Share Facebook Twitter LinkedIn Pinterest Email ସାମଗ୍ରୀ:ପାଳଙ୍ଗ ଶାଗର ପତ୍ର,ବେସନ ,ପାନି,ସୋରିଷ ତେଲ,ଜିରା,ଲଙ୍କା ମରିଚ ଓ ଲୁଣ | ପ୍ରସ୍ତୁତି: ବେସନରେ ପାଣି ଦେଇ ଲଙ୍କା ,ଜିରା,ଗୋଲମରିଚ,ଲୁଣ ମିଶାଇ ମଧ୍ୟମ ଆକାରରେ କଟାଯାଇଥିବା ପାଳଙ୍ଗ ଶାଙ୍ଗ ପତ୍ର ବୁଡାଇ ଛାଣନ୍ତୁ |ଗରମ ଗରମ ଖାଇଲେ ଭଲ ଲାଗିବ |ସାମାନ୍ୟ ଖାଇବା ସୋଢା ମିଶାଇଲେ ଚଳିବ | × Download Image You need to wait 5 before you can proceed Download Comments comments Best odia Recipe Odia Palanga saga Palanga Saga Odia Recipe