Author: Suchitra P

ଉପକରଣ : ସର ବା କ୍ରିମ୍‌- ୨୫୦ ଗ୍ରାମ୍‌ ମଇଦା -୪ ୧/୨ଚାମଚ ଘିଅ- ଭାଜିବା ପାଇଁ ଚିନି-୧ କପ୍‌ ପାଣି -୧ କପ୍‌ କ୍ଷୀର -୪ ଚାମଚରେ ସାଫରନ୍‌-୧/୪ ଚାମଚ ଅଳେଇଚ ଗୁଣ୍ଡ-୧/୨ ଚାମଚ ଛୋଟକଟା-ବାଦାମ (କାଜୁ, ପିସ୍ତା) ପ୍ରଣାଳୀ : ମଇଦାରେ କ୍ରିମ୍‌ ଓ ପାଣି ମିଶାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ୧ କପ୍‌ ପାଣିରେ ଚିନି ପକାଇ ଲଗାତର ଘାଣ୍ଟି ଅଳ୍ପ ମୋଟା ସିରା ପ୍ରସ୍ତୁତ କରନ୍ତୁ । କ୍ଷୀରରେ ସାଫରନ୍‌ ପକାଇ ଗୋଳାଇ ଅଳ୍ପ ପାଣି ମିଶାଇ ଅଲଗା ରଖନ୍ତୁ । ପ୍ୟାନ୍‌ରେ ଘିଅ ଲଗାଇ ଛୋଟ ଛୋଟ ପିଠା ପରି ପୁଆ ପ୍ରସ୍ତୁତ କରନ୍ତୁ, ଦୁଇପଟ ଲାଲ୍‌ କରି ଭାଜନ୍ତୁ । କେଶର ପାଣିକୁ ସିରାରେ ପକାଇ ରଖନ୍ତୁ । ସର୍ଭ କରିବା ପୁର୍ବରୁ ଚିନିସିରାକୁ ଗରମ କରି ଆବଶ୍ୟକ ମାଲପୁଆକୁ ୩-୪ ମିନିଟ୍‌ ବୁଡ଼ାଇ ପ୍ଲେଟ୍‌କୁ କାଢ଼ି ଉପରୁ ଡ୍ରାଏ…

Read More

ଉପକରଣ : ଗାଜର -୬୦୦ ଗ୍ରାମ୍‌ କ୍ଷୀର -୭୫୦ ମିଲି ଚିନି–୧୫୦ ଗ୍ରାମ୍‌ ଘିଅ ୭୫ ଗ୍ରାମ୍‌ ଅଳେଇଚ ଗୁଣ୍ଡ– ୨ ଚିମୁଟା ପିସ୍ତା – ୨ ଚାମଚ କାଜୁ- ୨ ଚାମଚ କିସ୍‌ମିସ୍‌- ୧ ଟେବୁଲ୍‌-ଚାମଚ ସିଲ୍‌ଭର୍‌ ବର୍କ- ସଜାଇବା ପାଇଁ ପ୍ରଣାଳୀ : ଗାଜରକୁ କୋରି କ୍ଷୀର ସହ ପ୍ୟାନ୍‌ରେ ଦେଇ ଆଞ୍ଚରେ ବସାନ୍ତୁ । ସବୁ କ୍ଷୀର ମରିଗଲେ ଅଳ୍ପ ଅଳ୍ପ କରି ସବୁ ଘିଅ ପକାଇ ଭଲଭାବେ ମିଶି ଲାଲ୍‌ ହେବା ଯାଏଁ ଭାଜନ୍ତୁ । ଶେଷରେ କାଜୁ, କିସ୍‌ମିସ୍‌ ଓ ବାଦାମ ପକାଇ ଆଉ ୧୦ ମିନିଟ୍‌ ଗୋଳାଇ ଭାଜି ପ୍ଲେଟ୍‌କୁ କାଢ଼ନ୍ତୁ । ଉପରୁ ଗୁଜୁରାତି ଅଳେଇଚ ଗୁଣ୍ଡ ଓ ବଳକା କାଜୁ କିସ୍‌ମିସ୍‌ ପକାଇ, ସିଲ୍‌ଭର୍‌ ବର୍କ ଲଗାଇ ସର୍ଭ କରନ୍ତୁ ।

