ପ୍ରସ୍ତୁତି ସାମଗ୍ରୀ:
ଭଲ ଅରୁଆ ଚାଉଳ ୨୫୦ ଗ୍ରାମ୍,ଦହି ୨ କପ୍,କଟା ଅଦା ୨ ଚାମଚ,କଞ୍ଚାଲଙ୍କା କଟା ୪ ଟ.ସୋରିଷ ଅଧା ଚମୱ,ଗୋତିଏ ଡେମ୍ଫ ଭୁରୁସୁଙ୍ଗା ପତର୍,ଲୁଣ ତେଲ ପରିମାଣ ଅନୁଯାୟୀ
ପ୍ରଣାଳୀ:ଅରୁଆ ଚାଉଳକୁ ପ୍ରଥମେ ଭାତ କରି ରାନ୍ଧିଦିଅନ୍ତୁ |ଭାତ ଥଣ୍ଡାହେଲେ ଫେଣ୍ଟା ହୋଇଥିବା ଦହିରେ ମିଶାନ୍ତୁ |ତେଲରେ ଅଦା,ସୋରିଷ,ଜିରା ପ୍ରଭୁତି ଫୁଟେଇ ଦହିଭତରେ ମିଶାନ୍ତୁ |କଞ୍ଚାଲଙ୍କା,ଭୁରୁସୁଙ୍ଗା ପତ୍ର କଟା ଦିଅନ୍ତୁ |ଧନିଆ ପତ୍ର କଟା ମଧ୍ୟ ଦେଇପାରନ୍ତି |