
ସାମଗ୍ରୀ
କଞ୍ଚାକଦଳୀ – ୨ଟା
ଆଳୁ -୨ଟା –
ଜିରା -୧ ଚା ଚାମଚ
ଲାଲଲଙ୍କା – ୨ଟା ୩
ପରିମାଣ ଲୁଣ, ହଳଦୀ
ଭଳା ଜିରାଲଙ୍କା ଗୁଣ୍ଡ – ୧ ଚା ଚାମଚ
ରିଫାଇନ୍ ତେଲ – ୧ ଟେବୁଲ୍ ଚାମଚ
ପ୍ରଣାଳୀ
କଦଳୀ ଓ ଆଳୁ ଚୋପା ଛଡ଼ାଇ ମୋଟା ମୋଟା ଚେକା ଚେକା କାଟ । କରେଇରେ ଏକ କପ୍ ପାଣି ଦେଇ କଦଳୀ ଓ ଆଳୁକୁ ଲୁଣ ଓ ହଳଦୀ ଦେଇ ସିଝାଇ ନିଅ । କରେଇରୁ କାଢ଼ି ରଖ୍ କରେଇକୂ ଧୋଇ ଗରମ କର | ସେଥ୍ରେ ଲାଲ୍ଲଙ୍କା ଓ ଜିରା ଫୁଟାଅ । ସିଝାପରିଚା ଦେଇ ଭଜା ଭଳା କର । ଭଜା ଜିରାଲଙ୍କା ଗୁଣ୍ଡ ଦେଇ ମିଶାଇ ଖାଇବାକୁ ଦିଅ ।