![]() |
ପୈତୃକ ସମ୍ପତ୍ତି ପାଇଁ ମାଲି ମୋକଦ୍ଦମା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ସନ୍ମାର୍ଗୀ ହୋଇ, ଦାନକୁ ବ୍ରତଭାବେ ଗ୍ରହଣ କରିବେ । |
![]() |
ଅନୁରୂପ ଓ ଦକ୍ଷତା ବୃଦ୍ଧି ହୋଇପାରେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖ ଅନୁଭବ କରିବେ । କାବ୍ୟକର୍ତ୍ତା ହୋଇପାରନ୍ତି । |
![]() |
ଆଶାବାଦୀ ହୋଇପାରନ୍ତି । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ବିଶେଷ ସଫଳତା ଲାଭ କରିପାରନ୍ତି । ସତ୍ ଉପାୟରେ ଧନ ଅର୍ଜନ କରିପାରନ୍ତି । ଗୁଣଜ୍ଞ ହୋଇପାରନ୍ତି । ବୁଦ୍ଧିମାନ ହେବେ । ସୁଖ ମିଳିବ । |
![]() |
ଉତ୍ତମ ମତ୍ରଙ୍କ ସାନିଧ୍ୟ ମିଳିବ । ପୁତ୍ର ସନ୍ତାନ ମିଳିପାରେ । ମନ୍ତ୍ରଶାସ୍ତ୍ରାଦି ଆୟତ୍ତ କରିପାରନ୍ତି । ଧନ ମଳିବ । ଯାନବାହନ ସୁଖ ମିଳିବ । ଉତ୍ତମ ବାକ୍ୟ ବିନିମୟରେ ପଟୁତା ଦେଖା ଦେବ । ସର୍ବାଙ୍ଗୀଣ ଉନ୍ନତି ହେବ। |
![]() |
ବିରୋଧତା ବୃଦ୍ଧି ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । କର୍ମ କୁଶଳତା ପ୍ରକାଶ ପାଇବ । ଚିନ୍ତା ହ୍ରାସ ହୋଇପାରେ । ବଭିନ୍ନ ସ୍ତରରୁ ସହଯୋଗ ମିଳିପାରେ । କୌଶଳ ପ୍ରୟୋଗ କରି ଶତ୍ରୁନାଶ କରିବେ । |
![]() |
ନୂତନ ଆୟ ପନ୍ଥା ଖୋଲିପାରନ୍ତି । ନିଜକୁ କଳହଠାରୁ ଦୂରେଇ ରଖିବେ । ଦନଟି ସୁଖରେ ଅତିବାହିତ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ । ପୂଜ୍ୟପୂଜା ପାଇ ପାରନ୍ତି । ସତ୍କ୍ରିୟାଯୁକ୍ତ ହେବେ । ଭ୍ରାନ୍ତମନା ହୋଇପାରନ୍ତି । |
![]() |
ଅଟକି ଥିବା ଅର୍ଥ ମିଳିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦ ମଳିପାରେ । ବଳବାନ୍ ହୋଇ ଅସାଧ୍ୟ ସାଧନ କରିବେ । |
![]() |
କାର୍ଯ୍ୟ ହାସଲ ପାଇଁ ଅହରହ ଚେଷ୍ଟିତ ହେବେ । ଆଶାବାଦୀ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଧନାଗମର ବି ସୁଯୋଗ ଅଛି । ସମସ୍ୟାରେ ଜଡ଼ିତ ହୋଇପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଅଶେଷ ଗୁଣର ଅଧିକାରୀ ହେବେ |
![]() |
ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମଳିବ । ଆୟ ଆଶା ନୁରୂପ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ନୈତିକତା ବୃଦ୍ଧି ହେବାର ସୂଚନା ମିଳୁଛି |
![]() |
ହଜି ଯାଇଥିବା ପଦାର୍ଥ ଫେରିପାଇବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ପାରିବାରିକ ସୁଖ ଅବ୍ୟାହତ ରହିବ । ଧର୍ମ-ଧାରଣାର ବଶବର୍ତ୍ତୀ ହେବେ । ସତ୍କର୍ମରେ ସଫଳତା ପାଇବେ । ସମୃଦ୍ଧି ହେବ । |
![]() |
ପ୍ରତ୍ୟେକ କାର୍ଯ୍ୟରେ ପ୍ରାୟତଃ ଲାଭବାନ୍ ହୋଇପାରନ୍ତି । ଭଲ ଆୟ ପାଇଁ କଷ୍ଟ ସ୍ୱୀକାର କରିବାକୁ ପଡବ। ଘାତଚନ୍ଦ୍ର ଯୋଗୁଁ ଅଶାନ୍ତି ଓ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟୟ ବୃଦ୍ଧିହେବ । ବିଭାଗୀୟ ଅର୍ଥ ମଳିପାରେ । ମଧୁରୁଭାଷୀ ହେବେ । |
![]() |
ମନ ଅସ୍ଥିର ରହିବ; ତଥାପି ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ମନରେ ସରସତା ଆସବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଉତ୍ତମ ଗୁଣ ଓ ନୀତି ନିଷ୍ଠ ହେବେ । |