ସାମଗ୍ରୀ : ବଟନ ମଶରୁମ – ୧୫ ରୁ ୨୦ ଖଣ୍ଡ ବାସୁମତି ଚାଉଳ – ୧.୫ କପ ପିଆଜ – ୨ଟି (ମଧ୍ୟମ) ଅଦା – ୧ ଇଞ୍ଚ ରସୁଣ – ୫ କୋଲା କଟା ଧନିଆ ପତ୍ର – ୧/୪ କପ ପୋଦିନା ପତ୍ର – ୧/୪ କପ ବିଲାତି – ୨ଟି ଦହି – ୧ କପ କେଶର – ଚିମୁଟାଏ ଲବଙ୍ଗ – ୪ଟି ତେଜପତ୍ର – ୨ଟି ଗୁଜୁରାତି – ୨ଟି ଅଳେଇଚ – ୨ଟି ଡାଲଚିନି – ୧ ଖଣ୍ଡ ଜାୟତ୍ରୀ ଫଳ – ୧ଟି ତେଲ – ୨ ଚାମଚ ଲଙ୍କା ଗୁଣ୍ଡ – ୨ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ ଗୋଲମରିଚ ଗୁଣ୍ଡ – ୧ ଚାମଚ ଜିରା – ୧/୨ ଚାମଚ ହଳଦୀ ଗୁଣ୍ଡ – ୧/୨ ଚାମଚ ଗରମ ମସଲା ଗୁଣ୍ଡ – ୧/୨…
Author: Suchitra P
ସାମଗ୍ରୀ : ଅଟା-୨ କପ୍ ସୁଜି—୧/୨ କପ୍ ଲୁଣ- ସ୍ଵାଦଅନୁସାରେ ରିଫାଇନ ତେଲ -୫ ଚାମଚ ଉଷୁମ ପାଣି (ଦଳିବା ପାଇଁ) ଯୁଆଣି- ୧ ଚାମଚ କସ୍ତୁରୀ ମେଥି-୩ ଚାମଚ ତେଲ-ଛାଣିବା ପାଇଁ (ସୂର୍ଯ୍ୟମୁଖି ତେଲ ) ପ୍ରଣାଳୀ- ତେଲ ଛାଡ଼ି ବାକି ସବୁ ଜିନିଷ ମିଶାଇ ଦଳନ୍ତୁ । ଓଦା ସଫା କନାରେ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ । ତେଲ ଗରମ କରି ପୁରି ପକାଇ ଛାଣନ୍ତୁ । ହାଲକା ଚଟୁ ମାରି ପୁରିକୁ ଫୁଲାନ୍ତୁ ଓ ସୁନେଲି ରଙ୍ଗ ହେବାଯାଏଁ ଛାଣି ଗରମାଗରମ ଚଟଣି, ମିଠା ଦହି ବା ଛୋଲେ ସହ ପରଶନ୍ତୁ ।
ସାମଗ୍ରୀ : ଚିକେନ୍ – ୫୦୦ ଗ୍ରାମ ( ବୋନ୍ ଲେସ ) ଲଙ୍କା ଗୁଣ୍ଡ – ୨ ଟେବୁଲ ଚାମଚ ହଳଦୀ ଗୁଣ୍ଡ – ୧/୪ ଟେବୁଲ ଚାମଚ ଅଦା-ରସୁଣ ବଟା – ୨ ଟେବୁଲ ଚାମଚ ଗରମ ମସଲା – ୧/୨ ଟେବୁଲ ଚାମଚ ଜିରା ଗୁଣ୍ଡ – ୧/୨ ଟେବୁଲ ଚାମଚ ଗୋଲମରିଚ ଗୁଣ୍ଡ – ୧/୨ ଟେବୁଲ ଚାମଚ ବେସନ – ୨ ଟେବୁଲ ଚାମଚ କର୍ଣଫ୍ଲୋର – ୧ ଟେବୁଲ ଚାମଚ ଅଣ୍ଡା – ୧ ଟି (ଧଳା ଅଂଶ) ତେଲ – ଫ୍ରାଏ କରିବା ପାଇଁ ଭ୍ରୁସଙ୍ଗ ପତ୍ର – ୪ -୬ ଟି କଞ୍ଚା ଲଙ୍କା – ୪ ଟି (ମଝିରୁ କଟା ) ଖାଇବା ସୋଡ଼ା – ଚିମୁଟେ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଗୋଟେ ପାତ୍ର ରେ ଚିକେନ୍ କଟା ନିଅନ୍ତୁ ସେଥିରେ ଲୁଣ ,ଲଙ୍କା ଗୁଣ୍ଡ ,ହଳଦୀ…
