲୁଣ ଦେଇ ପରିବାକୁ କିଛି ସମୟ ହାତରେ ଚକଟି ନେବେ |ସେଥିରେ ପୋସ୍ତକ,ବେସନ ଓ ଖାଇବା ସୋଡା ଦେଇ ଚକଟି ନେବେ |ସେଥିରେ ପାଣି ଦେବେନି |ହାତରେ ମୁଠା କରି ଧରିବେ |ସେଇ ମୁଠାଟିକୁ ଚାପି ଚାପି ଗରମ ତେଲରେ ଛାଣିବେ |ଏଇ ପକୋଡି ଲମ୍ବା ଲମ୍ବା ଗଇଁଠା ପରି ଛାଣିବେ |ଏହା କମ୍ ନିଆଁରେ ଛାଣିବେ |ଯେପରି ବନ୍ଧାକୋବି ଭଲ ଭାବରେ ସିଝିଥିବ |

Read More

ସାମଗ୍ରୀ:ଗୋଟିଏ ଅଣ୍ଡା୧କପ୍ ବେସନ୨ଟା ପିଆଜ୮ଟା କଞ୍ଚା ଲଙ୍କାକିଛି ଧନିଆ ପତ୍ରଟିକେ ଅଦାଛାଣିବା ପାଇଁ ତେଲଦରକାର ମୁତାବକ ଲୁଣ ପ୍ରସ୍ତୁତି:ଅଣ୍ଡାକୁ ଭଲ ଭାବରେ ଫେଣ୍ଟି ନେଇ ସେଥିରେ ବେସନ ମିଶାନ୍ତି |ବେସନ ଭଲ ଭାବରେ ମିଶାଇ ନେଇ ପିଆଜ କଟା ,କଞ୍ଚାଲଙ୍କା,ଅଦା ଓ ଧନିଆପତ୍ର କଟା ଭଲ ଭାବରେ ଗୋଳାଇ ନେବେ |ଏଥିରେ ପାଣି ଦେବେନି ,ଅଳ୍ପ ନିଆଁରେ ଛାଣିବେ |ନିଆଁ ବେଶୀ ହେଲେ ପୋଡିଯିବ |ଏହାକୁ ଗରମ ଗରମ ଖାଇବେ |

Read More