Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Recipe Gota Muga Kima Tadaka
    Odia Recipe

    Odia Recipe Gota Muga Kima Tadaka

    lizaBy lizaSeptember 27, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Gota Muga Kima Tadaka
    Gota Muga Kima Tadaka
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍‌ ଗୋଟା ମୁଗ
    ୫୦୦ ଗ୍ରାମ୍‌ କିମା ମାଂସ
    ୪ଟା ପିଆଜ,
    ୨ଟା ତେଜପତ୍ର
    ଅଧକପ୍‌ ତେଲ
    ୨ ଟି ଟମାଟ
    ୧ ଗୋଟିରସୁଣ
    ଅଧାଇଞ୍ଚ ଅଦା
    ୬ ଟା କଞ୍ଚାଲଙ୍କା
    ୪ ଖଣ୍ଡ ଡାଲଚିନି
    ୪ଟା ଗୁଜୁରାତି
    ୨ ଗମଚ ଘିଅ
    ଲୁଣ ସ୍ଵାଦ ଅନୁସାରେ ।
    ପ୍ରଣାଳୀ – ଗୋଟା ମୁଗକୁ ୪ ଘଣ୍ଟା ପାଣିରେ ବତୁରାଇ ରଖ । ଲୁଣ ହଳଦୀ ପକାଇ ସିଝାଇ ଦିଅ | ପିଆଜ ଦୁଇଟି, ରସୁଣ ଓ ଅଦାକୁ ବାଟିଦିଅ | ଅନ୍ଯ ୨ଟି ପିଆଜ, ଚୂନା ଚୂନା କରି କାଟିଦିଅ । କରେଇରେ ତେଲ ଗରମକରି ମାଂସ, ତେଜପତ୍ର ଓ ଟମାଟକଷା ପକାଇ କଷିଦିଅ । ମାଂସ କଷି ହେଲେ ପାଣି ପକାଇ ସିଝାଇ ଦିଅ |ମାଂସ ସିଝିଗଲେ ସେଥିରେ ସିଝାମୁଗ ମିଶାଇ ୫ ମିନିଟ୍ ଓହ୍ଳାଇଦେବ |ଚୂଲିରେ କରେଇ ବସାଇ ଘିଅ ଗରମ କରିଦେବ |ତା’ପରେ ପିଆଜ ବଟା ଏବଂ କଞ୍ଚାଲଙ୍କା କଟାକୁ ଭାଜିଦେବ |ଏହା ଲାଲ୍ ହୋଇଗଲେ ଡାଲି ମାଂସ ସେଥିରେ ବଘାରି ଦେଇ ଡାଲଚିନି ,ଗୁଜୁରାତି ବଟାଦେଇ ଓହ୍ଲାଇଦେବ |

    Gota Kima Tadaka Odia Best Recipe Odia Recipe Odia Recipe Gota Muga Kima Tadaka
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.