Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Butter Mussroom Soup Recipe
    Odia Recipe

    Odia Butter Mussroom Soup Recipe

    lizaBy lizaDecember 14, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Butter Mussroom Soup
    Butter Mussroom Soup
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ୨ କପ୍‌ କଟା ଛତୁ
    ୨ ଚାମଚ ବଟର
    ୧ ଚାମଚ କଟା ରସୁଣ
    ୧ ଚାମଚ ଫ୍ରେଶ୍‌ କ୍ରିମ୍‌
    ୨ ଚାମଚ କଟା ପିଆଜ
    ୧ କପ୍‌ କଟା ସିଝାଆଳୁ
    ୧ ଚାମଚ ଗୁଣ୍ଡ ଗୋଲମରିଚ
    ୧ କପ୍‌ କ୍ଷୀର
    ସଜାଇବା ପାଇଁ ଧନିଆପତ୍ର ଏବଂ ସ୍ଵାଦ ଅନୁଯାୟୀ ଲୁଣ

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ବଟର ପକାଇ କଟା ରସୁଣ ଓ ପିଆଜ ତା’ପରେ କଟା ଛତୁ ଓ କଟା ଆଳୁ ଭାଜନ୍ତୁ । ୨ ମିନିଟ୍‌ ପରେ ଅଧା କପ୍‌ ପାଣି ସିଝାନ୍ତୁ। ସିଝିଗଲେ ଗ୍ରାଇଣ୍ଡ କରି ଛାଣି ଦିଅନ୍ତୁ | ଅନ୍ୟ ଗୋଟିଏ ପାତ୍ରରେ ବଟର ଗରମ କରି ପ୍ୟୁରୀକୁ ଢ଼ାଳି ଫୁଟାନ୍ତୁ । ସେଥୁରେ କ୍ଷୀର, କ୍ରିମ୍‌ ଓ ଗୁଣ୍ଡ ଗୋଲମରିଚ ପକାଇ ୨/୩ ମିନିଟ୍‌ ଫୁଟିବାକୁ ଛାଡ଼ିଦିଅନ୍ତୁ । ଶେଷରେ ଗୋଟିଏ ପାତ୍ରରେ ଢାଳିଦିଅନ୍ତୁ ଏବଂ ଉପରେ କଟା ଧନିଆପତ୍ର ଓ କ୍ରିମ୍‌ ପକାଇ ଗରମ ଗରମ ପରିବେଷଣ କରନ୍ତୁ ।

    Mussroom Soup Odia Butter Mussroom Soup
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.