Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Raga Khata Soup Recipe
    Odia Recipe

    Raga Khata Soup Recipe

    lizaBy lizaDecember 19, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Raga Khata Soup
    Raga Khata Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ-

    ୧/୨ କପ୍‌ ଗାଜର କୋରା
    ୧/ ୨ କପ୍‌ ବନ୍ଧାକୋବି କୋରା
    ୫/୬ଟା ମସରୁମ୍‌ (ଛୋଟକଟା)
    ୬/୭ଟା ବିନ୍ସ୍(ଛୋଟ କଟା)
    ୧/ ୨ କପ୍‌ ପିଆଜ ସଣ୍ଢା (କଟା)
    ୧ ଟା ସିମ୍ଲାମିର୍ଚ ( ଛୋଟକଟା)
    ୪/୫ ପାଖୁଡା ରସୁଣ
    ୧/୨ ଚାମଚ ଅଦା ଛେଚା
    ଭେଜିଟେବଲ୍‌ ଷ୍ଟକ୍‌/ଚିକେନ ଷ୍ଟକ୍- ୬କପ୍
    ୩ ଟେବଲ ଚାମଚ କର୍ନଫ୍ଲୋର
    ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ
    ୨ ଟେବଲ୍‌ ଚାମଚ ତେଲ,
    ୧/ ୪ଚାମଚ ଅଜିନୋମୋଟ
    ୨ଟେବଲ୍‌ ଚାମଚ୍‌ ସୋୟା ସସ୍‌
    ୨ ଟେଚଲ୍‌ ଚାମଚ୍‌ ଗ୍ରୀନ୍‌
    ଚିଲି ସସ୍‌
    ୨ ଟେବଲ୍‌ ଚାମଚ ଭିନେଗାର

    ପ୍ରଣାଳୀ– କରେଇରେ ତେଲ ଗରମ କରି ପିଆଜ ସଣ୍ଢାର ଧଳା ଅଂଶ, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ । ୧ ମିନିଟ୍‌ ପରେ ସବୁ ପରିବା କଟା ଦେଇ ତେଜ ଆଞ୍ଚରେ ୨-୩ମିନିଟ୍‌ ଭାଜରୁ | ଏଥର ଭେଜିଟେବଲ୍‌ ଷ୍ଟକ୍‌ କିମ୍ବା ଚିକେନ୍‌ ଷ୍ଟକ୍‌ ଦିଅନ୍ତୁ । ସୁପ ଫୁଟିଲେ କର୍ନଫ୍ଲୋରେ୍‌ରେ ୧/ ୨ କପ୍‌ ଥଣ୍ଡାପାଣି ଦେଇ ମିଶ୍ରଣ ତିଆରି କରନ୍ତୁ ଓ ସୁପ୍‌ରେ ମିଶାନ୍ତୁ । ଭଲ୍‌ କରି ଗୋଳାନ୍ତୁ । ସୁପ୍‌ ଗାଢା ହେଲେ ଭିନେଗାର, ଗ୍ରୀନ୍‌ ଚିଲି ସସ୍‌, ସୋୟା ସସ ଦିଅନ୍ତୁ ¦ ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ ଦିଅନ୍ତୁ । ପିଆଜ ସଣ୍ଢା ପତ୍ର କଟା ଦେଇ ଗରମ ପରଷଡ୍ତୁ । ଚିଲି ଅଏଲ୍‌- ୧ ଚାମଚ ଗରମ ତେଲରେ ୧ଚାମଟ ନାଲି ଲଙ୍କା ଗୁଣ୍ଡ ଦିଅନ୍ତୁ । ଏହି ତେଲକୁ ସୁପ୍‌ରେ ମିଶାନ୍ତୁ । ଏପରି କଲେ ସୁପ୍‌ର ସ୍ଵାଦ ବଢିଯାଏ ।

    Best Recipe Odia Recipe Raga Khata Soup soup Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.