Read More

ସାମଗ୍ରୀ : ଅଣ୍ଡା–୪ଟି ପିଆଜ -୨ଟି ଅଦା-ରସୁଣ ବଟା- ୨ ଚାମଚ ଲଙ୍କା ବଟା-୧ ଚାମଚ ନଡ଼ିଆ / ପୋସ୍ତ ବଟା -୧ ଟେ. ଚାମଚ ଟମାଟୋ ପ୍ୟୁରୀ- ୧/୨ କପ୍‌ ସିଝା ଆଳୁ- ୨ଟି (ଅଣ୍ଡା ସାଇଜ) ଗରମ ମସଲା ଗୁଣ୍ଡ-୧/୨ ଚାମଚ ତେଲ-୫୦ ଗ୍ରାମ୍ ଲୁଣ-ସ୍ୱାଦାନୁସାରେ କଞ୍ଚାଲଙ୍କା -୨ଟି ହଳଦି -୧/୨ଚାମଚ ପ୍ରଣାଳୀ : ଅଣ୍ଡାକୁ ସିଝାଇ ଚୋପା ଛଡ଼ାଇ ହାଲ୍‌କା ଭାଜି ରଖନ୍ତୁ । ଆଳୁକୁ ସିଝାଇ ଚୋପା ଛଡ଼ାଇ ଦୁଇଫାଳ କରି କାଟି ରଖନ୍ତୁ । ପିଆଜ ଓ ଲଙ୍କାକୁ ସରୁ ଲମ୍ବାରେ କାଟି ରଖନ୍ତୁ । କରେଇରେ ତେଲ ଗରମ କରି ଅଦା-ରସୁଣ ବଟା ପକାଇ କଷନ୍ତୁ । ଗନ୍ଧ ଚାଲିଗଲେ ନଡ଼ିଆ ପୋସ୍ତ ବଟା, ଲୁଣ, ହଳଦି ପକାଇ ଆଉ ୩ ମିନିଟ୍‌ ଘାଣ୍ଟି ଟମାଟୋ ପ୍ୟୁରୀ ମିଶାନ୍ତୁ । ୫ ମିନିଟ୍‌ କଷିବା ପରେ ଆଳୁକଟା ଓ ଗରମ ମସଲା ଗୁଣ୍ଡ…

Read More

ସାମଗ୍ରୀ : ସୋୟାବିନ୍‌ ବଡ଼ି- _ ୨ ୦- ୨ ୫ଟି କର୍ଣ୍ଣଫ୍ଲୋର- ୨ ଟେବୁଲ୍‌-ଚାମଚ ହଳଦିଗୁଣ୍ଡ–୧ ଚାମଚ ଲୁଣ -ସ୍ୱାଦାନୁସାରେ ଗୋଲମରିଚ ଗୁଣ୍ଡ -୧/ ଚାମଚ ସୋରିଷ ତେଲ— ୧ ଟେବୁଲ୍‌-ଚାମଚ କଟା ପିଆଜ (ସରୁ ଲମ୍ବା)- ୨ଟି ବଡ଼ କଟା କ୍ୟାପ୍‌ସିକମ୍‌ (ଲମ୍ବା) _୧ଟି ବଡ଼ ଲମ୍ବାକଟା ଟମାଟୋ–୧ଟି ବଡ଼ କଞ୍ଚାଲଙ୍କା କଟା- ୨ ଚା’-ଚାମଚ ରସୁଣ କଟା–୨ ଚାଂ-ଚାମଚ ସରୁ-ଲମ୍ବା-କଟା ଅଦା– ୨ ଚା’-ଚାମଚ ରିଫାଇନ୍‌ ତେଲ— ୧ ଟେବୁଲ୍‌-ଚାମଚ ଲୁଣ-ପରିବା ପାଇଁ ଧନିଆ ଗୁଣ୍ଡ–୧ ଚାମଚ କର୍ଣ୍ଣଫ୍ଲୋର- ୧ ଚାମଚ ପାଣି– ୧/୨ କପ୍ ଗୋଲମରିଚ ଗୁଣ୍ଡ- ୧/୨ ଚାମଚ ଟମାଟୋ ସସ୍‌— ୧ ଟେବୁଲ୍‌-ଚାମଚ ସୋୟା ସସ୍‌-୧/୨ଟେବୁଲ୍‌-ଚାମଚ ଚିଲି ସସ୍‌ -୧/୨ଟେବୁଲ୍‌-ଚାମଚ ପାଣି-୧/୨ କପ୍ ପ୍ରଣାଳୀ : ସୋୟାବିନ୍‌କୁ ଉଷୁମ ପାଣିରେ ୧୫-୨୦ ମିନିଟ୍‌ ବତୁରାଇ ଚିପୁଡ଼ି କାଢ଼ନ୍ତୁ । ଗୋଟିଏ ପାତ୍ରରେ ସୋୟାବିନ୍‌ ସହ କର୍ଣ୍ଣଫ୍ଲୋର, ହଳଦି, ଲୁଣ, ଗୋଲମରିଚ ଗୁଣ୍ଡ ଓ…

