Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Baigana Chingudi
    Odia Recipe

    Odia Baigana Chingudi

    lizaBy lizaOctober 1, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Baigana Chingudi
    Share
    Facebook Twitter LinkedIn Pinterest Email

    ସାମଗ୍ରୀ- ୨୫୦ ଗ୍ରାମ ଚିଙ୍ଗୁଡ଼ି
    ୧ ଗୋଟି ଆଳୁ
    ୨ ଗୋଟି ବଡ଼ ବାଇଗଣ
    ୧ ଗୋଟି ପିଆଜ
    ୪ ଗୋଟି କଞ୍ଚାଲଙ୍କା
    ୧ ଚାମଚ ଫୁଟଣ
    ୨ ଚାମଚ ତେଲ
    ପରିମାଣ ଅନୁଯାୟୀ ଲୁଣ ଓ ହଳଦୀ ।
    ପ୍ରଣାଳୀ – ଆଳୁ, ବାଇଗଣ, ପିଆଜ ଓ କଞ୍ଚାଲଙ୍କା ଚୂଳା ଚୂନା କରି କାଟିବ । ଚୋପା ଛଡ଼ାଇ ସଫାକରି ରଖିବ କରେଇରେ ତେଲ ଗରମକରି ଫୁଟଣକୁ ଫୁଟାଇବ ।ଫୁଟଣ ଫୁଟିଲେ ମାଛ, ଲୁଣ, ହଳଦୀ ପକାଇବ| ମାଛର ପାଣି ଶୁଖୁଗଲେ ସେଥିରେ ଆଳୁ ବାଇଗଣ‌ କଟା ଓ ଲୁଣ, ହଳଦୀ ପକାଇ ଗୋଳାଗୋଳି କରି ଢାଙ୍କୁଣୀ ଘୋଡ଼ାଇଦେବ । 5 ମିନିଟ୍‌ ପରେ ଓଲଟ ପାଲଟକରି ଖରିଆ ହେଲେ ଭାଳି ଓହ୍ଲାଇଦେବ ।

    Best Odia Recipe Odia baigana Recipe Odia Recipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.