ସାମଗ୍ରୀ:
୧କପ୍ ସୁଜି
ବଟା ପିଆଜ
୨ଟା କଞ୍ଚାଲଙ୍କା
୨କପ୍ ପାଣି
ପରିମାଣ ମୁତାବକ ଲୁଣ
ଦରକାର ମୁତାବକତେଲ
ପ୍ରସ୍ତୁତି:
ପିଆଜ,କଞ୍ଚାଲଙ୍କା ଚୂନାଚୂନା କରି କାଟିନିଅ |ସୁଜି,କଟା ପିଆଜ,ଲଙ୍କା,ପାଣି ଲୁଣ ଭଲଭାବରେ ମିଶାଇ ନିଅ |ତାୱାରେ ତେଲ ଦେଇ ମୋଟା ମୋଟା ସୁଜି ଚକୁଳିକର | ଉପରେ ତେଲ ଦେଇ ମୁସ୍ ମୁସ୍ କରିପାର |