Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Anda Jhola
    Odia Recipe

    Odia Recipe Anda Jhola

    lizaBy lizaNovember 19, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Anda Jhola
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ୪ ଟା ଅଣ୍ଡା
    ୨ ଗୋଟି ପିଆଜ
    ୮ ଟା ଗୋଲ ମରିଚ
    ୫/୬ ଟା ଶୁଖିଲା ଲଙ୍କା
    ଫାଳେ କାଗେଜି ଲେମ୍ବୁ
    ମଧ୍ୟମ ସାଇଜର ତେନ୍ତୁଳି
    ଅଧ ଚାମଚ ସୋରିଷ
    ଅଧକପ ତେଲ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ – ଅଣ୍ଡା ସିଝାଇ ଚୋପା ଛଡାଇଦେବ । ସିଝା ଅଣ୍ଡାକୁ ଅଳ୍ପ ଅଳ୍ପ ଚିରି ଦେବ । ପିଆଜ ଛୋଟ ଛୋଟ କାଟି ଦେବ । ଲଙ୍କା, ଗୋଲମରିଚକୁ ଚିକ୍କଣ କରି ବାଟିଦେବ । ତେନ୍ତୁଳିରେ ୧ କପ ପାଣିଦେଇ ରସ ବାହାର କରି ରଖିବ । କରେଇରେ ତେଲ ଗରମ କରିଦେବ । ସେଥିରେ ପିଆଜକୁ ଭାଜିଦେଇ ରଖିବ । ତା’ପରେ ତେଲରେ ସୋରିଷ ପକାଇଦେବ । ସୋରିଷ ଫୁଟିଲେ ଲଙ୍କା ଏବଂ ଗୋଲମରିଚ ବଟା ପକାଇ ଅଛ ଭାଜି ଏକ କପ୍‌ ପାଣି ସହ ଲୁଣ ହଳଦୀ ପକାଇବ । ଝୋଳ ଫୁଟିଗଲେ ଭଜା ଅଣ୍ଡା ଓ ତେନ୍ତୁଳିରସ ପକାଇବ । ଝୋଳ ଅଳ୍ପ ବହଳିଆ ହୋଇଗଲେ ତରକାରୀକୁ ଓହ୍ଲାଇ ଦେବ । ଓହ୍ଲାଇଲା ସମୟରେ ଭଜା ପିଆଜ ତା’ଉପରେ ଗୋଳାଇ ଦେବ ।

    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.