
ସାମଗ୍ରୀ :
ସିମେଇ – ୨ କପ୍ .
କ୍ଷୀର -୨ କପ୍
ଚିନି – ୧ କପ୍
ଗୁଜରାତି – ୫ଟା
କାଳୁ -୧୨ଟା
କିସ୍ମିସ୍ – ୧୨ଟା
ଘିଅ – ୧/୨ କପ୍
ପ୍ରଣାଳୀ :
କରେଇରେ ଘିଅ ଗରମ କର । ଘିଅରେ କାଳୁ, କିସ୍ମିସ୍ ଭାଳିନିଅ | ସେଥ୍ରେ ସିମେଇ ଦେଇ ଅଳ୍ପ ସମୟ ଭାଜି ନେଇ କ୍ଷୀର ଢାଳି ଦିଅ । ଚିନି ଦେଇ ମିଶାମିଶି କରି ଢାଙ୍କୁଣୀ ଦେଇ ଦିଅ । ଗ୍ୟାସ୍ ବନ୍ଦ୍ କରି ଦିଅ । ପାଞ୍ଚ ମିନିଟ୍ ପରେ ଢାଙ୍କୁଣୀ ଖୋଲି ସେଥୁରେ: ଗୁଜରାତି ଗୁଣ୍ଡ ଦେଇ ମିଶାଇ ନେଇ ଖାଇବାକୁ ଦିଅ ।