Read More

ସାମଗ୍ରୀ : ପାଚିଲା କଖାରୁ -୨ ୫୦ ଗ୍ରାମ୍‌ ନଡ଼ିଆ କୋରା- ୧/୨ କପ୍‌ କଖାରୁ ବଡ଼ି- ୧୦ଟି ସୋରିଷ ତେଲ-୧ ଟେବୁଲ୍‌ ଚାମଚ ପଞ୍ଚ ଫୁଟଣ–୧ ଚାମଚ ହଳଦି ଗୁଣ୍ଡ–୧ ଚାମଚ ଜିରା ଗୁଣ୍ଡ– ୧ ଚାମଚ ` ଲଙ୍କାଗୁଣ୍ଡ– ୧ ଚାମଚ ଚିନି- ୧ ଟେବୁଲ୍‌-ଚାମଚ ତେନ୍ତୁଳି ମଣ୍ଡ- ୧ ଟେବୁଲ୍‌ ଚାମଚ . ଭୁର୍ସୁଙ୍ଗ ପତ୍ର -୧୨-୧୫ଟି ପ୍ରଣାଳୀ : କଖାରୁକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । କରେଇରେ ତେଲ ପକାଇ ବଡ଼ି ଭାଜି ରଖନ୍ତୁ । ପୁଣି ୧ ଚାମଚ ତେଲ କରେଇରେ ଦେଇ ଶୁଖିଲା ଲଙ୍କା, ଫୁଟଣ ଓ ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ଫୁଟିଗଲେ କଖାରୁ ପକାଇ ୨-୩ ମିନିଟ୍‌ ଭାଜନ୍ତୁ । ତା ପରେ ହଳଦି, ଜିରା, ଲଙ୍କାଗୁଣ୍ଡ ଚିନି ପକାଇ ଘୋଡ଼ାଇଦିଅନ୍ତୁ । ୫ ମିନିଟ୍‌ ପରେ କଖାରୁ ନରମ ହୋଇଗଲେ…

Read More

Ingrdints: Fresh cauliflower– (cut to large size) Cornflour- 4 tablespoons Salt — to taste Oil — to filter Chili sauce – 2 tablespoons Tomato Sauce-2 tablespoons Soy sauce — 1 teaspoon Ajino Moto — 1 Chutki Red chilli powder – 1 teaspoon Method: Wash and clean the cabbage and soak it in salt water for 10 minutes. Add the rest and bring in the necessary water (thin to medium). Heat oil in a skillet and reduce heat. Roll the cabbage into the mixture and fry in a medium heat. Sprinkle a little bit of salt on top.

