
ସାମଗ୍ରୀ :
ବଡ଼ ବାଇଗଣ – ୧ଟା
ଦହି -୧ କପ୍
ଛାଣିବା ପାଇଁ ରିଫାଇନ୍ ତେଲ
ଭଜା ଜିରାଲଙ୍କା ଗୁଣ୍ଡ- ୧ଚା ଚାମଚ଼
ଅଦା ଟିକେ
କଞ୍ଚାଲଙ୍କା – ୪ଟା
ସୋରିଷ ଟିପେ
ଭୃସଙ୍ଗପତ୍ର
ନଡ଼ିଆ କୋରା – ୨ ଟେବୁଲ୍ ଚାମଚ
ଲାଲ୍ଲଙ୍କା – ୧ଟା
ପ୍ରଣାଳୀ :
ବହିରେ ନଡ଼ିଆ କୋରା, ଅଦା, କଞ୍ଚାଲଙ୍କା କଟା, ଲୁଣ ଓ ଏବ କପ୍ ପାଣି ମିଶାଇ ଫେଣ୍ଟି ରଖ । କରେଇରେ ୨ ଚା ଚାମଚ଼ ତେଲ ଗରମ କରି ଲାଲ୍ଲଙ୍କା ଓ ସୋରିଷ ଫୁଟାଅ । ସେଥ୍ରେ ଭୃସଙ୍ଗପତ୍ର ଦେଇ ଭାଜି ନେଇ ଦହିରେ ଢାଳିଦିଅ। ବାଇଗଣ ବଡ଼ ବଡ଼ ଖଣ୍ଡ କାଟ । ବେଶି ତେଲ ଦେଇ ବାଇଗଣ ଖଣ୍ଡ ସବୁ ଛାଣିନେଇ ଦହିରେ ପକାଇ ଦିଅ ।