
ଉପକରଣ
ବିଲାତି – ୨୫୦ଗ୍ରା୍
ରସୁଣ – ୮କୋଲା
ସୋରିଷତେଲ–୧ ୧/୨ ଚାମଚ
ସୋରିଷ- ୧ ଚାମଚ
ଭୁର୍ସୁଙ୍ଗପତ୍ର – ୧୦-୧୨ଟି
ଲଙ୍କାଗୁଣ୍ଡଚ – ୧ ଚାମଚ
ଲୁଣ- ସ୍ଵାଦାନୁସାରେ
ପ୍ରଣାଳୀ :
ଟମାଟୋକୁ କାଟି ରସୁଣ ମିଶାଇ ଭଲକରି ଗ୍ରାଇଣ୍ଡିଂ କରିଦିଅନ୍ତୁ । କରେଇରେ ତେଲ ଦେଇ ସୋରିଷ ଓ ଦଭୁର୍ସୁଙ୍ଗପତ୍ର ଫୁଟାଇ ବିଲାତି ପକାନ୍ତୁ । ଏଥର ଲୁଣ ଓ ଲଙ୍କାଗୁଣ୍ଡ ମିଶାଇ ୨୦ମିନିଟ୍ ଲଗାତର ଘାଣ୍ଠି କମ୍ ଆଞ୍ଚରେ ରାନ୍ନ୍ତୁ । ଥଣ୍ଡାକରି ୫- ୭ ଦିନଯାଏଁ ଫ୍ରିଜ୍ରେ ରଖି ବ୍ୟବହାର କରିହେବ ।