ସାମଗ୍ରୀ:
୨୫୦ଗ୍ରାମ୍ ଧନିଆପତ୍ର
ଅଧକପ୍ ଚାଉଳ
୧କପ୍ ବୁଟଡାଲି
୬ଟା କଞ୍ଚାଲଙ୍କା
ପରିମାଣ ମୁତାବକ ଲୁଣ
ଛାଣିବା ପାଇଁ ତେଲ
ପ୍ରସ୍ତୁତି:
ଅରୁଆ ଚାଉଳ ଓ ବୁଟଡାଲି ୪ଘଣ୍ଟା ଭିଜାଇ ନେଇ ଚିକ୍ଣ କରି ବାଟି ନିଅ |ଧନିଆପତ୍ର ଓ କଞ୍ଚାଲଙ୍କା ଚୁନେଇ କାଟିନିଅ |ଡାଲି ଚାଊଳ ବଟାରେ ଧନିଆପତ୍ର ,କଞ୍ଚାଲଙ୍କା ୪ଟା ଓ ଲୁଣ ଦେଇ ଭଲ ଭାବରେ ଫେଣ୍ଠି ଦିଅ |ତେଲ ଗରମ କରି ଛୋଟ ଛୋଟ ପକୋଡି ଛାଣିନିଅ |