Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Odia Recipe Potala Piaja Recipe
    Odia Curry Recipe

    Odia Recipe Potala Piaja Recipe

    lizaBy lizaAugust 3, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Potala Piaja Rasa
    Potala Piaja Rasa
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ପୋଟଳ ଅଧକେଜି
    ପିଆଜ ଚଉଠ କେଜି
    ରସୁଣ ୨ କୋଲା
    ହଳଦୀ
    ଲଙ୍କା,ଢାଲଚିନି ଏବଂ ଲୁଣ |

    ପ୍ରଣାଳୀ– ପ୍ରଥମେ ପୋଟଳକୁ ଛାଞ୍ଚି ଦୁଇଥର କରି କାଟି ରଖନ୍ତୁ | ଅଧାପିଆଜ ସରୁ ଲମ୍ବା ଲମ୍ବ କରି କାଟନ୍ତୁ ଓ ବାକି ଅଧକ ରସୁଣ, ଲଙ୍କା, ଡାଲଚିନି ସହ ବାଟିନିଅନ୍ତୁ | ପ୍ରଥମେ ତେଲ ଫୁଟିଲେ ପିଆଜ କଟା ଓ ପୋଟଳ ଲୁଣ ହଳଦୀ ଦେଇ ଭାଜନ୍ତୁ । ଅଧାଭଜା ହୋଇଗଲେ ସେଥିରେ ବଟା ମସଲାକୁ ପକାଇ ସିମ୍‌ରେ ଢାଙ୍କୁଣି ଦେଇ ଘୋଡାଇ ରଖନ୍ତୁ । ଭାଜିହେଲାବେଳକୁ ୨ ଚାମଚ ଦୁଧ ଓ ୧ ଚାମଚ ଗୁଆଘିଅ ଦେଇ ଗୋଳେଇ ନିଅନ୍ତୁ । କାଚ଼ୁ, କିସ୍‌ମିସ୍‌ ଥିଲେ ଭାଜି ଦେଇପାରନ୍ତି ।

    Odia Recipe Potala Piaja Recipe Potala Piaja Recipe Potala Piaja Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Odia Tasty Recipe Machha Ghanta

    November 12, 2023

    Odia Tasty Recipe Pomfret Roast

    November 4, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.