ସାମଗ୍ରୀ : ଫୁଲକୋବି ଛୋଟ (୧ଇଞ୍ଚ) କଟା – ୧ କପ୍ ଦହି – ୧ କପ୍ ଶୁଖିଲା ଲଙ୍କା – ୨-୩ଟି ଫୁଟଣ – ୧ ଚାମଚ ଲୁଣ- ସ୍ବାଦାନୁସାରେ ରିଫାଇନ୍ ତେଲ- ୧ଟେବୁଲ ଚାମଚ ଜିରା – ୧ ଚାମଚ ଲଙ୍କାଗୁଣ୍ଡ-୧ ଚାମଚ ହଳଦି – ଟିପେ ଚିନି-୨ ଚାମଚ ଭୂସ୍ତିଙ୍ଗ ପତ୍ର – ୭ – ୮ ଟି ଧଣିଆ ପତ୍ର – ସଜାଇବା ପାଇଁ ପ୍ରଣାଳୀ- ଫୁଲକୋବିକୁ ଗରମ କରି ଲୁଣପାଣିରେ ୫ ମିନିଟ୍ ସିଝାଇ ଛାଣି ରଖନ୍ତୁ । ପ୍ୟାନରେ ତେଲ ଗରମ କରି ଲଙ୍କା, ଫୁଟଣ, ଭୂସ୍ତିଙ୍ଗପତ୍ର ଫୁଟାଇ ପକାଇ ଭାଜନ୍ତୁ । ଦହିରେ ଲୁଣ, ଜିରାଲଙ୍କା ଗୁଣ୍ଡ ଓ ଚିନି ଗୋଳାଇ ରଖନ୍ତୁ । କୋବିରେ ହଳଦୀ ଟିକେ ଦେଇ ଭଲକରି ଭାଜି ଦହିରେ ମିଶାନ୍ତୁ । କଟା ଧନିଆପତ୍ରରେ ସଜାଇ ପରଶନ୍ତୁ ।
ସାମଗ୍ରୀ : ଛୋଟ ଆଳୁ – ୫ ଟି ତେଲ – ୩ରୁ ୪ ଟେବୁଲ ଚାମଚ କଟା ପିଆଜ – ୨ କପ ତେଜ ପତ୍ର – ୩ ଟି ଅଦା ଓ ରସୁଣ ପେଷ୍ଟ – ୧ଟେବୁଲ ଚାମଚ ବିଲାତି – ୨ ଟି ଜିରା ଗୁଣ୍ଡ – ୧/୨ ଚା’ ଚାମଚ ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ ଲାଲ ଲଙ୍କା ଗୁଣ୍ଡ – ୧ ଚା’ ଚାମଚ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଗରମ ମସଲା – ୧/୨ ଚା’ ଚାମଚ ଗୁଜୁରାତି ଗୁଣ୍ଡ – ୧/୪ ଚା’ ଚାମଚ ଡାଲଚିନି ଗୁଣ୍ଡ – ୧/୪ ଚା’ ଚାମଚ କଟା ଧନିଆ ପତ୍ର – ୧ କପ ପ୍ରଣାଳୀ- ପ୍ରଥମେ ଆଳୁ କୁ ସିଝାଇ ଚୋପା ଛଡାଇ ରଖି ଦିଅନ୍ତୁ । ଏବେ ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ…
