Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Anda Amlet
    Odia Recipe

    Odia Recipe Anda Amlet

    lizaBy lizaNovember 13, 2023Updated:November 13, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Anda Amalet
    Anda Amalet
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୨ ଟା ଅଣ୍ଡା,
    ୧ ଗୋଟି ପିଆଜ
    ୪ ପାଖୁଡା ରସୁଣ
    ଚଉଠ ଇଞ୍ଚ ଅଦା
    ୨ ଟା ଶୁଖିଲା ଲଙ୍କା
    ୨ ଟା କଞ୍ଚା ଲଙ୍କା
    ଅଳ୍ପ ଜିରା
    ଅଳ୍ପ ଧନିଆ
    ଚଉଠ ଚାମଚ ପୋସ୍ତ
    ଚଉଠ ଚାମଚ ମସଲାଗୁଣ୍ଡ
    ୪ ଚାମଚ ଘିଅ
    ୪ ଚାମଚ ତେଲ
    ଅଳ୍ପ ଧନିଆ ପତ୍ର
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
    ପ୍ରଣାଳୀ – ଅଣ୍ଡାକୁ ଭଲ ଭାବରେ ଫେଣ୍ଡିଦେଇ ସେଥିରେ ଅଳ୍ପ ପିଆଜକୁ ଟିକି ଟିକି କରି କାଟି ମିଶାଇ ଦେବ । ଧନିଆ ପତ୍ରକୁ ମଧ୍ଯ ଛୋଟ ଛୋଟ କାଟି ମିଶାଇଦେବ । । ଦରକାର ଅନୁଯାୟୀ ଚୂରାଲୁଣ ସେଥିରେ ମିଶାଇବ । ତାୱ୍ଵାରେ ଘିଅ କିମ୍ବା ତେଲ ଗରମ କରି ଅଣ୍ଡା ଫେଣ୍ଟାକୁ ଆମଲେଟ୍‌ କରି ରଖିବ । ଏହାକୁ ତାୱ୍ଵାରେ କାଡି ଥଣ୍ଡାକରି ଚାରିକୋଣିଆ ଖଣ୍ଡ କରି କାଟି ରଖିବ ¦ ଆର ଫାଳକ ପିଆଜ, ରସୁଣ, ଅଦା, ଜିରା, ଧନିଆ ପୋସ୍ତ, ଶୁଖିଲା ଲଙ୍କାକୁ ବାଟି ଦେବ । ମସଲାରୁ ଭଲ ବାସନା ଆସିଲେ ମସଲା କଷି ହୋଇଗଲା ବୋଲି ଜାଣିବ । ସେଥିରେ ଦରକାର ଅନୁଯାୟୀ ଲୁଣ ହଳଦୀ ପକାଇ ୧ କପ୍‌ ପାଣି ପକାଇଦେବ । ସହି ମସଲା ପାଉଡର ଏବଂ ଘିଅ ଚାମଚରେ ପକାଇ ତରକାରୀକୁ ଓହ୍ଲାଇଦେବ |

    Anda Amlet New Odia Recipe Odia Recipe Odia Recipe Anda Amlet
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.