Read More

ସାମଗ୍ରୀ : ସୋୟାବିନ୍‌ ମଞ୍ଜି–ଅଧାଗିନା ଗଜାମୁଗ- ୨ ବଡ଼ ଚାମଚ କଦୁକସ୍‌କରା ଅଦା – ୧ ଚାମଚ କଟା ଲଙ୍କା -୨ଟି ରସୁଣ ଛେଚା -୩ କୋଲି ହଳଦି- ୧/୪ଚାମଚ ଗରମ ମସଲା- ୧/୨ ଚାମଚ ରାଇ-୧ ଚାମଚ ଲୁଣ–ସ୍ୱାଦାନୁସାରେ ଟମାଟୋ ( ମଞ୍ଜ କାଢ଼ି କଟା ହୋଇଥବା)- ୧ଟି ଲେମ୍ବୁରସ— ୧ ଚାମଚ ରିଫାଇନ୍‌- ୧ ଚାମଚ ପ୍ରଣାଳୀ : ରାତିସାରା ସୋୟାବିନ୍‌କୁ ବତୁରାଇ ରଖନ୍ତୁ । ସକାଳୁ ଗୋଟିଏ ସିଟି ମଧ୍ୟମ ଆଞ୍ଚରେ ମାରି ପାଣି କାଢ଼ି ରଖନ୍ତୁ । `ପ୍ୟାନ୍‌ରେ ତେଲ ପକାଇ ରାଇ ପକାଇ ଫୁଟିଲେ ଅଦା, ରସୁଣ, ଲଙ୍କା ପକାଇ ୧ ମିନିଟ୍‌ ଭାଜନ୍ତୁ । ହଳଦିଗୁଣ୍ଡ ପକାଇ ଗଜାମୁଗ ମିଶାନ୍ତୁ ଓ ୨ ବଡ଼ ଚାମଚ ପାଣି ଦେଇ ମୁଗ ନରମିବାଯାଏଁ ସିଝାନ୍ତୁ । ସିଝିଗଲେ ସୋୟାବିନ୍‌ ପକାଇ ପାଣି ମାରିନିଅନ୍ତୁ । ଟମାଟୋ, ପିଆଜ ଓ ଲେମ୍ବୂରସ ଦେଇ ଗୋଳାଇ ଉପରୁ…

Read More

ଉପକରଣ : ଭେଣ୍ଡି–୫୦୦ ଗ୍ରାମ୍‌ କୋରା ନଡ଼ିଆ -୧ କପ୍‌ ପାଣି-୧/୨କପ୍‌ କ୍ଷୀର -୧/୨କପ୍‌ କାଜୁବଟା- ୧ ଟେବୁଲ୍‌ ଚାମଚ ତେଲ- ୨ ଚାମଚ ଭେଣ୍ଡି ଛାଣିବାକୁ- ତେଲ ଲାଲ୍‌ ଲଙ୍କା-୨ଟା ସୋରିଷ–୧ ଚାମଚ ଜିରା–୧ ଚାମଚ କଟା ପିଆଜ-୧/୨କପ୍‌ କଟା ଟମାଟୋ-୧ କପ୍‌ ଲଙ୍କାଗୁଣ୍ଡ–୧ ଚାମଚ ଚାଟ୍‌ ମସଲା- ୧ ଚାମଚ ବିରିଡାଲି- ୪ ଚାମଚ ଦହି (ଫେଣ୍ଟା) -୧/୨କପ୍‌ ପାଣି -୧ କପ୍‌ ଭୁର୍ସୁଙ୍ଗ ପତ୍ର- ଅଳ୍ପ ଲୁଣ–ସ୍ୱାଦାନୁସାରେ ସଜାଇବା ପାଇଁ -କୋରା ନଡ଼ିଆ, ଧନିଆ ପତ୍ର ପ୍ରଣାଳୀ : ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍‌ର କାଟି ତେଲରେ ଛାଣି ପେପର୍‌ରେ କାଢ଼ି ରଖନ୍ତୁ । କରେଇରେ ୨ ଚାମଚ ତେଲ ଦେଇ ଲଙ୍କା,ସୋରିଷ, ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍‌ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ଚାଟ୍‌ ମସଲା, ଲୁଣ ପକାଇ ଭଲକରି ମିଶାନ୍ତୁ…

