
ସାମଗ୍ରୀ:
ଅଣ୍ଡା-୨ଟି
ଲଙ୍କା କଟା-୧ ଚାମଚ
ଟମାଟୋ କଟା- ୧ଟେ. ଚାମଚ
ଧନିଆ ପତ୍ର କଟା- ୧ ଚାମଚ
ଲୁଣ-ସ୍ୱାଦାନୁସାରେ
ଗୋଲମରିଚ ଗୁଣ୍ଡ- ୧/୨ ଚାମଚ
ତେଲ- ୨ ଚାମଚ
ପ୍ରଣାଳୀ:
ଅଣ୍ଡା ଫଟାଇ ଲୁଣ ଗୋଲମରିଚ ଗୁଣ୍ଡ ମିଶାଇ ଭଲକରି ଫେଣ୍ଡି ରଖନ୍ତୁ | ତେଲ ଗରମ କରି ପିଆଜ,ଲଙ୍କା ଓ ଟମାଟୋ ଦେଇ ଭଲ କରି ଭାଜନ୍ତୁ | ତା ପରେ ଅଣ୍ଡା ଫେଣ୍ଟା ଦେଇ ଗୋଳାନ୍ତୁ | ଶୁଖିଲା ହୋଇଗଲେ କାଢି ରୁଟି ବା ପରଟା ସହ ପରଶନ୍ତୁ |