Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Tasty Recipe Kancha Kakharu chingudi
    Odia Recipe

    Odia Tasty Recipe Kancha Kakharu chingudi

    lizaBy lizaSeptember 30, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Kancha Kakharu chingudi
    Kancha Kakharu chingudi
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ କଞ୍ଚା କଖାରୁ
    ୨୫୦ ଗ୍ରାମ୍‌ ଚିଙ୍ଗୁଡ଼ି
    ୫ଟା ଲଙ୍କା
    ୧ ଗୋଟି ପିଆଜ
    ୪ ପାଖୁଡ଼ା ରସୁଣ
    ୪ ଚାମଚ ତେଲ
    ୧ ଚାମଚ ଜିରା,
    ଅଧାଇଞ୍ଚ ଅଦା,
    ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ – ଚିଙ୍ଗୁଡ଼ିକୁ ଭଲଭାବରେ ଧୋଇକରି ଭାଜିକରି ରଖିବ, କଞ୍ଚା କଖାରୁକୁ ପତଳା ପତଳା କାଟିକରି ରଖିବ । ପିଆଜ, ରସୁଣ ଓ ଅଦାକୁ ବାଟିକରି ରଖ । ଜିରା ଏବଂ ଲଙ୍କାକୁ ଭାଜି ଗୁଣ୍ଡ କରି ରଖିବ । କରେଇରେ ତେଲ ଗରମକରି କଖାରୁକୁ ସନ୍ତୁଳିନେବ । ଲୁଣ, ହଳଦୀ, ପିଆଜ, ରସୁଣ, ଅଦାବଟା ପକାଇ ଭଲଭାବରେ କସିଦେବ, କମ୍‌ ନିଆଁରେ ଏହାଜୁ ସନ୍ତୁଳିତ କଖାରୁ ସିଝି ଆସିଲେ ସେଥିରେ ଚିଙ୍ଗୁଡ଼ି ପକାଇ ଭଲଭାବେ ଗୋଳିକରି ସେଥିରେ ଜିରା ଏବଂଲଙ୍କାଗୁଣ୍ଡ ପକାଇ ତରକାରୀକୁ ଓହ୍ଲାଇଦେବ । ଏହି
    ତରକାରୀରେ ବେଶି ଝୋଳ ରହିବ ନାହିଁ ।

    Best Odia Recipe Newc vOdia Recipe Odia Recipe Odia Tasty Recipe Kancha Kakharu chingudi
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.