INGREDIENTS: Bhendi (Ladies Finger) -400 gm Tomato -100gm Piaja (Onion) – 100gm Bhrusanga Patra (Curry Leaves) – 3 sticks Kancha Lanka (Green Chili) – 3, 4 as per taste Rasuna (Garlic) – 15 clove Haladi Gunda (Turmeric Powder) – 1 tsp Sorisha (Mustard Seed) -1 tsp Pana Mahuri (Aniseed) – 1 tsp Biri Dali (Urad Dal) -2 tsp Hengu (Asfoetida) –I pinch Refine Tela (Refined Oil) – 3 tbsp Luna (Salt) – as per taste PREPARATION : Wash the vegetables, cut the ladies finger into 1 inch long pieces. Cut the tomatoes into small cubes and make thin slices…
ସାମଗ୍ରୀ : ଚିକେନ୍ – ୩୦୦ ଗ୍ରାମ୍ (ଛୋଟ ଖଣ୍ଡ) ପୋସ୍ତ ବଟା – ୧୦୦ ଗ୍ରାମ୍ କଞ୍ଚାଲଙ୍କା ବଟା – ୧୦ ଗ୍ରାମ୍ ନଡ଼ିଆ ବଟା – ୧୦୦ ଗ୍ରାମ୍ ଧଣିଆ ପତ୍ର ବଟା – ଅଧକପ୍ ତେଲ – ୧୦୦ ମିଲି ଛୋଟକଟା ପିଆଜ – ୨୦୦ ଗ୍ରାମ୍ ଛୋଟକଟା ଟମାଟୋ – ୧୦ ଗ୍ରାମ୍ ଅଦା-ରସୁଣ ବଟା – ୧୦ ଗ୍ରାମ୍ ତେନ୍ତୁଳି ସସ୍ – ୧୦ ଗ୍ରାମ୍ ଲୁଣ – ସ୍ବାଦାନୁସାରେ ପ୍ରଣାଳୀ- ପ୍ରଥମେ କଢ଼େଇରେ ତେଲ ଗରମ କରନ୍ତୁ । ସେଥିରେ କଟା ପିଆଜ ପକାଇ ପିଆଜକୁ ହାଲକା ବାଦାମି କରି ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଟମାଟୋ, ପୋସ୍ତବଟା, ଲଙ୍କାବଟା, ନଡ଼ିଆବଟା, ଧନିଆପତ୍ର ବଟା, ଅଦା- ରସୁଣ ବଟା ପକାଇ ୭-୮ ମିନିଟ ଯାଏଁ ଲଗାତର ଗୋଳାଇ କଷନ୍ତୁ । ତା’ପରେ ଚିକେନ୍ ଖଣ୍ଡଗୁଡ଼ିକୁ ପକାଇ କଷନ୍ତୁ । ୧୦ ମିନିଟ୍…
ସାମଗ୍ରୀ : ଦୁଧଛେନା – ୩ କପ୍ ମଇଦା – ଅଧା କପ୍ ସିଝା କ୍ଷୀର – ୧ ଲିଟର ଅଜୋଳଇଚ ଦାନ – ୨ ଚାମଚ ଗୁଣ୍ଡ ଦୁଧ (Milk Powder) – ୧/୨ କପ୍ ଚିନି – ୧ କପ୍ ତେଲ – ଛାଣିବା ପାଇଁ ପ୍ରଣାଳୀ : ଛେନା, ମଇଦା, ଗୁଣ୍ଡ ଦୁଧକୁ ହାତରେ ଭଲକରି ଦଳିଦିଅନ୍ତୁ । ସବୁ ଜିନିଷ ଭଲକରି ମିଶିଗଲେ ହାତରେ ଛୋଟ ଛୋଟ ମୋଟା ପେଡ଼ା ସାଇଜରେ କରି ତେଲ ଗରମ କରି ଲାଲ୍ ହେବାଯାଏଁ ଛାଣି ରଖନ୍ତୁ । କ୍ଷୀରକୁ ଅଧା କରି ମାରି ଚିନି ପକାଇ ଭଲକରି ଫୁଟାଇ ଥଣ୍ଡା କରି ରଖନ୍ତୁ । ଏହି ଛଣା ଛେନା ପୁରିକୁ କ୍ଷୀରରେ ପକାଇ ଥଣ୍ଡା କରି ପରଶନ୍ତୁ ।
