Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Veg Recipe»Odia Recipe Gota Baigana
    Veg Recipe

    Odia Recipe Gota Baigana

    lizaBy lizaJuly 29, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Gota Baigana
    Gota Baigana
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ବାଇଗଣ ୧୦ଟି
    ବୁଟଡାଲି ୪ଚାମଚ
    ଚୋପାଛଡା ବିରିଡାଲି ୨ ଚାମଚ
    ମେଥି ୨ଚାମଚ୍
    ବେସନ
    ଚାଉଳଚୁନା
    ଜିରା
    ଲୁଣ
    ହଳଦୀ
    ଶୁଖିଲା ଲଙ୍କା
    ପରିମାଣ ଅନୁଯାୟୀ ତେଲ ।

    ପ୍ରଣାଳୀ– ପ୍ରଥମେ ବାଇଗଣକୁ ମଝିଫାଳ କରି ଲୁଣ ପାଣିରେ ସିଝେଇ ନିଅନ୍ତୁ । ଭିତର ଅଂଶ ଚାମଚରେ ଆସ୍ତେ କୋରି ନିଅନ୍ତୁ । ମେଥି, ବୁଟଡାଲି, ବିରିଡାଲି, ଜିରା, ଲଙ୍କା ଭାଜି ଗୁଣ୍ଡ କିରିନିଅନ୍ତୁ । ଏହିଗୁଣ୍ଡ ସହିତ ବାଇଗଣ ଭିତର ଅଂଶ ଚକଟନ୍ତୁ । ଆଳୁଚକଟା ମିଶେଇପାରନ୍ତି । ବାଇଗଣ ଭିତରେ ଏହି ପୁର ଦେଇ ବେସନ ବୁଡେଇ ତାୱ୍ଵାରେ ସିମ୍‌ରେ ଭାଜନ୍ତୁ । ଏଥରେ କମ୍‌ ତେଲ ଖର୍ଚ୍ଚହୁଏ । ରୁଚି ଅନୁଯାୟୀ ଏଇ ସୂର ସାମାନ୍ୟ ତେନୁଳି ରସ ଦେଇପାରନ୍ତି ।

    Gota Baigana Odia Recipe Odia baigana Recipe Odia Recipe Gota Baigana
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Odia Baigana Chingudi

    October 1, 2023

    Odia Recipe Bhendi Masala

    July 28, 2023

    ଗାଜର ହାଲୱା

    March 31, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.