Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ଜୁଆଣି ମେଥି ପୁରି/Juani Methi Puri
    Breakfast

    ଜୁଆଣି ମେଥି ପୁରି/Juani Methi Puri

    Suchitra PBy Suchitra PDecember 27, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Juani Methi Puri
    Juani Methi Puri
    Share
    Facebook Twitter LinkedIn Pinterest Email
    Juani Methi Puri
    Juani Methi Puri

    ସାମଗ୍ରୀ :

    • ଅଟା-୨ କପ୍
    • ସୁଜି—୧/୨ କପ୍
    • ଲୁଣ- ସ୍ଵାଦଅନୁସାରେ
    • ରିଫାଇନ ତେଲ -୫ ଚାମଚ
    • ଉଷୁମ ପାଣି (ଦଳିବା ପାଇଁ)
    • ଯୁଆଣି- ୧ ଚାମଚ
    • କସ୍ତୁରୀ ମେଥି-୩ ଚାମଚ
    • ତେଲ-ଛାଣିବା ପାଇଁ (ସୂର୍ଯ୍ୟମୁଖି ତେଲ )

    ପ୍ରଣାଳୀ-

    ତେଲ ଛାଡ଼ି ବାକି ସବୁ ଜିନିଷ ମିଶାଇ ଦଳନ୍ତୁ । ଓଦା ସଫା କନାରେ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ । ତେଲ ଗରମ କରି ପୁରି ପକାଇ ଛାଣନ୍ତୁ । ହାଲକା ଚଟୁ ମାରି ପୁରିକୁ ଫୁଲାନ୍ତୁ ଓ ସୁନେଲି ରଙ୍ଗ ହେବାଯାଏଁ ଛାଣି ଗରମାଗରମ ଚଟଣି, ମିଠା ଦହି ବା ଛୋଲେ ସହ ପରଶନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.