ସାମଗ୍ରୀ:
(୧ କପ୍ ସୁଜି, ୧ କପ୍ ନଡ଼ିଆ କୋରା, ୫।୬ଟା କିସ୍ମିସ୍, ୧ କପ୍
ଚିନି ୫ଟା ଲବଙ୍ଗ, ୧ କପ୍ ଡାଲଡା କିମ୍ବା ତେଲ ।)
ପ୍ରସ୍ତୁତି : କାଜୁ ଖଣ୍ଡ ଖଣ୍ଡ କର ଓ ଲବଙ୍ଗକୁ ଗୁଣ୍ଡ କରି ରଖ । କଡାଇରେ
ସୁଜିକୁ ତେଲରେ ଭାଜି, ବାଦାମୀ ରଙ୍ଗ ହେଲେ ନଡ଼ିଆ କୋରା ଓ ଚିନିଦେଇ ।
ଘାଣ୍ଟ । ଯେତେବେଳେ ଏହା ଅଠା ଅଠା ହୋର ଆସିବ ଓ କଡାରବୁ ଛାଡ଼ି
ଯାଉଥ୍ବ, ସେତେବେଳେ ସେଥରେ କାଜୁ? କିସ୍ ମିସ୍ ଓ ଲବଙ୍ଗ ଗୁଣ୍ଡ ଦେଇ
ଗୋଳାଇ ନିଅ । ଥାଳିରେ ତେଲ ମାରି ଏହା ଢ଼ାଳି ଦିଅ । ଥଣ୍ଡା ହୋଇଗଲେ ଏହା
କାଟି ଖାଇବାକୁ ଦେବ ।