
ସାମଗ୍ରୀ :
ଛୋଟ ଆଳୁ – ୨୫୦
ଧନିଆ ଗୁଣ୍ଡ – ୨ ଟେବୁଲ୍-ଚାମଚ
ଲଙ୍କାଗୁଣ୍ଡ୍ -୧ ଚା ଚାମଚ
ପରିମାଣ ଲୁଣ ଓ ହଳଦୀ
ଫୁଟଣ – ୧ ଚା ଚାମଚ
ରିଫାଇନ୍ ତେଲ -୨ ଟେବୁଲ୍ ଚାମଚ
ପ୍ରଣାଳୀ :
ଛୋଟ ଅଳୁକୁ ଚୋପା ସହ ଛୋଟ ଡୁମୁ ଡୁମୁ କରି କାଟ । ଏହାକୁ ଲୁଣ ହଳଦୀ ଓ ଅଳ୍ପ ପାଣି ଦେଇ ସିଝାଇ ନିଅ । କରେଇରେ ରିଫାଇନ୍ ତେଲ ଗରମ କର । ଫୁଟଣ ଫୁଟାଅ । ସେଥିରେ ଆଳୁ ସିଝା, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଭଜା କର ।