ସାମଗ୍ରୀ:
( ୨ କପ୍ ମଇଦା, ଅଧକପ୍ ବିରିଡାଲି, ଟିକେ ଅଦା, ଅଧ ଚା ଚାମଚ
ପାନମହୁରି, ୪ଟା କଞ୍ଚାଲଙ୍କା, ଟିକେ ହେଙ୍ଗୁ, ଛାଣିବା ପାଇଁ କିଛି ରିଫାଇନ ତେଲ,
ଦରକାର ମୁତାବକ ଲୁଣ |)
ପ୍ରସ୍ତୁତି : ବିରିକୁ ଭିଜାଇନେଇ ଅଦା, କଞ୍ଚାଲଙ୍କା ପାନମହୁରି ଓ ହେଙ୍ଗୁ
ଦେଇ ଚିକ୍ନକଣ କରି ବାଟି ନିଅ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ବିରି ।
ବଟ୍ରାକୁ ଟିକେ ଭାଜିନିଅ । ଜନ୍ତା ଆଣ ପରି ହୋଇଯିବ । ଲୁଚିରେ ମଖନ ଦଳିଦିଅ ।
ଲୁଚି ଦଳାକୁ ୧୨ଟା ଗୁଳାକରି ବିରି ଜନ୍ତ ନ୍ତାକୁ ମଧ୍ଯ ୧୨ଟା ଗୁଳାକର । ଲୁଚି
ଦଳାକୁ ମଣ୍ଡାପିଠା ଖୋଳପରି କରି ସେଥ୍ରେ ବିରି ଜନ୍ତାକୁ ଦେଇ ଆସ୍ତେ ଆସ୍ତେ
କଚୁଡ଼ି ବେଲିନିଅ । ଏହାକୁ ଆଳୁଦମ୍ କିମ୍ବା ମାଂସ ତରକାରି ସାଙ୍ଗରେ ଖାଇବେ ।