Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Veg Recipe»ମନ୍ଦିର ଡାଲମା
    Veg Recipe

    ମନ୍ଦିର ଡାଲମା

    lizaBy lizaMarch 29, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Mandira dalma
    Mandira dalma
    Share
    Facebook Twitter LinkedIn Pinterest Email
    Mandira dalma
    Mandira dalma
    ସାମଗ୍ରୀ:
    ମୁଗଡାଲି-୧/୨ କପ୍
    ହରଡ ଡାଲି-୧/୨ କପ୍
    ବୁଟଡାଲି-୧/୨ କପ୍
    ଗଜାମୁଗ-୧/୩ କପ୍
    ନାଲିଚନା-୧/୩ କପ୍
    ନଡିଆ କୋରା-୧ କପ୍
    ଲୁଣ-ସ୍ୱାଦାନୁସାରେ
    ହଳଦି- ୧ ପୂରା ଚାମଚ
    ଜିରା-୧ ଚାମଚ
    ଲଙ୍କା- ୪-୫ ଟି
    ଫୁଟଣ-୧ ଚାମଚ
    କଖାରୁ(ବଡ କଟା) -୧ କପ୍
    କଦଳୀ (ବଡ କଟା )-୧କପ୍
    ମାଟିଆଳୁ (ବଡ କଟା )-୧ କପ୍
    କଟା ଆଳୁ -ଟିରେ
    ଓଉ (ବା) ଟମାଟୋ କଟା -୧ କପ୍
    ବାଇଗଣ (ବଡ କଟା) -୨ ଟି
    ତେଜପତ୍ର-୨ଟି
    ଅଦା ଛେଚା-୧ ଟେବୁଲ୍-ଚାମଚ
    ଜିରା-ଲଙ୍କା ଗୁଣ୍ଡ-୧ ଚାମଚ
    ହେଙ୍ଗୁ-୧ ଚାମଚ
    ତେଲ-୧୦୦ ମିଲି
    ପ୍ରଣାଳୀ:
    ବଡ ଡେକ୍‌ଚିରେ ଡାଲି ଧୋକା ୩ ପ୍ରକାର ଡାଲି, ପରିବା ,ଲୁଣ,ହଳଦି ,ତେଜପତ୍ର ଓ ପାଣି ଦେଇ ସିଝାଇ ରଖନ୍ତୁ ( ସିଝିଯିବ ;କିନ୍ତୁ ପରିବା, ଖଣ୍ଡ ଖଣ୍ଡ ଥିବ ) | ଏଥର ଆଉ ଏକ କରେଇରେ ତେଲ ଗରମ କରି ହେଙ୍ଗୁ ପକାନ୍ତୁ | ତେଜପତ୍ର,ଶୁଖିଲା ଲଙ୍କା ,ରିଜା ଓ ଫୁଟଣ ଫୁଟାନ୍ତୁ | ଏଥର ଅଦା ଛେଚା ପକାଇ ୭-୧୦ ମିନିଟ୍ ଭାଜନ୍ତୁ | ଗଜାମୁଗ ଓ ବୁଟ ପକାଇ ଆଉ ୩-୪ ମିନିଟ୍ ଭାଜି ସିଝା ଡାଲି ଓ ପରିବା ମିଶାନ୍ତୁ | ଫୁଟିଗଲେ ଉପରୁ ଜିରା-ଲଙ୍କା ଗୁଣ୍ଡ ଓ ନଡିଆ କୋରା ପକାଇ ଘୋଡାଇଦିଅନ୍ତୁ | ୧୦ ମିନିଟ୍ କମ୍ ଆଞ୍ଚରେ ରଖି ତାପରେ ଖୋଲି ବାଢନ୍ତୁ |
    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.