Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ସମ୍ବର/Sambar
    Odia Curry Recipe

    ସମ୍ବର/Sambar

    Suchitra PBy Suchitra PNovember 30, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    sambar-recipe
    sambar-recipe
    Share
    Facebook Twitter LinkedIn Pinterest Email
    sambar-recipe
    sambar-recipe

    ସାମଗ୍ରୀ :

    • ହରଡ଼ ଡାଲି – ୨ କପ
    • ସମ୍ବର ମସଲା – ୪
    • କଟା ବାଇଗଣ (ଛୋଟ ପିସ ) – ୧ କପ
    • କଟା ଆଳୁ ( ଛୋଟ ପିସ ) – ୧ କପ
    • କଟା ପିଆଜ – ୧/୨ କପ
    • କଟା ଭେଣ୍ଡି – ୧୦-୧୨ ଟି
    • କଟା ବୋଇତାଳ – ୧/୨ କପ
    • କଟା ସଜନା ଛୁଇଁ(୩ ଇଞ୍ଚ ) – ୧୦-୧୨ ଟି
    • ତେନ୍ତୁଳି ରସ – ୨ ଟେବୁଲ ଚାମଚ କିମ୍ବା ସ୍ୱାଦ ଅନୁସାରେ
    • ଘିଅ – ୩ ଟେବୁଲ ଚାମଚ
    • ସୋରିଷ – ୧ ଚା’ ଚାମଚ
    • ଭୁର୍ସୁଙ୍ଗା ପତ୍ର – ୮-୧୦ ଟି
    • ଶୁଖିଲା ଲଙ୍କା – ୩ ଟି
    • କଟା ଧନିଆ ପତ୍ର – ୧/୪ କପ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    କରେଇରେ ବେଶୀ ପାଣି ଦେଇ ଡାଲି ଓ ସମ୍ବର ମସଲା କୁ ପକାଇ ସିଝାନ୍ତୁ । ଡାଲି ଭଲଭାବରେ ସିଝିବା ପରେ ତେନ୍ତୁଳି ରସ ପକାଇ ଭଲଭାବରେ ମିଶାନ୍ତୁ । ଏବେ ଆଳୁ ପକାଇ ଅଳ୍ପ ନରମ ହେବାଯାଏ ସିଝାନ୍ତୁ । ତାପରେ କଟା ପିଆଜ ଓ ସବୁ ପରିବାକୁ ପକାନ୍ତୁ । ସବୁ ସିଝି ଗଲାପରେ ଓହ୍ଳାନ୍ତୁ । ଏକ ତଡକା ପ୍ୟାନ କିମ୍ବା କରେଇ ଗରମ କରନ୍ତୁ । ସେଥିରେ ଘିଅ ଗରମ କରି ସୋରିଷ, ଭୁର୍ସୁଙ୍ଗା ପତ୍ର ଓ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ । ପରେ ଏହାକୁ ସିଝା ଡାଲିରେ ପକାଇ ମିଶାନ୍ତୁ । ଏବେ ସମ୍ବରରେ ଧନିଆ ପତ୍ର ସଜାଇ ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.