ସାମଗ୍ରୀ : କ୍ଷୀର – ୧ ଲିଟର ଚିନି – ୧/୪ କପ୍ ସାଫ୍ରନ୍ – ଚିମୁଟାଏ କାଜୁ – ୭ଟି ପିସ୍ତା ବାଦାମ – ୭ଟି ଅଳେଇଚ ଗୁଣ୍ଡ – ଚିମୁଟାଏ ରୋଜ ଏସେନ୍ସ – ୨ ଠୋପା ପ୍ରଣାଳୀ- ଏକ ଓସାରିଆ ନନ୍-ଷ୍ଟିକ୍ ପ୍ୟାନ୍ ରେ କ୍ଷୀର ନିଅନ୍ତୁ । କ୍ଷୀରକୁ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ । କ୍ଷୀର ଭଲଭାବରେ ଫୁଟିଗଲେ, ଏଖକୁ ଧିମା ଆଞ୍ଚରେ ଧୀରେ ଧୀରେ ଫୁଟାନ୍ତୁ । ଏକ ଚାମଚ ରେ ଏହାକୁ ଘାଣ୍ଟି ଚାଲନ୍ତୁ ଯେମିତିକି କ୍ଷୀର ତଳି ନ ଲାଗେ । କ୍ଷୀର ଫୁଟି ଅଧା ହୋଇଗଲେ ଚିନି ମିଶାଇ ୨ ରୁ ୩ ମିନିଟ୍ ଯାଏ ଫୁଟାନ୍ତୁ । ଏହାପରେ ଅଳେଇଚ ଗୁଣ୍ଡ, ସାଫ୍ରନ୍ ଓ ପିସ୍ତା ବାଦାମ ପକାଇ ଫୁଟାନ୍ତୁ । କ୍ଷୀର ଫୁଟି ୨୫୦ ମି.ଲି. ହୋଇଗଲେ ଆଞ୍ଚରୁ ଓହ୍ଲାଇ ଥଣ୍ଡା କରିନିଅନ୍ତୁ । ଥଣ୍ଡା ହୋଇଗଲେ…
ସାମଗ୍ରୀ : ଅଣ୍ଡା – ୩ଟି ତେଲ – ସେକିବାକୁ ବଡ଼ ପିଆଜ – ୨ ଟି (ସରୁ କଟା) କାକୁଡି – ୧ ଟି ଗୋଲମରିଚ ଗୁଣ୍ଡ – ୧/୩ ଚାମଚ ଲୁଣ – ସ୍ବାଦାନୁସାରେ ଚାଟ୍ ମସଲା – ସ୍ବାଦାନୁସାରେ ଲେମ୍ବୁରସ -୧ ଛେଟ ଚାମଚ କଟା ଧନିଆ ପତ୍ର – କିଛି ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍ – ସ୍ୱାଦ ଅନୁସାରେ ରୁଟି ପାଇଁ : ମଇଦା – ୨ କପ୍ ଅଟା – ୧ ଟେବୁଲ-ଚାମଚ ଲୁଣ – ଅଳ୍ପ ପାଣି – ଦଳିବା ପାଇଁ ଦହି – ୧/୨ ଟେବୁଲ-ଚାମଚ ପ୍ରଣାଳୀ- ମଇଦା, ଅଟା, ଲୁଣ, ପାଣି ଓ ଦହି ମିଶାଇ ଭଲକରି ଦଳି ନରମ କରି ୧ ଘଣ୍ଟା ପାଖାପାଖି ଓଦାକନାରେ ଢାଙ୍କି ରଖନ୍ତୁ । ପରେ ରୁଟି ସାଇଜର ଗୁଳା କରି ପତଳା କରି ବେଲି ତାୱା ଉପରେ…