ଉପାଦାନ:୧ କପ୍ ମସୁର ବା ହରଡ ଡାଲି ,୨ ଚାମଚ ତେଲ,ଏକ ଚାମଚ ଜିରା,୩ଟି କଞ୍ଚାଲଙ୍କା,୫ କୋଲା ରସୁଣ ଛେଚା,କଟା ହୋଇଥିବା ମେଥି ଶାଗ ଅଧ କପ୍ ,ଅଳ୍ପ ହଳଦୀ,୧ ଚାମଚ ଲେମ୍ବୁ ରସ ଓ ସ୍ବାଦ ଅନୁସାରେ ଲୁଣ |
ପ୍ରସ୍ତୁତି:
ପାଣିଦେଇ ଡାକିକୁ ଅଧା ସିଝାନ୍ତୁ |କଡେଇରେ ତେଲ ଗରମ କରି ଜିରା ଫୁଟାନ୍ତୁ |କଟା କଞ୍ଚାଲଙ୍କା ଓ ରସୁଣ ୩ ଟା ଓ କଟା ମେଥି ଶାଗକୁ ପକାଇ କିଛି ବ୍ସମୟ ଭାଜନ୍ତୁ |ହଳଦୀ ଗୁଣ୍ଡ ଓ ଲୁଣ ମିଶା ଦିଅନ୍ତୁ |ଏବେ ସିଝା ଡାଲିକୁ ଶାଗରେ ପକାଇ କିଛି ସମୟ ବସାନ୍ତୁ |ବହଳିଆ ହୋଇଯିବା ପରେ ତଳକୁ ଓହ୍ଲାନ୍ତୁ ଓ ପରଷିବା ପୂର୍ବରୁ ଲେମ୍ବୁରସ ମିଶନ୍ତୁ |