Author: krishna

Hero Pardesi is one of the dance song byUmakant Barik & Archana Padhi .This Odia ringtone is uploaded under category Odia Ringtones. This ringtone is identified by Umakant Barik & Archana Padhi . Download Hero Pardesi Ringtone Download Hero Pardesi and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Hero Pardesi Download this ringtone and set as your…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short story Bishnunka Maya Bishnunka Maya Bishnunka Maya page-2 Odia Book Bahnikanya By Pragyan Prabartika Dash From OdishaShop

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful. Odia Joke Odia Joke Odia Joke Odia Joke Odia Ko

Read More

ସାମଗ୍ରୀ:୪ଟା ବଡ ସାଇଜର କଙ୍କଡା୪ଟା ପିଆଜ୧ଟା ରସୁଣ୪ଟା ବିଲାତି୪ଖଣ୍ଡ ଡାଲଚିନି୪ଟା ଗୁଜୁରାତି୧ଟା ନଡିଆଅଧକପ୍ ତେଲଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ବିଲାତି କାଟିରଖ |ପିଆଜ ରସୁଣ କାଟିରଖ |ଡାଲଚିନି ଗୁଜୁରାତି ବାଟିରଖ |ନଡିଆ କୋରି ନେଇ ପ୍ରଥମେ ଏକକପ୍ ଗରମ ପାଣି ଦେଇ ଚକଟି ଦେଇ ମୋଟା ରସ ବାହାର କରି ରଖ |କଙ୍କଡା କୁ ଛୋଟ ଛୋଟ କାଟି ରଖ |କଡାଇରେ ତେଲ ଦେଇ କଙ୍କଡାକୁ ଭାଜିନିଅ|କଡାଇରୁ ପାଣି ଶୁଖିଆସିଲେ ପିଆଜ,ମସଲା,ବିଲାତି କଟା ଦେଇ କଷିଦେଇ ପତଳା ରସ ଢାଳିଦିଅ |ଏହା ପନ୍ଦର ମିନିଟ୍ ଫୁଟାଇବେ |କଙ୍କଡା ସିଝିଯିବ ;ଅଳ୍ପ ଝୋଳ ଲାଗିଲାଗି ଥିବ |ସେତେ ବେଳେ ଗରମ ମସଲା ବଟା ଓ ଏକ ଏକକରେ ମୋଟା ନଡିଆ ରସ ଦେଇ ଦୁଇ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦେବେ |

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful. Odia Joke Odia Jokes Odia Joke Odia Joke Odia Joke

Read More

ସାମଗ୍ରୀ:୫୦୦ ଗ୍ରାମ୍ ମାଛ ମୁଣ୍ଡ୪ଟା ଆଳୁ୪ଟା ସାରୁ୨୫୦ଗ୍ରାମ୍ ମାଟି ଆଳୁ୨ଟା କଞ୍ଚା କଦଳୀ୩ ସେ.ମି ଅଦା୧ଚାମଚ ଜିରା୧ଚାମଚ ଗୋଲମରିଚ୨ଟା ତେଜପତ୍ର!ଟେବୁଲ୍ ଚାମଚ ଫୁଟଣଅଧ କପ୍ ତେଲ୪ଟା ଲାଲ୍ ଲଙ୍କା ଦରକାର ମୁତାବକ ଲୁଣ ଓ ହଲଦୀପ୍ରସ୍ତୁତି:ଆଳୁ;ସାରୁ ମାଟିଆଳୁ ଓ କଞ୍ଚା କଦଳୀ ଡୁମୁଡୁମୁ କରି କାଟି ନିଅ |ଜିରା,ଅଦା ଓ ଗୋଲମରିଚ ବାଟି ନିଅ |କଡାଇରେ ତିନି କପ୍ ପାଣି ଗରମ କରି ପରିବା ସବୁ ଲୁଣ ,ହଳଦୀ ଦେଇ ସିଝାଇ ନିଅ |କଡାଇ ସଫା କରି ତେଲ ଦେଇ ମାଛ ମୁଣ୍ଡ ଭାଜି ନିଅ |ମାଛ ମୁଣ୍ଡ ଭଜା କାଢି ନେଇ ପରିବା ସିଝାରେ ପକାଅ |ବଳିଥିବା ତେଲରେ ଲଙ୍କା ,ଫୁଟଣ ଓ ତେଜପତ୍ର ଫୁଟାଅ |ସେଥିରେ ବଟା ମସଲା ଦେଇ ଅଳ୍ପ ଏପଟସେପଟ କରି ପରିବା ସିଝା ଓ ମାଛ ମୁଣ୍ଡ ଭଜା ଦେଇ ପାଞ୍ଚ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦିଅ |

