Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଘିଅ ଭାତ/Ghee Rice
    Odia Recipe

    ଘିଅ ଭାତ/Ghee Rice

    Suchitra PBy Suchitra PDecember 30, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    ghee-rice-recipe-
    ghee-rice-recipe-
    Share
    Facebook Twitter LinkedIn Pinterest Email
    ghee-rice-recipe-
    ghee-rice-recipe-

    ସାମଗ୍ରୀ :

    • ଚାଉଳ – ୨ କପ
    • କାଜୁ – ୧୦ରୁ ୧୫ ଟି
    • କିସମିସ – ୧୦ରୁ ୧୫ ଟି
    • ଘିଅ – ୨ ଟେବୁଲ ଚାମଚ
    • ଜିରା – ୧ ଚା’ ଚାମଚ
    • ତେଜ ପତ୍ର – ୨ରୁ ୩ ଟି
    • ଲେମ୍ବୁ ରସ – ୨ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    ପ୍ରଥମେ ଚାଉଳରେ ଟିକିଏ ଲୁଣ ପକାଇ ଭାତ ରାନ୍ଧନ୍ତୁ । ଭାତ ଟିକିଏ ଟାଣ ରହିବ ଉଚିତ । ଏହାପରେ ଭାତକୁ  ଛାଣି ଆଉ ଏକ ପାତ୍ରରେ କାଢି ରଖନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ସେଥିରେ ତେଜ ପତ୍ର , କାଜୁ ଓ ଜିରା ପକାଇ ଭାଜନ୍ତୁ । ଜିରା ଫୁଟିଆସିଲେ କିସମିସ ପକାନ୍ତୁ ଓ ଆଞ୍ଚ ବନ୍ଦ କରନ୍ତୁ । ଭାତରେ ଲେମ୍ବୁରସ ପକାଇ ଭଲଭାବରେ ମିଶାନ୍ତୁ । ପୂର୍ବରୁ ଭଜାହୋଇ ରହିଥିବା ସାମଗ୍ରୀକୁ ଆଉଥରେ ମିଶାଇ ଗରମ ଗରମ ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.