Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Tasty Mogalai Tadaka
    Odia Recipe

    Odia Tasty Mogalai Tadaka

    lizaBy lizaSeptember 26, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Moglai Tadala
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ଏକ କପ୍‌ ବୂଟ ଡାଲି
    ଏକ କପ୍‌ ଚୋପାଥିବା ବିରିଡାଲି
    ୫୦ ଗ୍ରାମ୍‌ ଗୁଣ୍ଡ ମାଂସ
    ଦୁଇଗୋଟି ଅଣ୍ଡା
    ୫ଟି ପିଆଜ
    ଖଣ୍ଡିଏ ଅଦା
    ଗୋଟିଏ ରସୁଣ
    ୪ଟି ତେଜପତ୍ର
    ଖଣ୍ଡିଏ ଡାଲଚିନି
    ୨ ଟି ଗୁଜରାତି
    ଦୂଇ ଚାମଚ ଘିଅ
    ଅଧକପ୍‌ ତେଲ
    ୪ଟି ଟମାଟ
    ୧୦ଟି ଶୁଖିଲା ଲଙ୍କା
    ଏକ ଚାମଚ ଜିରା,
    ଅଳ୍ପ ଧନିଆ ପତ୍ର
    ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦୀ |

    ପ୍ରଣାଳୀ ¬ ପ୍ରଥମେ ଦୁଇଟି ପିଆଜ, ଅଦା ଓ ରସୁଣ ଏକତ୍ର କରି ଚିକ୍କଣ କରି ବାଟି ଦେବ, ଜିରା, ତେଜପତ୍ର, ଲଙ୍କା ବାଟି ଦେବ । ଡାଲଚିନି, ଗୁଜରାତି ଗୁଣ୍ଡକରି ଦେବ । ଗୋଟିଏ ଡେକ୍‌ଚିରେ ବିରିଡାଲି ଓ ବୁଟଡାଲି ଲୁଣ ଓ ହଳଦୀ ପକାଇ ସିଝାଇଦେବ । କରେଇରେ ତେଲ ଗରମକରି ପିଆଜ ବଟା, ଜିରାବଟା, ଲୁଣ,ହଳଦୀ ପକାଇ ମାଂସ ସବୁ ତକ କସିବ । କସିବା ପରେ ଅନ୍ନ ପାଣିଦେଇ ମାଂସ ସିଝିଗଲେ ଡାଲଚିନି ଓ ଗୁଜରାତି କାଇ ମାଂସ ତରକାରି ଓହ୍ଲାଇଦେବ । ଅନ୍ୟ ଏକ ପାତ୍ରରେ ତେଲ ଗରମକରି ବଳିଯାଇଥିବା ପିଆଜ ଗୁଡ଼ିକୁ ଛୋଟ ଛୋଟ କରି କାଟି ଭାଜିବ । ପିଆଜ ଭଜାହୋଇଗଲେ ଅଣ୍ଡା ଭାଙ୍ଗି ପକାଇବ । ଅଣ୍ଡାକୁ ପକାଇବା ବେଳେ ଘିଅ ଏବଂ ଟମାଟକୁ କାଟି ପକାଇବ । ଅଣ୍ଡାକୁ ଭୂଜିଆପରି କରିଦେବ ତାପରେ ମାଂସ ତରକାରୀ ଏବଂ ସିଝାଡାଲି ପକାଇ ଅଳ୍ପ ଫୁଟିବା ପରେ ଓହ୍ଲାଇଦେବ । କିଛି ଧନିଆପତ୍ର ଛୋଟ ଛୋଟ କରି କାଟି ଉପରେ ପକାଇ ଓହ୍ଲାଇଦେବ|

    Best Odia Recipe Mogalai Tadaka Recipe Moglai Tadaka Odia Recipe Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.