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. odia short story Amabasyaras pishchinee page-1 page-2 Page-3 Odia Book Badhu Nirupama By Bibhuti Pattnaik From OdishaShop

Read More

ଆଜି ଦିନ ଭିତରେ ଯାହା ଘଟଣା ଘଟିବ,ତାହା ସୁଖବୋଧ ହେବ |କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ |ସୁସ୍ବାଦୁ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ |ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ୍ |ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ |ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ |ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି |ଋଣ ପରିଶୋଧ କରିବେ |ଶୁଭ ରଙ୍ଗ ଧଳା ଓ ଶୁଭ ଅଙ୍କ ୨ |ପ୍ରବଚନ ପ୍ରଦାନର ପୂର୍ବ ପ୍ରସ୍ତୁତିସ୍ବରୁପ ଶାସ୍ତ୍ର ଅଧ୍ୟୟନରତ ମନୋନିବେଶ କରିବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି |ଶୁଭ ଅଙ୍କ ୫ ଓ ଶୁଭ ରଙ୍ଗ ସବୁଜ |କାର୍ଯ୍ୟ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ |କେତେକ କ୍ଷେତ୍ରରେ ଭୁଲ ବୁଝମଣା ଘଟିଲେ ବି ପରେ ପରେ ସୁଧାର ଆସିବ |କୃଷି କ୍ଷେତ୍ରରେ ଭଲ ଆୟ ଆସିବ |ଶୁଭ ଅଙ୍କ ୨ ଓ…

Read More

Dheere Dheere is one of the dance song by Satyajeet Pradhan and Khusi Kiran .This Odia ringtone is uploaded under category Odia Ringtones. This ringtone is identified by Satyajeet Pradhan and Khusi Kiran. Download Dheere Dheere Ringtone Download Dheere Dheere and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Dheere Dheere Download this ringtone and set as your ringtone, let…

Read More

ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ |ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ |ସୁସ୍ଥ ଓ ନିରାମୟ ରହିବେ |ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଖର୍ଚ୍ଚକାଟ କରିବାକୁ ପଡିବ |ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ |ଆୟୁଷ୍ମାନ୍ ହେବେ |ଶତ୍ରୁ ଦମନରେ ପାରଙ୍ଗମ ହେବେ |ଚାକିରିରେ ସୁନାମ ଅର୍ଜନ କରିବେ |କର୍ମଚଞ୍ଚଳ ରହିବେ |ବ୍ୟବହାରରେ ନମ୍ରତା ଓ ଶାଳିନତା ଆପଣାକୁ ମହାନ୍ କରିପାରେ |ହଠାତ୍ କିଛି ଅର୍ଥ ମିଳିପାରେ |ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ |ଧାର୍ମିକ ଓ ତେଜସ୍ବୀ ହେବେ |ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇପାରନ୍ତି |ଶ୍ରମ ଓ ନିଷ୍ଠା ବଳରେ ଅସାଧ୍ୟ ସାଧନ କରିପାରନ୍ତି |ଦାନଶୀଳ ହେବେ |କୃଷିରୁ ଭଲ ଆୟ ହୋଇପାରେ |ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି |ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ପରୋପକାର ପାଇଁ ଉତ୍ସର୍ଗ କରିପାରନ୍ତି |ମନ ପ୍ରସନ୍ନ ରହିବ…

Read More