Read More

ଉପକରଣ : ଆଳୁ- ୫୦୦ ଗ୍ରାମ୍‌ ଦହି- ୧୫୦ ଗ୍ରାମ୍‌ ପିଆଜ–୧ଟି ଲଙ୍କା– ୬ଟି ଅଦା–୧ ଇଞ୍ଚ ଶୁଖିଲା ଲଙ୍କା ୨ଟି ଗୋଲମରିଚ-୧ ଚାମଚ ଘିଅ–୩ ଚାମଚ ଜିରା -୧ ଚାମଚ ଭୁର୍ସୁଙ୍ଗ ପତ୍ର- ୬ଟି ରସୁଣ ବଟା-୧ ଚାମଚ ହଳଦି-୧/୨ଚାମଚ ଲୁଣ ଓ ଧନିଆ ପତ୍ର ପ୍ରଣାଳୀ : ଆଳୁରୁ ଚୋପା ଛଡ଼ାଇ ଲୁଣ ପାଣିରେ ସିଝାଇ ୪ ପିସ୍‌ରେ କାଟି ରଖନ୍ତୁ । ଦହି ଫେଣ୍ଟି ରଖନ୍ତୁ । ଅଦା, ଲଙ୍କା ଓ ପିଆଜକୁ କାଟି ରଖନ୍ତୁ । ଶୁଖିଲା ଲଙ୍କା ଓ ଗୋଲମରିଚକୁ ଗୁଣ୍ଡ କରନ୍ତୁ । କରେଇରେ ଘିଅ ଗରମ କରନ୍ତୁ ଓ ଜିରା, ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ପରେ ପିଆଜ, ଅଦା ଓ କଟା ଟଙ୍କା ପକାଇ ପିଆଜ ଗରମ ହେବାଯାଏଁ ଭାଜନ୍ତୁ । ଏଥର ରସୁଣ ବଟା ଓ ହଳଦି ପକାଇ ୫-୬ ମିନିଟ୍‌ ଭାଜନ୍ତୁ । ଆଳୁ ଓ…

Read More

ସାମଗ୍ରୀ : ଦେଶୀ ମୁଗଡାଲି ଭଜା- ୧ କପ୍‌ କଞ୍ଚା କଦଳୀ-୧ଟି ସାରୁ ୨ କପ୍‌ (କଟା) ` କଖାରୁ -୧ କପ୍‌ (କଟା) ଲୁଣ- ସ୍ୱାଦାନୁସାରେ ଭଜା ଜିରା-ଲଙ୍କା ଗୁଣ୍ଡ ସଜକୁଟା ୧ ଚାମଚ ହଳଦି ଗୁଣ୍ଡ–୧ ଚାମଚ ଖମ୍ବଆଳୁ -୧ କପ୍‌ (କଟା) ଓଉ-୧/୨ କପ୍‌ (କଟା) ଜିରା–୧ ଚାମଚ ଘିଅ -୨ ଚାମଚ ତେଜପତ୍ର -୨ଟି ପ୍ରଣାଳୀ : ପରିବା ସବୁ ଏକା ସାଇଜ୍‌ରେ କାଟି ରଖନ୍ତୁ । ମୁଗଡାଲିକୁ ୧୫ ମିନିଟ୍‌ ବତୁରାନ୍ତୁ । କୁକର୍‌ ଗରମ କରି ଘିଅ ଦିଅନ୍ତୁ । ତେଜପତ୍ର, ଶୁଖୁଲା ଲଙ୍କା, ଜିରା ପକାଇ ଫୁଟାନ୍ତୁ । ପରିବା ପକାଇ ( ପ୍ରଥମେ ଓଉ ଓ ସାରୁ) ୩ ମିନିଟ୍‌ ଟିକେ ଭାଜନ୍ତୁ । ଲାଳ କମିଗଲେ ଅନ୍ୟ ପରିବା ପକାଇ ୫ ମିନିଟ୍‌ ଭାଜି ଡାଲି ଧୋଇ ପକାନ୍ତୁ । ହଳଦି, ଲୁଣ ପକାଇ ଡାଲି ଓ ପରିବା…

Read More