ପ୍ରସ୍ତୁତି ସାମଗ୍ରୀ– ପୋଟଳ ୨୫୦ଗ୍ରାମ
ଜିରା ୧ଚାମଚ
ଅଦାବଟା
9 ଚାମଚ
ଦହି ୧କପ୍
ଶୁଖିଲାଲଙ୍କା ବଟା ୧ ଚାମଚ
ଧନିଆପତ୍ର
ସୋରିଷ ତେଲ
ଲୁଣ, ଚିନି ପରିମାଣ ଅନୁଯାୟୀ ।
ପ୍ରଣାଳୀ– ଗୋଟା ପୋଟଳ ଦୁଇ ମୁଣ୍ଡିପାଖ କାଟିନେବେ । ତେଲରେ ପୋଟଳଗୁଡିକ ଭାଜିନେବେ । ତେଲ ଓ ଫୁଟଣ ଫୁଟେଇ ବଟା ମସଲା ପକେଇ ଟିକିଏ ଘାଣ୍ଟିନେବେ । ତା’ପରେ ଦହି, ଚିନି ପକେଇବେ । ତା’ପରେ ପୋଟଳ ପକେଇ ଧନିଆପତ୍ର କଟାଦେଇ ଓହ୍ଲାଇନେବେ ।