
ସାମଗ୍ରୀ :
ପାଇନ୍ଆପଲ୍ ( ସପୁରି) ଜୁସ୍–୧ ଗ୍ଲାସ
ଗୁଣ୍ଡ ଚିନ – ୩ ଟେବୁଲ୍-ଚାମଚ
ପାଇନ୍ଆପଲ୍ ଏସେନ୍ସ – ୩ ବୁନ୍ଦା
ରଙ୍ଗ – ୩-୪ ବୁନ୍ଦା
କ୍ରୀମ୍ – ୨ ଟେବୁଲ୍-ଚାମଚ
ଆରାରୁଟ୍ ପାଉଡ଼ର -୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଜୁସ୍ରେ ଚିନି ମିଶାଇ ଖୁବ୍ ଫେଣ୍ଟନ୍ତୁ । ଆରାରୁଟ୍ ପାଉଡ଼ର ମିଶାଇ ଆଞ୍ଚରେ ବସାଇ ବହଳିଆ କରନ୍ତୁ, ହୋଇଗଲେ ରଙ୍ଗ, ଏସେନ୍ସ୍ ଓ କ୍ରୀମ୍ ମିଶାଇ ଗ୍ରାଇଣ୍ତରରେ ଫେଣ୍ଟି ଫ୍ରିଜର୍ରେ ସେଟ୍ ହେବାକୁ ବସାନ୍ତୁ ।